/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651058456.jpg)
Sura Routray Slams Centre Over 'Paika Bidroha' Snub
ଭୁବନେଶ୍ୱର କଂଗ୍ରେସ ଭବନ ସମ୍ମୁଖରେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ଖଣ୍ଡା ବୁଲାଇ ଥିବା ଦେଖିବାକୁ ମିଳିଛି। ଓଡିଶା ବୀର ମହାସଂଘ ପକ୍ଷରୁ ଆୟୋଜିତ ବିଶାଳ ସମାବେଶରେ ଯୋଗ ଦେବା ପୂର୍ବରୁ ସୁରେଶ ରାଉତରାୟ ସମରକଳା ପ୍ରଦର୍ଶନ କରିଥିଲେ। ଏହି ଅବସରରେ ସେ ଖଣ୍ଡା ବୁଲାଇ ଥିବା ନଜର ଆସିଥିଲେ।
Advertisment
୧୮୧୭ ମସିହାରେ ପାଇକ ବିଦ୍ରୋହ ବେଳେ ପିତୃପୁରୁଷ ମାନେ ଯେଉଁ ଲଢେଇ କରିଥିଲେ ତାହାକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ସୁର ରାଉତରାୟ ଦାବି କରିଛନ୍ତି। ପାଇକ ସମାବେଶରେ ୧୦ ହଜାରରୁ ଅଧିକ ପାଇକ ଯୋଗ ଦେଇଛନ୍ତି। ଯଦି ଆଜି କିଛି ପଦକ୍ଷେପ ନିଆନଗଲା ତେବେ ଆଗାମୀ ଦିନରେ ଲକ୍ଷାଧିକ ପାଇକଙ୍କୁ ନେଇ ଦିଲ୍ଲୀ ଘେରାଉ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)