ରାଜ୍ୟ କଂଗ୍ରେସରେ ଘଡିକେ ଘୋଡା ଛୁଟୁଛି। ଦିଲ୍ଲୀ ପହଞ୍ଚିଛି ରାଜ୍ୟ କଳି। ହାଇକମାଣ୍ଡଙ୍କ ପାଖରେ ପହଞ୍ଚି ଲବି ଆରମ୍ଭ କରିଛନ୍ତି ବିଭିନ୍ନ ଗୋଷ୍ଠୀ। ପ୍ରଭାରୀ ଚେଲା କୁମାର ଦୁଇ ଦିନ ଧରି ଦଳୀୟ କର୍ମୀ ଓ ବିଧାୟକଙ୍କ ମତାମତ ନେଇ ଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ସେଠାରେ ରୁଣ୍ଡ ହୋଇଛନ୍ତି ଦଳର ଛାମୁଆ ନେତା।
Published: Chandan Shishu
Last updated: 28 April 2022, 11:06 PM IST
#ମିଛ_କହିବାର_ସୀମା_ଥାଏ ପ୍ରଶ୍ନକାଳରେ ଭାଗ ନ ନେବା, ଗୃହ ବନ୍ଦ କରିବା ଏହା କି ପ୍ରକାର ପରମ୍ପରା ? ଏତେ ସମୟ ଧରି ଗୃହକୁ ଅଚଳ କରିବା ଅଧିକାର ଦେଲା କିଏ ? ମନ୍ତ୍ରୀ ଗୃହରେ ଉତ୍ତର ରଖିବା ବେଳେ ମାଇକ ଭାଙ୍ଗିବା କିପ୍ରକାର ଆଚରଣ?