• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Technology Updates

Speed Shoe
ଏହି ଜୋତା ପିନ୍ଧିଲେ ୨୫୦% ବଢ଼ିଯିବ ଆପଣଙ୍କ ଚାଲିବା ସ୍ପିଡ୍, ଜାଣନ୍ତୁ କେତେ ଟଙ୍କାରେ ମିଳୁଛି..

ଏହି ଜୋତା ହିଁ ଆପଣଙ୍କ ଚାଲିକୁ ଶିଖବ । ଆଉ ଅନୁଧ୍ୟାନ କରିବ । ଏହି ଜୋତା ପିନ୍ଧିଥିବା ଲୋକର ଚାଲି ଅନୁସାରେ ଜୋତା ନିଜକୁ ଆଡ୍‌ଜଷ୍ଟ କରିନେବ ଓ ଆବଶ୍ୟକ ଅନୁଯାୟୀ ସ୍ପିଡ୍ ବଢେଇବ। 

  • Saturday, 29 October 2022
Elon Musk Takes Over twitter
ଟ୍ୱିଟରର ନୂଆ ମାଲିକ ଏଲନ ମସ୍କ: ବିଦା ହେଲେ ପୁରୁଣା ସିଇଓ, ସିଏଫଓ

ମିଡିଆ ପ୍ଲାଟଫର୍ମ ଟ୍ୱିଟର ଏ‍ବେ ସଂପୂର୍ଣ୍ଣ ଭାବେ ଏଲନ ମସ୍କଙ୍କ ନିୟନ୍ତ୍ରଣରେ । ମାଲିକାନା ହାସଲ କରିବା ପରେ ପରେ ତୁରନ୍ତ କମ୍ପାନୀର ସିଇଓ ପରାଗ ଅଗ୍ରୱାଲ ଓ CFO ନେଡ ସଗେଲଙ୍କୁ ବିଦା କରିଦେଇଛନ୍ତି ଏଲନ । ଏପରିକି ଉଭୟଙ୍କୁ କମ୍ପାନୀ ହେଡ କ୍ୱାଟରରୁ ବାହାର କରି ଦିଆଯାଇଛି। 

Special story
ହାତରେ ଚିପ୍‌ ଲଗାଇଲେ ଯୁବକ ! ବିନା କାର୍ଡରେ କରିପାରିବେ ସପିଂ

ସବୁବେଳେ ପକେଟରେ କାର୍ଡ ରଖିବାକୁ ଭଲ ଲାଗୁନଥିଲା, ସେଥିପାଇଁ ହାତରେ ହିଁ ଚିପ୍‌ ଲଗାଇଦେଲେ ।

  • Thursday, 27 October 2022
WhatsApp Outage
ଥିଲା ଥିଲା କାହିଁକି ହଠାତ୍‌ ଡାଉନ୍‌ ହେଲା ହ୍ୱାଟ୍ସଆପ୍‌?

ସବୁ ତ ଠିକ୍‌ ଥିଲା, ହେଲେ କାହିଁକି ଡାଉନ୍‌ ହେଲା ହ୍ୱାଟ୍ସଆପ୍‌? ମେଟା ଦେଲା ଗୁରୁତ୍ୱପୂର୍ଣ୍ଣ ସୂଚନା...

  • Thursday, 27 October 2022
Whatsapp
ମୋବାଇଲ୍‌ରେ ହ୍ୱାଟ୍ସଆପ୍‌ କାମ ନକଲେ କରିବେ କ’ଣ ? ଜାଣନ୍ତୁ ୫ଟି ଟ୍ରିକ୍‌..

ଆଜି ଆମେ ଆପଣଙ୍କୁ ହ୍ୱାଟ୍ସଆପ୍‌ ଜନିତ ସମସ୍ୟାରୁ କେମିତି ମୁକୁଳିବେ ସେନେଇ ଜଣାଇବୁ ।

WhatsApp
ନା ଭିଡିଓ ଗଲା ନା ଟେକ୍ସଟ୍‌ ମେସେଜ୍; ଅଚଳ ହୋଇଗଲା କୋଟି କୋଟି ୟୁଜରଙ୍କ ହାତ

ଧିମେଇଲା ହ୍ୱାଟ୍ସ ଆପ୍, ବଢିଲା ଟେନ୍‌ସନ । ମାତ୍ର କିଛି ସମୟ ସର୍ଭର ଡାଉନ୍‌କୁ ନେଇ ବିଶ୍ୱବ୍ୟାପି ହଲଚଲ ।

Google Play Store
ଆପଣଙ୍କ ମୋବାଇଲ୍‌ରେ ଏହି ସବୁ ଆପ୍‌ ଅଛି କି ? ହୋଇପାରେ ହ୍ୟାଙ୍ଗ, ସରିଯିବ ବ୍ୟାଟେରୀ

ବିଜ୍ଞାପନ ନାଁରେ ବ୍ୟାକ୍‌ଗ୍ରାଉଣ୍ଡରେ ଅନେକ ୱେବ୍‌ସାଇଟ୍‌ ପେଜ୍ ଖୋଲୁଥିଲା । ଯାହାଫଳରେ ୟୁଜର୍ସମାନଙ୍କର ମୋବାଇଲରୁ ଅଧିକ ବ୍ୟାଟେରୀ ସରିବା ସହ ବିଭିନ୍ନ ଜରୁରୀ ଆପ୍‌ ଉପରେ ଏହାର ପ୍ରଭାବ ପଡ଼ୁଥିଲା ।

5G Scam
ସାବଧାନ! 5G ସେବା ଅପ୍ଲୋଡ୍‌ ନାଁରେ କାଙ୍ଗାଳ କରିଦେବେ ସାଇବର ଲୁଟେରା

ଆପଣଙ୍କ ମୋବାଇଲ୍‌କୁ ବି ୪ଜିରୁ ୫ଜି ସିମ୍‌କୁ ଅପ୍ଲୋଡ୍ କରିବାକୁ ଏସ୍ଏମ୍‌ଏସ୍‌ଠୁ ନେଇ ହ୍ୱାଟ୍ସଆପ୍ ଓ ଇ ମେଲ୍‌ରେ ବି ମେସେଜ୍ ଆସିପାରେ । ଯେଉଁଥିରେ ଥିବା ଲିଙ୍କକୁ କ୍ଲିକ୍ କରିବାକୁ କୁହାଯାଇପାରେ । ଆଉ ଏ ଠକଙ୍କ କଥାରେ ପଡ଼ି ବିନା ଝିନ୍‌ଝଟ୍‌ରେ ତୁରନ୍ତ ୫ଜି ସେବା ପାଇବା ଆଶା ଆପଣଙ୍କୁ ନିମିଷକରେ କାଙ୍ଗାଳ କରି ଦେଇପାରେ ।

  • Friday, 21 October 2022
WhatsApp account
ଏହି ୬ଟି ଭୁଲ୍‌ କରନ୍ତୁ ନାହିଁ, ନଚେତ୍‌ ବ୍ୟାନ୍‌ ହୋଇଯିବ ଆପଣଙ୍କ ହ୍ୱାଟସ୍‌ଆପ୍‌ ଆକାଉଣ୍ଟ !

ବାରମ୍ବାର କାହାକୁ ମେସେଜ୍‌ ପଠାଉଛନ୍ତି କି, କିମ୍ବା ବିନା ଅନୁମତିରେ କାହାକୁ ଗ୍ରୁପରେ ଆଡ୍ କରୁଛନ୍ତି କି ? ସାବଧାନ୍‌

EV Batteries
ବୈଦୁତିକ ଯାନ କିଣୁଛନ୍ତି କି ? ମାତ୍ର ୧୦ ମିନିଟ୍‌ରେ ଫୁଲ୍‌ ଚାର୍ଜ ହେବ ଏହି ବ୍ୟାଟେରୀ

ବିକଶିତ ହେଲା ନୂଆ ଜ୍ଞାନକୌଶଳ, ବୈଦୁତିକ ଚାର୍ଜିଂ ପାଇଁ ଆଉ ଟେନସନ୍‌ ନେବାକୁ ପଡ଼ିବ ନାହିଁ ।

  • Tuesday, 18 October 2022
5g
୨୦୨୩ ମାର୍ଚ୍ଚ ଶେଷ ସୁଦ୍ଧା ଓଡ଼ିଶାରେ 5G : ଅଶ୍ୱିନୀ ବୈଷ୍ଣବ

୨୦୨୩ ବର୍ଷ ଶେଷ ସୁଦ୍ଧା ଓଡ଼ିଶାର ୮୦% ଅଞ୍ଚଳରେ 5G ସେବା ମିଳିବ ।

google meet
ଆହୁରି ୟୁଜର ଫ୍ରେଣ୍ଡଲି ହେବ ଗୁଗୁଲ ମିଟ୍, ଲୋଡ଼ା ନାହିଁ ଥାର୍ଡ ପାର୍ଟି ଆପ୍‌

ବହୁ ପୂର୍ବରୁ ଏହା ଆସିଥିଲେ ମଧ୍ୟ କେବଳ ଲକ୍‌ଡାଉନ-ସଟ୍‌ଡାଉନ୍‌ ବେଳେ ହିଁ ଏହା ବେଶ୍‌ ପ୍ରଚାରିତ ହେଲା । ଲୋକେ ଅଧିକରୁ ଅଧିକ ଏହାକୁ ବ୍ୟବହାର କଲେ ।

'Edit Tweet'
ଆରମ୍ଭ ହେଲା ଟ୍ୱିଟର ଏଡିଟ୍‌ ଫିଚର୍‌ : ଜାଣନ୍ତୁ କେଉଁଠି ?

ନୂଆ ବ୍ୟବସ୍ଥା ଅନୁସାରେ ୩୦ ମିନିଟ ଭିତରେ ପାଞ୍ଚ ଥର ଏଡିଟ୍‌ ହୋଇପାରିବ ଟ୍ୱିଟ୍‌ ।

WhatsApp New Feature
ଏଣିକି ଆପଣ ବି ପଢିପାରିବେ ହ୍ୱାଟ୍ସଆପ୍‌ରୁ ଡିଲିଟ୍‌ ହୋଇଥିବା ମେସେଜ୍‌...

ଆଉ ଚିନ୍ତା ନାହିଁ। ଏଣିକି ଆପଣମାନେ ବି ପଢିପାରିବେ ଆପଣଙ୍କ ହ୍ୱାଟ୍ସଆପ୍‌ରୁ ଡିଲିଟ୍‌ ହୋଇଥିବା ମେସେଜ୍‌...ଜାଣନ୍ତୁ କେମିତି?

Mukesh Ambani Promises  about  5G Service
ସାରା ଦେଶରେ କେବେ ମିଳିବ 5G ସେବା ? ପ୍ରତିଶ୍ରୁତି ଦେଲେ ଅମ୍ବାନି

5G ସେବାକୁ ସାରା ଦେଶ ଅପେକ୍ଷା କରିଥିବାବେଳେ ଏହି ଅପେକ୍ଷାର ଅନ୍ତ ଘଟିଛି । ଦେଶରେ ଆଜିଠୁ ଆରମ୍ଭ ହୋଇଛି 5G ସେବା । ଦିଲ୍ଲୀ ପ୍ରଗତି ମଇଦାନରେ ଇଣ୍ଡିଆ ମୋବାଇଲ କଂଗ୍ରେସରେ ଏହି ସେବାକୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁଭାରମ୍ଭ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଏହି ସେବା ୧୩ଟି ପ୍ରମୁଖ ସହରରେ ଉପଲବ୍ଧ ହେବ।

5G Start In India
ଶହେ ଗୁଣା ସ୍ପିଡ୍‌ରେ ଚାଲିବ 5G, ଜାଣନ୍ତୁ କେଉଁ ୧୩ ସହରରେ ପ୍ରଥମେ

5G ସେବା ଆରମ୍ଭ ହେଲେ ମିଳିବ 3G ଠାରୁ ୩୦ ଗୁଣ ଓ 4G ଠାରୁ ୧୦ ଗୁଣା ସ୍ପିଡ୍ ସେବା । ଆବଶ୍ୟକ ସ୍ଥଳେ ଏହି ସ୍ପିଡ ୧୦୦ ଗୁଣା ଯାଏଁ ଯାଇପାରେ ବୋଲି କୁହାଯାଉଛି ।

5G
5G ସେବା, ୧୦୦ ଗୁଣା ସ୍ପିଡ୍‌ ଇଣ୍ଟରନେଟ୍ ପାଇବେ ଉପଭୋକ୍ତା

ଇଣ୍ଡିଆନ ମୋବାଇଲ କଂଗ୍ରେସରେ ହେବ ଉଦ୍‌ଘାଟନ । ଦୁଇ ବର୍ଷ ମଧ୍ୟରେ ସାରା ଦେଶରେ ମିଳିବ 5G ସେବା ।

31 thousand years photo came to front
୩୧ ହଜାର ବର୍ଷ ତଳେ ରହୁଥିଲେ ପୃଥିବୀରେ, ଏବେ ସାମ୍ନାକୁ ଆସିଲା ଫଟୋ

ଇତିହାସ ଜ୍ଞାନର ଗନ୍ତାଘର। ଅତୀତର ଅନେକ ଅନାଲୋଚିତ କଥାକୁ ସାମ୍ନାକୁ ଆଣିଛି ଇତିହାସ। ତଥାପି ପ୍ରକୃତି କୋଳରେ ଅନେକ ରହସ୍ୟ ଏବେ ବି ଲୁଚି ରହିଛି । ସେହି ରହସ୍ୟ ଭିତରୁ ଗୋଟିଏ ଖିଅ ଆମେ ଆପଣଙ୍କ ସାମ୍ନାରେ ରଖିବୁ । ଏବେ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି ୩୧ ହଜାର ବର୍ଷ ତଳର ଏକ ଫଟୋ। ହୁଏତ ପ୍ରଶ୍ନ ଆସିପାରେ, ୩୧ ହଜାର ବର୍ଷ ତଳର ଏହି ଫଟୋ କେମିତି ସାମ୍ନାକୁ ଆସିଲା। ଯେଉଁ ସମୟରେ ମଣିଷର ମସ୍ତିଷ୍କର ବିକାଶ ହୋଇ ନ ଥିଲା, ଯେଉଁ ସମୟରେ ଟେକ୍ନୋଲଜି ନ ଥିଲା ସେ ସମୟର ଫଟୋ ପୁଣି ଏବେ ଭାଇରାଲ ? ଆଶ୍ଚର୍ଯ୍ୟ ନୁହେଁ ତ ଆଉ କ’ଣ ?

Taxi Helicoptor
ଆଉ ଫସିବେନି ଟ୍ରାଫିକ୍‌ରେ ! ହେଲିକପ୍ଟର ନେଇଯିବ ଏଇଠୁ ସେଠିକି..

ବିଜ୍‌ନେସ୍‌ ଇନ୍‌ସାଇଡର ରିପୋର୍ଟ ଅନୁଯାୟୀ, ବ୍ଳେଡ୍‌ ଇଣ୍ଡିଆ ନାମକ ଏକ ସଂସ୍ଥା ଏହି ବ୍ୟବସ୍ଥା ଆରମ୍ଭ କରିବାକୁ ଯାଉଛି । ପ୍ରଥମ ପର୍ଯ୍ୟାୟରେ ଦୁଇଟି ହେଲିକପ୍ଟର ଉଡ଼ାଣ ବ୍ୟବସ୍ଥା କରିବ ସଂସ୍ଥା ।

WhatsApp Call Links
ହ୍ୱାଟ୍ସଆପ୍‌ରେ ଆସୁଛି ନୂଆ ଫିଚର୍‌: ୩୨ଜଣଙ୍କୁ ନେଇ ହୋଇପାରିବ ଭିଡିଓ କଲ୍

WABetaInfo ରିପୋର୍ଟ ଅନୁସାରେ 'ଅବତାର୍' ହ୍ୱାଟ୍ସଆପ୍‌ରେ ଆସିବ।

I Phone -14 Made in India
ଭାରତରେ ତିଆରି ହେବ ଏଇ ମଡେଲର ଆଇଫୋନ; ବର୍ଷ ଶେଷରେ କରିବ ମାର୍କେଟ ଲଞ୍ଚିଂ

ଭାରତରେ ତିଆରି ହେବ ଆଇଫୋନ। ଆଇ ଫୋନ-୧୪ ମଡେଲର ପ୍ରଡକ୍ସନ ଭାରତରେ ପ୍ରଥମ ଥର ପାଇଁ ସମାନ ବର୍ଷ ଏବଂ ସମାନ ଦିନରେ ହେବ ବୋଲି କମ୍ପାନୀ ପକ୍ଷରୁ ସ୍ପଷ୍ଟ କରାଯାଇଛି। ଆଇ ଫୋନର ବିଶ୍ୱସ୍ତ ମାନୁଫାକ୍ଚରିଙ୍ଗ ପାର୍ଟନର ଫକ୍ସକମ୍‌ ଏହି ମଡେଲ ଭାରତରେ ପ୍ରସ୍ତୁତ କରିବ। ଚେନ୍ନାଇର ଶ୍ରୀପେରୁମ୍ବୁଦୁରରେ ଏହାର ୟୁନିଟ ରହିବ।

google introduced new feature
ଗୁଗୁଲ୍‌ରୁ ପର୍ସନାଲ ଡାଟା ରିମୁଭ କରିବା ପାଇଁ ଆସିଲା ନୂଆ ଟୁଲ୍‌

ଗୁଗୁଲ୍‌ ତା’ର ୟୁଜର୍ସଙ୍କ ତଥ୍ୟ ସୁରକ୍ଷିତ ରଖିବା ପାଇଁ ସବୁବେଳେ ଚେଷ୍ଟା କରି ଆସୁଛି। ଯଦି ଗୁଗୁଲ୍‌ରେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ କିଛି ରହିଛି ତେବେ ଜଣେ ଚାହିଁଲେ ସହଜରେ ପାଇପାରିବ। ହେଲେ ୟୁଜର୍ସଙ୍କର ଏହି ତଥ୍ୟକୁ ଗୁପ୍ତ ରଖିବା ପାଇଁ ଗୁଗୁଲର ଏକ ନୂଆ ଟୁଲ ଆସୁଛି। ଏହି ଟୁଲ୍‌ର ନାଁ ‘ରେଜଲ୍ଟ ଆବାଉଟ ୟୁ’। ଏହି ନୂଆ ପ୍ରାଇଭେସି ଫିଚର ଦ୍ୱାରା ୟୁଜର୍ସ ସେମାନଙ୍କର ପର୍ସନାଲ ସର୍ଚ୍ଚ କଣ୍ଟେଣ୍ଟକୁ ରିମୁଭ କରିବା ପାଇଁ ଅନୁରୋଧ କରିପାରିବେ।

Panic Button - Tracking Device
ସରକାରଙ୍କ ଆଉ ଏକ ନୂଆ ନିୟମ ! ସବୁ ଗାଡ଼ିରେ ଲାଗିବ ଟ୍ରାକିଂ ସିଷ୍ଟମ, ପାନିକ୍‌ ବଟନ୍‌

ଯଦି ଟ୍ରାକିଂ ସିଷ୍ଟମ ଗାଡ଼ିରେ ଲାଗି ନଥିବ ତେବେ ଚୋରି ପରେ ଥାନାରେ ଅଭିଯୋଗ କଲେ ବି ତାକୁ ଗୁରୁତ୍ୱର ସହ ନିଆଯିବନି ବୋଲି ସୂଚନା ରହିଛି । ତେଣୁ ସମସ୍ତେ ସମସ୍ତଙ୍କ ଗାଡ଼ିରେ ଏହି ଦୁଇଟି ଯାକ ଡିଭାଇସ୍‌ ଲଗାଇବା ବାଧ୍ୟତା ମୂଳକ ।

Fastag
ସାବଧାନ ! ଫାସ୍‌ଟ୍ୟାଗ୍‌ ରିଚାର୍ଜ ବେଳେ ଧ୍ୟାନ ରଖନ୍ତୁ ନଚେତ୍‌ ଆକାଉଣ୍ଟରୁ ଗାୟବ ହେବ ଟଙ୍କା

କାରଣ ଏମିତି କିଛି ଭୁଲ ରହିଛି ଯାହା ଆପଣଙ୍କ ଅଜାଣତରେ ହେବ, ତେଣୁ ଆକାଉଣ୍ଟରୁ ଟଙ୍କା କଟୁଥିବ ହେଲେ ରିଚାର୍ଜ ହେଉନଥିବ ।

5 quick tips to know if you are blocked
ବ୍ଲକ ଲିଷ୍ଟରେ ପଡ଼ିଛି କି ଆପଣଙ୍କ ନମ୍ବର ? ଜାଣିବା ପାଇଁ ୫ଟି ଟିପ୍ସ

ୟୁଜର୍ସଙ୍କ ପ୍ରାଇଭେସି ରକ୍ଷା ପାଇଁ ହ୍ୱାଟ୍‌ସଅପ୍‌ ସବୁବେଳେ ଚେଷ୍ଟା କରିଆସୁଛି। ୟୁଜର୍ସ ଫ୍ରେଣ୍ଡଲି ହେବା ପାଇଁ ହ୍ୱାଟସ୍‌ଅପ ପ୍ରତି ମାସରେ କିଛି କିଛି ନୂଆ ଫିଚର ନେଇ ଆସୁଛି। ଏହି ସେପ୍ଟି ଫିଚର ମଧ୍ୟରୁ ଗୋଟିଏ ହେଉଛି ବ୍ଲକ ଅପ୍‌ସନ। ହ୍ୱାଟ୍‌ସଅପରେ ଆପଣ ଯେ କୌଣସି ନମ୍ବରକୁ ଚାହିଁଲେ ବ୍ଲକ କରିପାରିବେ। ହେଲେ ଯଦି କିଏ ଆପଣଙ୍କୁ ବ୍ଲକ କରିଛନ୍ତି ତେବେ ଆପଣ କେମିତି ଜାଣିବେ ?