• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

Newly elected Samiti member spent night at police station
ନିର୍ବାଚନ ଜିତିଲେ, ହେଲେ ଶେଷରେ ଥାନାରେ ରାତି କାଟିବାକୁ ପଡ଼ିଲା...

ଥାନାରେ ରାତି କାଟିଲେ ନବ ନିର୍ବାଚିତ ସମିତି ସଭ୍ୟ। ବୁତିଙ୍ଗ ପଞ୍ଚାୟତର ନବ ନିର୍ବାଚିତ ସମିତି ସଭ୍ୟ ଆପାରାଓ ପାତିକା ଥାନାରେ ରାତି କାଟିଥିବା ସୂଚନା ମିଳିଛି।

Odisha Panchayat Polls
ଆଜି ବ୍ଲକ୍‌ ଚେୟାରମ୍ୟାନ୍‌ ଅଧ୍ୟକ୍ଷ ନିର୍ବାଚନ, ୨୩ରେ ଉପାଧ୍ୟକ୍ଷ ନିର୍ବାଚନ

ଆଜି ରାଜ୍ୟରେ ବ୍ଲକ୍‌ ଚେୟାରମ୍ୟାନ୍‌ ଅଧ୍ୟକ୍ଷ ନିର୍ବାଚନ। ନୂତନ ଭାବେ ନିର୍ବାଚିତ ହୋଇଥିବା ସମିତି ସଦସ୍ୟମାନେ ନିଜ ବ୍ଲକ୍‌ ଚେୟାରମ୍ୟାନ୍‌ଙ୍କୁ ବାଛିବେ।

Group Clash
କେଉଁଠି ହାତାହାତି ତ କେଉଁଠି ଅପହରଣ; ଥମୁନି ନିର୍ବାଚନ ପରବର୍ତ୍ତୀ ହିଂସା

ନାଏବ ସରପଞ୍ଚ ନିର୍ବାଚନ ବେଳେ ତୁମୁଳକାଣ୍ଡ । ମୁହାଁମୁହିଁ ପୋଲିସ-ଜନତା କଥା କଟାକଟିରୁ ହାତାହାତି କେନ୍ଦୁଝର ସାହାରପଡା ବ୍ଳକ୍ ରାଇଡିହା ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ବାଚନ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇଥିଲେ । ସେମାନଙ୍କ ଆକ୍ରୋଶରୁ ମଧ୍ୟ ବାଦ୍ ପଡିନଥିଲା ପୋଲିସ ।

Group Clash
ନାଏବ ସରପଞ୍ଚ ନିର୍ବାଚନ ବେଳେ ତୁମୁଳ କାଣ୍ଡ

ନାଏବ ସରପଞ୍ଚ ନିର୍ବାଚନ ବେଳେ ତୁମୁଳକାଣ୍ଡ । ମୁହାଁମୁହିଁ ପୋଲିସ-ଜନତା କଥା କଟାକଟିରୁ ହାତାହାତି କେନ୍ଦୁଝର ସାହାରପଡା ବ୍ଳକ୍ ରାଇଡିହା ପଞ୍ଚାୟତ କାର୍ଯ୍ୟାଳୟରେ ନିର୍ବାଚନ ଚାଲିଥିବା ବେଳେ ଦୁଇ ଗୋଷ୍ଠୀ ମୁହାମୁହିଁ ହୋଇଥିଲେ । ସେମାନଙ୍କ ଆକ୍ରୋଶରୁ ମଧ୍ୟ ବାଦ୍ ପଡିନଥିଲା ପୋଲିସ ।

Yogi Adityanath To Retain UP
ୟୁପିରେ ଯୋଗୀଙ୍କ କେଉଁ ମ୍ୟାଜିକ୍ କାମ କଲା, ଜାଣନ୍ତୁ..

ୟୁପିରେ ଖାଲି ଯୋଗୀ ରାଜ ଫେରିନି ବରଂ ଦୀର୍ଘ ୩୭ବର୍ଷ ପରେ କୌଣସି ଦଳକୁ କ୍ରମାଗତ ଦ୍ୱିତୀୟ ଥର ପାଇଁ ରାଜ୍ୟରେ କ୍ଷମତାସୀନ କରାଇବାର ଗୌରବ ବି ଦେଇଛନ୍ତି ଯୋଗୀ । ତାସହ ଜଣେ ୟୁପିର ପ୍ରଥମ ମୁଖ୍ୟମନ୍ତ୍ରୀ ଭାବେ ପୂର୍ଣ୍ଣ ୫ବର୍ଷ କ୍ଷମତାରେ ରହିବା ସହ ପୁଣି ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିବାକୁ ଯାଉଛନ୍ତି ।

Yogi Adityanath To Retain UP
ୟୁପିରେ କେମିତି ଫୁଟିଲା ପଦ୍ମ?

ଗୋରଖପୁର ମଠ ମହନ୍ତରୁ ବୁଲଡୋଜର ବାବା । ବିଜେପିର ଆଉ ଜଣେ ବଡ଼ ଚେହେରା, ଯାହାଙ୍କ ପାଇଁ ଉତ୍ତର ପ୍ରଦେଶରେ ପ୍ରଚଣ୍ଡ ବହୁମତ ହାସଲ ସହ ପୁଣିଥରେ କ୍ଷମତାକୁ ଫେରି ନୂଆ ଇତିହାସ ସୃଷ୍ଟି କରିଛି ବିଜେପି ।

modi Impact
ଜବରଦସ୍ତ ଚାଲିଲା ମୋଦୀ ଯାଦୁ, ଚିତ୍‌ପଟାଙ୍ଗ ମାରି ପଡ଼ିଲେ ବିରୋଧୀ

ପଶ୍ଚିମବଙ୍ଗ ଝଟକା ପରେ ପୁଣି ଲେଉଟିଲା ମୋଦି ମ୍ୟାଜିକ୍ । ଖାଲି ଲେଉଟିଲାନି, ରାଜନୀତିର କ୍ରିକେଟ୍ ଫିଲ୍ଡରେ ଯାଦୁ ଚାଲିଲା ଆହୁରି ଜବରଦସ୍ତ ।

Amar pattnaik
୪ ରାଜ୍ୟରେ ବିଜେପିର ସଫଳତାକୁ ନେଇ ବିଜେଡି କହିଲା ଓଡ଼ିଶାରେ ପ୍ରଭାବ ପଡ଼ିବ ନାହିଁ

ମହିଳା ମାନଙ୍କ କଲ୍ୟାଣ କାର୍ଯ୍ୟକ୍ରମ ଓ ନାରୀ ଶକ୍ତିକୁ ଯେଉଁଭଳି ଭାବେ ପ୍ରାଧାନ୍ୟ ଦିଆଯାଉଛି ଏହି ଫଳାଫଳ ତାହାର ପ୍ରତିଫଳନ ବୋଲି କହିଛନ୍ତି ସମୀର ମହାନ୍ତି ।

Arvind Kejriwal
ରାଜଧାନୀରେ ନୁହେଁ ଗାଁରେ ଶପଥ ଗ୍ରହଣ କରିବେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ

କେଜରିଓ୍ୱାଲଙ୍କ ସହିତ ଆଲୋଚନା ପରେ କେବେ ଶପଥ ନିଆଯିବ, ତାହା ଜଣାପଡ଼ିବ । ଆଜି ସଂଧ୍ୟା ସୁଦ୍ଧା ତାହା ସ୍ପଷ୍ଟ ହେବ ବୋଲି କହିଛନ୍ତି ମାନ୍ । କାଲି ସରକାର ଗଠନ ନେଇ ସେ ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିବେ ।

akhilesh-yadav
ପରାଜୟ ପରେ ଅଖିଳେଶଙ୍କ ବଡ଼ ବୟାନ ! କହିଲେ ବିଜେପି ଖସୁଛି, ସପା ବଢ଼ୁଛି

ବିଜେପିର ସିଟ୍ ତଳକୁ ଖସାଇ ହେବ, ତାହା ଆମେ କରି ଦେଖାଇଛୁ । ଆଗକୁ ଏହା ଆହୁରି ଜାରି ରହିବ । ଗତ ଥର ଅପେକ୍ଷା ଆସନ ସଂଖ୍ୟା ବୃଦ୍ଧି ପାଇବା ଓ ଭୋଟ୍ ହାର ବୃଦ୍ଧି ପାଇଥିବାରୁ ରାଜ୍ୟବାସୀଙ୍କୁ କୃତଜ୍ଞତା ଜଣାଉଛି ବୋଲି କହିଲେ ଅଖିଳେଶ । 

Basudevpur Water Scarcity
ମୁଣ୍ଡ ଉପରେ ପୌରନିର୍ବାଚନ, ଭଦ୍ରକ-ବାଲେଶ୍ୱରରେ ପାନୀୟ ଜଳ ସମସ୍ୟା ସରକାରୀ ଦଳକୁ ପଡ଼ିବ ଭାରି !

ସରକାରୀ ଅଧିକାରୀଙ୍କ ଠାରୁ ଆରମ୍ଭ କରି ରାଜନେତାଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ୱାର୍ଡବାସୀ । ତଥାପି ଦୂର ହୋଇପାରିନି ପାନୀୟ ଜଳ ସମସ୍ୟା ।

BJP MP Aparajita Sarangi
କଂଗ୍ରେସକୁ ଅପରାଜିତାଙ୍କ କଟାକ୍ଷଭରା ଟ୍ୱିଟ୍‌, ପରୋକ୍ଷରେ କହିଲେ ‘ସବ୍‌କା ଟାଇମ୍‌ ଆତା ହେ’

୫ ରାଜ୍ୟ ବିଧାନସଭା ନିର୍ବାଚନରେ ବିଜେପିର ବିପୁଳ ବିଜୟକୁ ନେଇ ସାଂସଦ ଅପରାଜିତା ଷଡଙ୍ଗୀଙ୍କ କଟାକ୍ଷ ଭରା ଟ୍ୱିଟ୍‌ । ନିର୍ବାଚନର ଫଳାଫଳ ପ୍ରସଙ୍ଗକୁ ନେଇ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଏକ ଉକ୍ତିକୁ ମନେ ପକାଇ ଟ୍ୱିଟ୍ କରିଛନ୍ତି ।

PM Modi
ବିଜୟ ଚୌକା ସହ ମାର୍ଚ୍ଚ ୧୦ରୁ ହୋଲି ପାଳନ ଆରମ୍ଭ ହୋଇଛି: ମୋଦି

ପ୍ରଥମ ଥର ପାଇଁ ୟୁପିରେ ଜଣେ ୫ ବର୍ଷ ପୂରଣ କରିଥିବା ମୁଖ୍ୟମନ୍ତ୍ରୀଙ୍କୁ ଜନାଦେଶ ହୋଇଛି। ଉତ୍ତରାଖଣ୍ଡରେ ପ୍ରଥମ ଥର ପାଇଁ କୌଣସି ଏକ ଦଳକୁ ପୁଣି ସମର୍ଥନ ମିଳିଛି। ଆମର ବିଜୟରେ ମା ଓ ଭଉଣୀଙ୍କ ଅବଦାନ ବହୁତ ବେଶି ରହିଛି।

Labh Singh
ସବୁଠୁ ବଡ଼ ଚର୍ଚ୍ଚା, ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଚିତ୍‌ପଟାଙ୍ଗ କରିଦେଲେ ମୋବାଇଲ ମେକାନିକ୍‌ ଲାଭ ସିଂହ

ଏକ୍‌ଜିଟ୍‌ ପୋଲ ରିପୋର୍ଟ କହିଥିଲା ୪ ରାଜ୍ୟରେ ବିଜେପି କରିବ ଶାସନ । ଆଉ ପଞ୍ଜାବରେ ଆପ୍‌ ଗଢ଼ିବ ସରକାର । ନିର୍ବାଚନ ଫଳାଫଳ ତାହା ହିଁ ହେଲା ।

Manipur Election Results
ମଣିପୁରରେ ସରକାର ଗଢିବ ବିଜେପି: ୬୦ରୁ ୩୨ ଆସନ ଜିତିଲା

ମୁଖ୍ୟମନ୍ତ୍ରୀ ଏନ୍. ବିରେନ ସିଂ, ହେଙ୍ଗାଙ୍ଗ ନିର୍ବାଚନ ମଣ୍ଡଳୀରୁ ୧୮ ହଜାରରୁ ଅଧିକ ଭୋଟ୍‌ରେ ବିଜୟୀ ହୋଇଛନ୍ତି । ସେପଟେ ୨୨ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ମଣିପୁରରେ ଖାତା ଖୋଲିପାରିଛି ନୀତିଶ କୁମାରଙ୍କ ଜେଡିୟୁ ।

Goa BJP
ଗେରୁଆ ହେଲା ଗୋଆ, ସରକାର ଗଢ଼ିବ ବିଜେପି !

ଗୋଆରେ ପୁଣି ସରକାର ଗଢିବାକୁ ପ୍ରସ୍ତୁତ ହେଲାଣି ବିଜେପି । ୪୦ ବିଧାନସଭା ଆସନରୁ ଏକାକୀ ବିଜେପିକୁ ମିଳିଛି ୨୦ଟି ସିଟ୍ । ତେବେ ମ୍ୟାଜିକ୍ ନମ୍ବରରୁ ଗୋଟିଏ ସିଟ୍ ପଛରେ ରହିଛି ଦଳ ।

Uttarakhand
ଦେବଭୂମିରେ ରେକର୍ଡ ବିଜୟ : ସରକାର ଗଢିବ ବିଜେପି

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଯେ, ରାଜ୍ୟରେ ବିଜେପି ଦ୍ୱିତୀୟ ଥର ପାଇଁ ସରକାର ଗଢିବାକୁ ଯାଉଥିବା ବେଳେ ହାରିଯାଇଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ଖାତିମା ଆସନରୁ କଂଗ୍ରେସର ଭୁବନ ଚନ୍ଦ୍ର କାପ୍ରିଙ୍କ ଠାରୁ ସେ ପରାସ୍ତ ହୋଇଛନ୍ତି ।

  • Thursday, 10 March 2022
Aam Admi Party
ପଞ୍ଜାବରେ ଆପ୍‌ର ଭାଙ୍ଗଡ଼ା, ବିଜୟର ବଲ୍ଲେ ବଲ୍ଲେ ! ଝାଡ଼ୁର ଝଡ଼ରେ ଧ୍ୱସ୍ତବିଧ୍ୱସ୍ତ ବିରୋଧୀଙ୍କ ଗଡ଼

୧୧୭ ଆସନ ବିଶିଷ୍ଟ ପଞ୍ଜାବରେ ଆମ୍ ଆଦ୍‌ମୀ ପାର୍ଟି ଏକାକି ୯୨ ଆସନ ଜିତିଥିବା ବେଳେ କଂଗ୍ରେସ ଚରମ ବିପର୍ଯ୍ୟୟ ସହ ମାତ୍ର ୧୮ଟି ସିଟ୍ ଜିତିପାରିଛି । ସେହିଭଳି ବିଜେପିକୁ ୨ଟି ଓ ଶିରୋମଣି ଅକାଳୀ ଦଳ ସପକ୍ଷରେ ଯାଇଛି ୩ଟି ସିଟ୍ ମିଳିଛି ।

Narendra Modi- Yogi Adityanath
ୟୁପିରେ ପୁଣି ବୁଲଡୋଜର ବାବାଙ୍କ ରାଜ, ୩୭ ବର୍ଷ ପରେ ଇତିହାସର ପୁନରାବୃତ୍ତି

ପ୍ରିୟଙ୍କା ଗାନ୍ଧିଙ୍କ ଜୋରଦାର ଉଦ୍ୟମ ସତ୍ତ୍ୱେ କଂଗ୍ରେସ ରାଜ୍ୟ ରାଜନୈତିକ ଦୃଶ୍ୟପଟ୍ଟରୁ ଏକପ୍ରକାର ନିଶ୍ଚିହ୍ନ ହୋଇଯାଇଛି । ପ୍ରଥମ ଥର ପାଇଁ ବିଧାନସଭା ନିର୍ବାଚନ ଲଢୁଥିବା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଗୋରଖପୁର ଆସନରୁ ୮୦ ହଜାରରୁ ଅଧିକ ଭୋଟ୍‌ରେ ଜିତିଛନ୍ତି ।

Arvind Kejriwal
ଏହି ୧୦ଟି କାରଣ ପାଇଁ ପଞ୍ଜାବରେ ଜିତିଲା ଆପ୍

ସମସ୍ତଙ୍କ ମନରେ ପ୍ରଶ୍ନ, ପଞ୍ଜାବରେ କେଉଁ କାରଣରୁ କଂଗ୍ରେସ ହାରିଲା ଆଉ ଆପ୍ ଜିତିଲା ? ବିଶେଷଜ୍ଞଙ୍କ ମତରେ ୧୦ଟି କାରଣ ହିଁ ମୁଖ୍ୟତଃ ପଞ୍ଜାବରେ ରାଜନୈତିକ ପଟ୍ଟ ପରିବର୍ତ୍ତନ ପାଇଁ ଦାୟୀ ।

Aparajita Sarangi
ଖୁବ୍‌ଶୀଘ୍ର ଓଡ଼ିଶାରେ କମ୍‌ବ୍ୟାକ୍‌ କରିବ ବିଜେପି: ଅପରାଜିତା

ପ୍ରଧାନମନ୍ତ୍ରୀ ମୋଦିଙ୍କ ଗୁଡ୍‌ ଗଭର୍ଣ୍ଣାନାନ୍ସ ଯୋଗୁଁ ଆଜି ୪ ରାଜ୍ୟରେ ବିଜେପିର ବିଜୟ ହୋଇଛି । ଏହି ଚାରି ରାଜ୍ୟରେ ପୂର୍ବରୂ ମଧ୍ୟ ବିଜେପି ସରକାର ଥିଲା ।

UP Punjab Goa Uttarakhand Manipur Election Results 2022
UP Punjab Goa Uttarakhand Manipur Assembly Election Results 2022: Live Updates

ଆଜି 5ଟି ରାଜ୍ୟ ( ଉତ୍ତରପ୍ରଦେଶ, ପଞ୍ଜାବ, ମଣିପୁର, ଗୋଆ ଓ ଉତ୍ତରାଖଣ୍ଡ)ର

  • Thursday, 10 March 2022
BJD-BJD
ବିଜେଡି ପାଇଁ ଟେନସନ୍ ବିଦ୍ରୋହୀ ପ୍ରାର୍ଥୀ

ଜାରି ରହିଛି ପୌର ନିର୍ବାଚନ ପ୍ରାର୍ଥିପତ୍ର ଯାଞ୍ଚ । ୧୪ ତାରିଖ ସୁଦ୍ଧା ପ୍ରତ୍ୟାହାର କରି ହେବ ନାମାଙ୍କନ ପତ୍ର । ହେଲେ ବିଜେଡି ପାଇଁ ଟେନସନ୍ ପାଲଟିଛନ୍ତି ବିଦ୍ରୋହୀ ପ୍ରାର୍ଥୀ । କେବଳ ୩ ମହାନଗର ନୁହେଁ ପୌର ପରିଷଦ ଓ ଏନଏସିଗୁଡିକରେ ବି ଦଳକୁ ଅଡୁଆ ହୋଇଛନ୍ତି ଅସନ୍ତୁଷ୍ଟ ସ୍ୱାଧୀନ ପ୍ରାର୍ଥୀ ।  

Exit Poll
ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁର କେଉଁଠି କିଏ ଗଢ଼ିବ ସରକାର ?

ୟୁପି, ପଞ୍ଜାବ, ଉତ୍ତରାଖଣ୍ଡ, ଗୋଆ, ମଣିପୁର କେଉଁଠି କିଏ ଗଢ଼ିବ ସରକାର ? ଏନେଇ ରାଜ୍ୟ ଗୁଡ଼ିକରେ ଆରମ୍ଭ ହୋଇଛି ପ୍ରସ୍ତୁତି । ସେପଟେ ନୂଆଦିଲ୍ଲୀ ବିଜେପି ମୁଖ୍ୟାଳୟର ବି ଉତ୍ସବର ମାହୋଲ ।

Symbol Conflict
ଜିତିଥିବା ପ୍ରାର୍ଥୀଙ୍କ ଚିହ୍ନକୁ ନେଇ ଦ୍ଵନ୍ଦ୍ୱ

ଶ୍ରୀ ଦାସଙ୍କ ନାମର ବର୍ଣ୍ଣମାଳା ଅନୁଯାୟୀ ନିକିତି ଚିହ୍ନ ପାଇ ପ୍ରଚାର ମୈଦାନରେ ଅବତୀର୍ଣ୍ଣ ହୋଇଥିଲେ।