• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Samiti Sabhya Candidate Rescued Unconscious
ଘର ପାଖରୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର ହେଲେ ସମିତି ସଭ୍ୟା ପ୍ରାର୍ଥିନୀ

ସୁନ୍ଦରଗଡ଼ ଜିଲ୍ଲା ବଣାଇ ବ୍ଲକ୍‌ ଗୋବିନ୍ଦପୁର ସମିତି ସଭ୍ୟା ପ୍ରାର୍ଥିନୀ ପୁଷ୍ପିତା ଜେନାଙ୍କୁ ମୁମୂର୍ଷ ଅବସ୍ଥାରେ ଉଦ୍ଧାର କରାଯାଇଛି। ପୁଷ୍ପିତାଙ୍କୁ ନିଜ ଗାଁ ଘୁଷୁରା ପତ୍ରପାଲିରେ ଥିବା ଘର ପାଖରୁ ମୁମୂର୍ଷ ଅବସ୍ଥାରେ ପଡ଼ିଥିବା ଲୋକେ ଦେଖିଥିଲେ।

Varsha Priyadarshini
ଭଦ୍ରକରେ ବିଜେଡି ପାଇଁ ନିର୍ବାଚନ ମୈଦାନକୁ ଓହ୍ଲାଇଲେ ବର୍ଷା ପ୍ରିୟଦର୍ଶିନୀ

ବିଜେଡି ପ୍ରଚାରରେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ। ପ୍ରଥମ ଥର ପାଇଁ ନିର୍ବାଚନ ମୈଦାନକୁ ବର୍ଷା ଓହ୍ଲାଇଛନ୍ତି। ବିଜେଡି ସମର୍ଥିତ ପ୍ରାର୍ଥୀମାନଙ୍କ ପାଇଁ ପ୍ରଚାର କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁରି ଭୁରି ପ୍ରଶଂସା କରୁଛନ୍ତି

Panchayat Elction
ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ କ୍ୟାମ୍ପେନ୍‌ରେ ଲାଗିପଡ଼ିଛନ୍ତି ଅଭିନେତା

ପ୍ରଥମ ପର୍ଯ୍ୟାୟ ଭୋଟ୍ ଲାଗି ଆସନ୍ତାକାଲି ସଂଧ୍ୟା ୭ଟାରେ ପ୍ରଚାର ବନ୍ଦ ହେବ।

MLA Pramila Mallik
ପ୍ରଚାର କରିପାରିବେନି ବିଧାୟିକା ପ୍ରମିଳା ମଲ୍ଲିକ

ପ୍ରମିଳାଙ୍କ ଠାରୁ ସୋ କଜ୍ ନୋଟିସ୍‌ ଉତ୍ତର ପାଇବା ପରେ ପଦକ୍ଷେପ ନିଆଯାଇଛି।

fake voter
ଫେକ୍ ଭୋଟରଙ୍କୁ ରାଜ୍ୟ ନିର୍ବାଚନ କମିଶନଙ୍କ ସତର୍କବାଣୀ : ଧରାପଡ଼ିଲେ ଦିଆଯିବ ପୋଲିସ ଜିମା

ପରିଚୟ ଉପରେ ଆପତ୍ତି ହେଲେ ଏଜେଣ୍ଟ ଚ୍ୟାଲେଞ୍ଜ କରିପାରିବେ

campaigning
ସରିଲା ପ୍ରଚାର ପର୍ବ ! ଆସନ୍ତାକାଲି ଉତ୍ତରାଖଣ୍ଡର ୭୦ ଓ ଗୋଆର ୪୦ଟି ଆସନରେ ଭୋଟ୍

ଆସନ୍ତାକାଲି ଉତ୍ତରାଖଣ୍ଡର ୭୦ ଆସନରେ ଏବଂ ଗୋଆର ୪୦ଟି ଆସନରେ ଭୋଟ୍ ଗ୍ରହଣ ହେବ । ଉଭୟ ରାଜ୍ୟରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ଉତ୍ତରାଖଣ୍ଡରେ କ୍ଷମତାସୀନ ବିଜେପି ଓ ମୁଖ୍ୟ ବିରୋଧୀ କଂଗ୍ରେସ ମଧ୍ୟରେ ସିଧାସଳଖ ଟକ୍କର ହେଉଛି ।

Never Won An Election, But Odisha Man Continues To Contest For Last 35 Years
ଏମିତି ପ୍ରାର୍ଥୀଙ୍କୁ ମାନିବାକୁ ପଡ଼ିବ… ୩୫ ବର୍ଷ ହେଲା ହାରୁଛନ୍ତି, କିନ୍ତୁ ମନୋବଳ ହାରି ନାହାଁନ୍ତି

ଆଜିକାଲି ନେତାଙ୍କ ପାଖରେ ନୀତି ନୈତିକତା କିଛି ନାହିଁ। କଳେବଳେ କେମିତି ନିର୍ବାଚନ ଜିତିବେ ତାହା ସେମାନଙ୍କର ଲକ୍ଷ୍ୟ। କିନ୍ତୁ ଏହି ଭିଡିଓରେ ଭେଟନ୍ତୁ ଜଣେ ବ୍ୟକ୍ତିଙ୍କୁ, ଯିଏ ଗତ ୩୫ ବର୍ଷ ହେଲା ୱାର୍ଡମେମ୍ବର ନିର୍ବାଚନ ଲଢୁଛନ୍ତି, କିନ୍ତୁ କେବେ ଜିତି ନାହାଁନ୍ତି। ଏହାପରେ ବି ସେ ମନୋବଳ ହାରି ନାହାଁନ୍ତି। ସବୁଠୁ ବଡ଼ କଥା ହେଲା, ସେ କୌଣସି ଦଳର ସମର୍ଥନ ନିଅନ୍ତି ନାହିଁ। ସବୁବେଳେ ସ୍ୱାଧୀନ ପ୍ରାର୍ଥୀ। ତା ପୁଣି ସେଇ ଗୋଟିଏ ନିର୍ଦ୍ଦିଷ୍ଟ ଚିହ୍ନରେ। ଆସନ୍ତୁ ଭେଟିବା ଏହି ନିଆରା ବ୍ୟକ୍ତିଙ୍କୁ।

Govt Servant
ପ୍ରଚାରରେ ମାତୁଛନ୍ତି ସରକାରୀ ବାବୁ

ର୍ବାଚନୀ କ୍ୟାମ୍ପେନ୍‌ରେ କାମ କରୁଛନ୍ତି ସରକାରୀ କର୍ମଚାରୀ। ଶିକ୍ଷକମାନଙ୍କ ସମ୍ପୃକ୍ତି ସବୁଠାରୁ ଅଧିକ। ଏମିତି କିଛି ତଥ୍ୟ ସାମନାକୁ ଆସିବା ପରେ ନିର୍ବାଚନୀ ସ୍ବଚ୍ଛତାକୁ ନେଇ ବି ପ୍ରଶ୍ନ ଉଠିଲାଣି।

Sarpanch Aspirants Take Test
ପଞ୍ଚାୟତ ନିର୍ବାଚନରେ ନୂଆ ଟ୍ରେଣ୍ଡ୍

ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କୁ ଏମିତି ତିର୍ଯ୍ୟକ ଆଉ ସିଧାସଳଖ ପ୍ରଶ୍ନ ମୁହଁରେ ନୁହେଁ, ପରୀକ୍ଷା ଖାତାରେ ପଚାରିଛନ୍ତି ଭୋଟର ।

Sarpanch Candidates Test
ପଞ୍ଚାୟତ ନିର୍ବାଚନରେ ନୂଆ ଟ୍ରେଣ୍ତ: ପରୀକ୍ଷା ଦିଅ, ପ୍ରାର୍ଥୀ ହୁଅ

ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରାର୍ଥୀଙ୍କୁ ଏମିତି ତିର୍ଯ୍ୟକ ଆଉ ସିଧାସଳଖ ପ୍ରଶ୍ନ ମୁହଁରେ ନୁହେଁ, ପରୀକ୍ଷା ଖାତାରେ ପଚାରିଛନ୍ତି ଭୋଟର ।

Panchayat Election
ପଞ୍ଚାୟତ ପ୍ରଚାରରେ ମାତୁଛନ୍ତି ସରକାରୀ ବାବୁ

ଏବେ ପ୍ରଶ୍ନ ଉଠୁଛି, ସରକାରୀ କର୍ମଚାରୀ କାହିଁକି ରାଜନୈତିକ ଦଳଗୁଡ଼ିକର ହାତବାରିସି ସାଜୁଛନ୍ତି?

Preparation For Odisha Panchayat Elections
ଭୋଟ ଗ୍ରହଣର ୩୬ ଘଣ୍ଟା ପୂର୍ବରୁ ଏରିଆ ଛାଡ଼ିବେ ବାହାର ଲୋକ

ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲାପାଳଙ୍କ ସହ ରାଜ୍ୟ ନିର୍ବାଚନ କମିଶନ ବୈଠକ କରିଛନ୍ତି। ବୈଠକରେ ଚୁଡ଼ାନ୍ତ ପ୍ରସ୍ତୁତି ନେଇ କମିଶନ ଆଲୋଚନା କରିଛନ୍ତି। ଉଭୟ ପୌର ଓ ପଞ୍ଚାୟତ ନିର୍ବାଚନ ନେଇ ବୈଠକରେ ସମୀକ୍ଷା ହୋଇଛି। 

congress
କଂଗ୍ରେସକୁ ଶକ୍ତ ଝଟକା ! ବିଜେପିରେ ସାମିଲ ହେଲେ ପ୍ରିୟଙ୍କାଙ୍କ ଆଉ ଜଣେ ପୋଷ୍ଟର ଗର୍ଲ

ପଲ୍ଲବୀ ସିଂ କଂଗ୍ରେସର ତିନି ନମ୍ବର ପୋଷ୍ଟର ଗର୍ଲ, ଯିଏ ବିଜେପିରେ ଯୋଗ ଦେଇଛନ୍ତି । ଏହାପୂର୍ବରୁ ପ୍ରିୟଙ୍କା ମୌର୍ଯ୍ୟ ଏବଂ ବନ୍ଦନା ସିଂ ବିଜେପିରେ ଯୋଗ ଦେଇଛନ୍ତି

Odisha Panchayat Polls
ପେଟ ପାଇଁ କଲି ଜୋତା ପଲିସ୍, ନ୍ୟାୟ ପାଇଁ କରିବି ପଲିଟିକ୍ସ

ବହୁବାର ପ୍ରତାରଣାର ଶିକାର ହୋଇଛନ୍ତି, ଖାସ୍ ସେଇ ରାଗରେ ନିର୍ବାଚନ ଲଢ଼ୁଛନ୍ତି କାର୍ତ୍ତିକ ରାଓ।

Written Test For Sarpanch Candidates
ସରପଞ୍ଚ ହେବାକୁ ହେଲେ ଦେବାକୁ ପଡ଼ିବ ପରୀକ୍ଷା !

ସରପଞ୍ଚ ହେବାକୁ ହେଲେ ପରୀକ୍ଷା ଦେବାକୁ ପଡ଼ିବ। ଆଉ ପରୀକ୍ଷାରେ ପାସ୍ କଲେ ଗାଁ ଲୋକେ ଭୋଟ୍ ଦେବେ।

panchayat poll
ଲଗାତର ୫ମ ଥର ପାଇଁ ଖୋର୍ଦ୍ଧାରେ ପରିଷଦ ଗଢ଼ିବ ବିଜେଡି ? ନା ଏଥର ବାଜି ପଲଟେଇବ ବିଜେପି ?

ଗଲା ଦୁଇ ଦଶନ୍ଧି ଧରି ଖୋର୍ଦ୍ଧା ଜିଲ୍ଲା ପରିଷଦରେ ଶାସକ ବିଜେଡିର ହୋଲ୍ଡ । ଗତ ପଞ୍ଚାୟତ ନିର୍ବାଚନରେ ବି ୩୦ ଜିଲ୍ଲା ପରିଷଦ ଜୋନରୁ ୨୦ଟି ଜିତି ପରିଷଦ ଅକ୍ତିଆର କରିଥିଲା ବିଜେଡି ହେଲେ ଏଥର ଟାର୍ଗେଟ୍ କ୍ଲିନ୍ ସ୍ୱିପ୍ ।

tihidi
୭ ଥର ପ୍ରତିଦ୍ୱନ୍ଦିତା କରି ଫେଲ୍‌ ମାରିଛନ୍ତି, ଏବେ ପୁଣି ନିର୍ବାଚନୀ ରଣାଙ୍ଗନରେ ଅଶ୍ୱିନୀ

ତିହିଡି ବ୍ଳକ ଗୁଆମାଳ ପଞ୍ଚାୟତ ୧୮ ନଂ ୱାର୍ଡର ଅମୃତପୁର ବାସିନ୍ଦା ଅଶ୍ୱିନୀ ସେଠୀ। । ନିର୍ବାଚନ ଲଢିବା ତାଙ୍କ ପାଇଁ ଏକ ପ୍ରକାର ନିଶା । ୬୦ ବର୍ଷର ସେ ୩୫ ବର୍ଷ ହେଲା ନିର୍ବାଚନ ମଇଦାନରେ ପାଦ ଦେଉଛନ୍ତି, କିନ୍ତୁ ସବୁଥର ହାରୁଛନ୍ତି । ୩୫ ବର୍ଷ ହେଲା ୱାର୍ଡମେମ୍ବର ପାଇଁ ଲଗାତର ପ୍ରତିଦ୍ୱନ୍ଦିତା କରୁଛନ୍ତି ।

SEC Preparations For Voting
ବ୍ଲକରେ ହେବ ପଞ୍ଚାୟତ ଭୋଟ୍ ଗଣତି

ବୁଥ୍ ନୁହେଁ ବ୍ଲକରେ ହେବ ପଞ୍ଚାୟତ ଭୋଟ୍ ଗଣତି I ଭୋଟ୍ ବାକ୍ସ ଷ୍ଟ୍ରଙ୍ଗ ରୁମ୍ ଓ କାଉଣ୍ଟିଂ ହଲରେ ଲାଗିବ ସିସିଟିଭି I ମତଦାନର ୧୦ ଦିନ ପରେ ଗଣତିକୁ ନେଇ ଗଡ଼ବଡ଼ ଆଶଙ୍କାରେ ବିରୋଧୀ I ସବୁ ସ୍ବଛତାରେ ହେବ କହିଲା ବିଜେଡି

BJD Leaders
ବଢ଼ିଲା ଓଡ଼ିଶାରେ ବିଧାନ ପରିଷଦ ସସ୍ପେନ୍ସ

କେନ୍ଦ୍ର ଆଇନମନ୍ତ୍ରୀଙ୍କ ଉତ୍ତର ପରେ ତେଜିଲା ରାଜନୀତି I ରାଜ୍ୟର ପ୍ରସ୍ତାବ ହସ୍ତଗତ ହୋଇନଥିବା କହିଥିଲେ ଆଇନ ମନ୍ତ୍ରୀ I ବାଚସ୍ପତି କହିଲେ ୩ ବର୍ଷ ତଳୁ ରିଜୋଲ୍ୟୁସନ କରି ପଠାଇଛୁ

Odisha Ministers Fake Promises
ପଞ୍ଚାୟତ ପ୍ରଚାରବେଳେ କାହିଁକି ହଟହଟା ଶାସକଦଳ ନେତା-ମନ୍ତ୍ରୀ ?

କେଉଁଠି ଅଣ୍ଡାମାଡ଼ ତ କେଉଁଠି ପ୍ରଶ୍ନବାଣରେ ହେଉଛନ୍ତି ଘାଇଲା I ଭୋଟରଙ୍କୁ ଧମକାଇବା ସହ ଆଚରଣବିଧି ଉଲ୍ଲଂଘନ ଅଭିଯୋଗ I ବିଜେଡି ଉପସଭାନେତ୍ରୀ ପ୍ରମିଳା ମଲ୍ଲିକଙ୍କୁ ସୋକଜ୍ ନୋଟିସ୍ ଜାରି I ସୋରରେ ପୂର୍ବତନ ବିଧାୟକଙ୍କୁ ବର୍ତ୍ତମାନର ବିଧାୟକଙ୍କ ଦୁର୍ବ୍ୟବହାର I ବିଜେଡି ସାଂସଦ ରମେଶ ମାଝୀଙ୍କ ବିରୋଧରେ ଜନତାଙ୍କ ରଣହୁଙ୍କା

Union Minister Bisweshwar Tudu
ମୋ ଚାକିରି କାଳ ଭିତରେ କେବେବି ସୀମା ଡେଇଁନି: ବିଶ୍ୱେଶ୍ୱର ଟୁଡୁ

ଖୋଲାକଥାର ହଟସିଟ୍‌ରେ କେନ୍ଦ୍ର ଜଳସମ୍ପଦ ଓ ଆଦିବାସୀ ଉନ୍ନୟନ ମନ୍ତ୍ରୀ। ରାଜ୍ୟର ଶାସନ ବ୍ୟବସ୍ଥାକୁ ନେଇ କଣ କହୁଛନ୍ତି, ପଢନ୍ତୁ

Panchayat Election
ଜନତାଙ୍କ ରୋଷର ଶୀକାର ଶାସକ ଦଳର ନେତା, ମନ୍ତ୍ରୀ

ପୂର୍ବ ପ୍ରତିଶ୍ରୁତି ପାଳନ କରିନଥିବାରୁ କେଉଁଠି ପ୍ରଶ୍ନବାଣରେ ଘାଇଲା ତ କେଉଁଠି ଔଦ୍ଧତ୍ୟ ଆଚରଣ ଦେଖାଇ ଭାଇରାଲ୍ ହେଉଛନ୍ତି।

Union Minister Bisweshwar Tudu
5Tର ଅର୍ଥ ହେଉଛି ୫ଜଣ ଟାଉଟର୍: କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ

ଆରଟିଆଇରେ ତଥ୍ୟ ମାଗିଲେ ମିଳିବାର ନାହିଁ, ଏହା କଣ ସ୍ୱଚ୍ଛତା?

NOTA
ଯଦି କୌଣସି ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଚାହୁଁନାହାନ୍ତି, ତେବେ ଏହି ସ୍ୱିଚ୍ ଟିପନ୍ତୁ..

EVM ଶେଷ ପ୍ୟାନେଲରେ ଉପରୋକ୍ତ ପ୍ରାର୍ଥୀଙ୍କ ମଧ୍ୟରୁ ‘କେହି ନୁହେଁ’ ଲେଖା ରହିବ । ଯଦି କୌଣସି ପ୍ରାର୍ଥୀଙ୍କୁ ଭୋଟର ଚାହୁଁନାହାନ୍ତି, ତେବେ ଏହି ନୋଟା ସ୍ୱିଚ୍ ଟିପି ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିପାରିବେ ।

Charanjit Singh Channi Asset
ଚରଣଜିତ୍ ସିଂହ ଚନ୍ନି ଜଣେ ଗରିବ ଘରର ପୁଅ: ରାହୁଲ ଗାନ୍ଧୀ

୨୦୧୭ ରେ ଚନ୍ନିଙ୍କ ପାଖରେ ୧୪.୫୧ କୋଟି ଟଙ୍କାର ସମ୍ପତ୍ତି ଥିବା ବେଳେ ଏବେ ତାହା କମି ୯.୪୫ କୋଟିରେ ପହଞ୍ଚିଛି। ତେବେ ହଠାତ୍‌ କାହିଁକି ଚନ୍ନିଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା ହେଲା?