କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଚ୍ୟାନେଲ ଲଞ୍ଚ ହେବା ପରେ ସବ୍ସ୍କ୍ରାଇବର ସଂଖ୍ୟା ବଢ଼ିବାରେ ଲାଗିଛି । ଏହି ଚ୍ୟାନେଲରେ ୨୪ ଘଣ୍ଟା ମଧ୍ୟରେ ୧୦ ମିଲିୟନ୍ ସବ୍ସ୍କ୍ରାଇବର ଯୋଡ଼ି ହୋଇଛନ୍ତି ।
ଭୁବନେଶ୍ୱରରେ ପ୍ୟାରିସ ଅଲିମ୍ପିକ ବ୍ରୋଞ୍ଜ ବିଜୟୀ ଭାରତୀୟ ହକି ଟିମ୍ ହକି ସଦସ୍ୟ । ବିମାନବନ୍ଦରରୁ ଏକ ବିଶାଳ ରୋଡ୍ ଶୋ’ରେ ହକି ହିରୋ ଯାଇଛନ୍ତି । ଲୋକସେବା ଭବନ କନଭେନ୍ସନ୍ ସେଣ୍ଟରରେ ହକି ଟିମ୍ର କ୍ରୀଡ଼ାବିତମାନଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସମ୍ୱର୍ଦ୍ଧିତ କରିଛନ୍ତି।
ଆଇସିସିର ଆଗାମୀ ଅଧ୍ୟକ୍ଷ ହୋଇପାରନ୍ତି ବିସିସିଆଇର ସମ୍ପାଦକ ଜୟ ଶାହ । ଶାହଙ୍କୁ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ କ୍ରିକେଟ ବୋର୍ଡର ସମର୍ଥନ ।
କୋଲକାତା ଲେଡି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାର ପୀଡିତାଙ୍କୁ ନ୍ୟାୟ ଦାବି । ଆନ୍ଦୋଳନରେ ସାମିଲ ହେବେ ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ୟାପଟେନ ସୌରଭ ଗାଙ୍ଗୁଲି ।
ଭୁବନେଶ୍ୱରରେ ପହଞ୍ଚିଲେ ପ୍ୟାରିସ୍ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ହକି ଟିମ୍ । ବିମାନବନ୍ଦରରେ ପହଞ୍ଚିବା ପରେ ସମସ୍ତ ଖେଳାଳିଙ୍କୁ ଭବ୍ୟ ସ୍ୱାଗତ ।
ଭାଙ୍ଗିଲା ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂଙ୍କ ବିରଳ ରେକର୍ଡ । ଯୁବରାଜଙ୍କ ଗୋଟିଏ ଓଭରରେ ୬ଟି ଛକା ସହାୟତାରେ ୩୬ ରନର ରେକର୍ଡକୁ ଭାଙ୍ଗିଛନ୍ତି ଡେରିୟସ ଭିସେର୍ ।
ଦିଲ୍ଲୀରୁ ବାଲାଲି ଅଭିମୁଖେ ଯାଉଥିବା ବେଳେ ଭିନେଶଙ୍କୁ ତାଙ୍କ ସମର୍ଥକ ଅଦ୍ଭୁତପୂର୍ବ ଭାବେ ସମର୍ଥନ କରିଥିଲେ । ମାତ୍ର ୧୩୫ କିଲୋମିଟର ଦୀର୍ଘ ଯାତ୍ରା ତାଙ୍କୁ ଅହେତୁକ ଭିଡ଼ ପାଇଁ ପ୍ରାୟ ୧୩ ଘଣ୍ଟା ସମୟ ନେଇଥିଲା ।
ଆଜିକୁ ଠିକ୍ ୧୬ ବର୍ଷ ତଳେ, ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ୍ରେ ପଦାର୍ପଣ କରିଥିଲେ । ସେତେବେଳର ସେ ଖେଳାଳି ଆଜି ବିଶ୍ୱ କ୍ରୀଡ଼ା ଇତିହାସରେ ନିଜର ନାମ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ କରି ସାରିଛି ।
ବିମାନବନ୍ଦରରେ ପହଞ୍ଚିବା ପରେ ଭିନେଶ ଦେଶବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ପ୍ୟାରିସ୍ ଅଲିମ୍ପିକ୍ସରେ ମେଡାଲ୍ ଆଣିପାରିନଥିଲେ ମଧ୍ୟ ତାଙ୍କୁ ଏଭଳି ସ୍ବାଗତ ସମ୍ବର୍ଦ୍ଧନା ପାଇଁ ଧନ୍ୟବାଦ ଜଣାଇଛନ୍ତି ଭିନେଶ।
୯୨.୯୭ ମିଟର ସ୍ମରଣୀୟ ଥ୍ରୋ ସହ ନୂଆ ଅଲିମ୍ପିକ୍ ରେକର୍ଡ କରିଥିଲେ ପାକିସ୍ତାନୀ ଜାଭେଲିନ ଥ୍ରୋଅର ଅର୍ଶଦ ନଦୀମ ।
ଓଡ଼ିଶା ଫେରିଲେ ପ୍ୟାରିସ ଅଲିମ୍ପିକ୍ସ ବ୍ରୋଞ୍ଜ ପଦକ ବିଜେତା ହକି ଷ୍ଟାର ଅମିତ ରୋହିଦାସ । ବିମାନ ବନ୍ଦରରେ ପହଞ୍ଚିବା ପରେ ଭବ୍ୟ ସ୍ୱାଗତ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭାରତୀୟ ଖେଳାଳିମାନେ ଅନେକ ଉପହାର ଦେଇଥିଲେ । ସୁଟର ମନୁ ଭାକର ପିଏମ ମୋଦୀଙ୍କୁ ଏକ ପିସ୍ତଲ ଦେଇଥିଲେ ।
କୋର୍ଟ ଅଫ୍ ଆର୍ବିଟ୍ରେସନ୍ ଫର୍ ସ୍ପୋର୍ଟସ ବା CASରେ ଭିନେଶ ଫୋଗଟଙ୍କ ଆବେଦନ ଅଗ୍ରାହ୍ୟ ହୋଇଥିବା ସୂଚନା ମିଳିଛି ।
ଅବସର ନେଲା ଜର୍ସି ନମ୍ବର ୧୬ । ସିନିୟର ହକି ଟିମ ଇଣ୍ଡିଆର କୌଣସି ଖେଳାଳି ଆଉ ଏହି ଜର୍ସିକୁ ପିନ୍ଧିପାରିବେ ନାହିଁ ।
ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶା ଷ୍ଟାନକୋଭିକ୍ ବିବାହ ବିଚ୍ଛେଦ ହୋଇଛି। ଏହି ଖବର ପରେ ଅର୍ଥାତ୍ ଛାଡପତ୍ର ନିଶ୍ଚିତ ହେବାର ମାତ୍ର ୨୫ ଦିନ ପରେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ପ୍ରେମିକା ମିଳିଯିବା ଖବର ଆସିଛି।
ଡୋପିଂ ନିରୋଧୀ ନିୟମ ଉଲ୍ଲଂଘନ ଅଭିଯୋଗରେ ପ୍ରମୋଦଙ୍କୁ ଦେଢ ବର୍ଷ ସସପେଣ୍ଡ କରିଛି ବିଶ୍ୱ ବ୍ୟାଡ୍ମିଣ୍ଟନ ଫେଡେରେସନ ।
ମନୁ ଓ ନୀରଜ ପ୍ୟାରିସ ଅଲିମ୍ପିକ୍ସରେ ଭାରତର ସବୁଠୁ ସଫଳତମ ଆଥଲେଟ୍ ରହିଛନ୍ତି । ଉଭୟ ନିଜ ଖେଳରେ ଆହୁରି ଭଲ ପ୍ରଦର୍ଶନ ଆଶା ରଖିଥିଲେ ମଧ୍ୟ ଭାରତ ପାଇଁ ଗୌରବ ଆଣିଛନ୍ତି ।
କୁସ୍ତି ୫୦ କେଜି ବର୍ଗରେ ଫାଇନାଲ୍ ପୂର୍ବରୁ ୧୦୦ ଗ୍ରାମ ଅଧିକ ଓଜନ ପାଇଁ ଅଯୋଗ୍ୟ ଘୋଷିତ ହୋଇଥିଲେ ଭିନେଶ୍ ଫୋଗଟ ।
ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ସସ୍ପେଣ୍ଡ । ଦେଢ ବର୍ଷ ପାଇଁ ସସ୍ପେଣ୍ଡ କଲା ବିଶ୍ବ ବ୍ୟାଡ୍ମିଣ୍ଟନ ଫେଡେରେସନ।
ଏଇ କିଛି ସେକେଣ୍ଡର ହୃଦୟ ସ୍ପର୍ଶୀ ଭିଡିଓ, ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ଜଣେ ହେଉଛନ୍ତି ଜାଭେଲିନ ଷ୍ଟାର ନୀରଜ ଚୋପ୍ରା... ଆଉ ଜଣେ ସୁଟର ମନୁ ଭାକରଙ୍କ ମା’ ।
ପ୍ୟାରିସ ଅଲିମ୍ପିକ୍ସରେ ଗୋଲ୍ଡ ମେଡାଲ ଜିତିଥିବା ପାକିସ୍ତାନୀ ଜାଭେଲିନ ଥ୍ରୋଅର ଅର୍ଶଦ ନଦୀମଙ୍କୁ ମିଳିଲା ମଇଁଷି ଉପହାର ।
ସରିଲା ବିଶ୍ବ କ୍ରୀଡ଼ା ମହାକୁମ୍ଭ। ଜାଭେଲିନ ଥ୍ରୋ’ରେ ନୀରଜ ଚୋପ୍ରା ଏକ ମାତ୍ର ରୌପ୍ୟ ପଦକ ହାସଲ କରିଥିବା ବେଳେ, ସୁଟିଂରୁ ସର୍ବାଧିକ ୩ଟି ଏବଂ ହକି ଓ କୁସ୍ତିରେ ଗୋଟିଏ ଲେଖାଏଁ ବ୍ରୋଞ୍ଜ ପଦକ ମିଳିଛି। ତେବେ ଏହି ସମୟରେ ଏକ ଭିଡିଓ ସାମ୍ନାକୁ ଆସିଛି।
ପ୍ୟାରିସ ଅଲିମ୍ପିକ୍ସରେ ପଦକ ଜିତିବା ପରେ ସରକାର ଯାଚିଲେ ବଡ଼ ଚାକିରି । ମନା କରିଦେଲେ ଯୁବ ସୁଟର ସରବଜୋତ ।
ତେବେ ଚଳିତ ଅଲିମ୍ପିକ୍ସରେ ଭାରତର ୧୧୨ ଜଣ ଖେଳାଳି ଅଂଶଗ୍ରହଣ ବେଳେ ମାତ୍ର ୬ଟି ପଦକ ପାଇଛନ୍ତି ।
CAS ଭିନେଶଙ୍କ ଅବେଦନକୁ ଗ୍ରହଣ କରିଥିବା ବେଳେ ୧୧ରେ ଏହାର ରାୟ ପ୍ରକାଶ ପାଇବାର ଥିଲା । ତେବେ ଏହା ପୁଣି ଥରେ ୧୩ ତାରିଖକୁ ଘୁଂଚିଛି ।