ବିଜେଡି ସମେତ ସମର୍ଥନ କରୁଥିବା ଅନ୍ୟ ଦଳକୁ ବି ଅପିଲ
ସମର୍ଥନ ଯୋଗାଡ଼ରେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଜନ୍ମ ମାଟି ଓ଼ଡିଶାରେ ବିଜେପି ଓ ବିଜେଡିର ଭବ୍ୟ ସ୍ୱାଗତ ।
ଆତତାୟୀ ଗୁଳିମାଡ଼ରେ ସିଞ୍ଜୋ ଆବେଙ୍କ ପରଲୋକ । ଆବେଙ୍କ ନିଧନରେ ମର୍ମାହତ-ନରେନ୍ଦ୍ର ମୋଦି ।
ଦ୍ରୌପଦୀଙ୍କ ଭୁବନେଶ୍ୱର ଗସ୍ତ ଅବସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ସମ୍ବୋଧିତ ବେଳେ ମୁଖ୍ୟମନ୍ତ୍ରୀ ନବୀନ ଏବଂ ବିଜେଡି ବିଧାୟକ-ସାଂସଦଙ୍କ ଠାରୁ ଔପଚାରିକତା ଦୃଷ୍ଟିରୁ ସମର୍ଥନ ଲୋଡ଼ିଛନ୍ତି ।
ଓଡ଼ିଶା ଆସିଛନ୍ତି NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀଙ୍କ ସ୍ୱାଗତ ପାଇଁ ଭବ୍ୟ ଆୟୋଜନା କରାଯାଇଥିଲା । ଦେଖନ୍ତୁ କିଛି ଝଲକ...
ରାଷ୍ଟ୍ରପତି ପ୍ରାର୍ଥୀ ହେବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଆସି ରାଜ୍ୟ ନେତାଙ୍କୁ ଭୋଟ ମାଗିଛନ୍ତି ଦ୍ରୌପଦୀ । ପ୍ରଥମେ ବିମାନ ବନ୍ଦରରେ ଓହ୍ଲାଇବା ପରେ ତାଙ୍କୁ ଉଭୟ ବିଜେଡି ଓ ବିଜେପି ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଥିଲା ।
ଦ୍ରୌପଦୀ ମୁର୍ମୁଙ୍କୁ ସ୍ୱାଗତ ଜଣାଇଲେ ମୁଖ୍ୟମନ୍ତ୍ରୀ ..
ସରକାରୀ କାର୍ଯ୍ୟକ୍ରମରେ ଶଙ୍ଖ ଚିହ୍ନ ଓ ନବୀନ ପଟ୍ଟନାୟକ ଜିନ୍ଦାବାଦ୍ ନାରା
ବିଜେପି ଟାର୍ଗେଟରେ ୬ ରାଜ୍ୟ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା, କେରଳ ଓ ତାମିଲନାଡୁ । ଆଉ ସେଥିମଧ୍ୟରୁ ସ୍ୱତନ୍ତ୍ର ଫୋକସରେ ରହିଛି ଓଡ଼ିଶା । ବିଜେପିର ଲକ୍ଷ୍ୟ ହେଉଛି ରାଜ୍ୟରେ ସରକାର ଗଠନ କରିବା । ଏନେଇ ଦଳ ପ୍ରସ୍ତୁତ କରୁଛି ମାଷ୍ଟରପ୍ଲାନ୍ ।
ଦ୍ୱାଦଶ ଶତାବ୍ଦୀରେ ଜଗନ୍ନାଥ ମନ୍ଦିର ନିର୍ମାଣ ହେବାଠୁ ରହିଛି ମହାପ୍ରଭୁଙ୍କ ରତ୍ନଭଣ୍ଡାର।
‘କାଳୀ’ ଫିଲ୍ମର ବିବାଦୀୟ ପୋଷ୍ଟରକୁ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ।
ମୁଁ ସ୍ୱାଧୀନ ବିଧାୟକ ଅଛି ବୋଲି କହିଛନ୍ତି ଗୋପାଳପୁର ବିଧାୟକ।
ଆସନ୍ତାକାଲି ଓଡ଼ିଶା ଆସିବେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ...
ରାଜ୍ୟ ସରକାରଙ୍କ ବନ ମହୋତ୍ସବ କାର୍ଯ୍ୟକ୍ରମରେ ନିମନ୍ତ୍ରଣ କରାଯାଇନଥିବା ନେଇ ବର୍ଷିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ।
ସରକାରୀ କାର୍ଯ୍ୟକ୍ରମକୁ ଡକାଯାଇନଥିବା ନେଇ ଟ୍ୱିଟ୍ କରି କ୍ଷୋଭ ପ୍ରକାଶ କଲେ ଅପରାଜିତା । ଭୁବନେଶ୍ୱରରେ ଆୟୋଜିତ ହେଉଛି ୭୩ ତମ ବନ ମହୋତ୍ସବ ।
ବିଧାନସଭା ଛାଡି ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀଙ୍କ ସମର୍ଥନ ଯୋଗାଡ଼ କରିବା ପାଇଁ ଲାଗି ପଡିଛନ୍ତି ବିଜେଡି ନେତା ଓ ମନ୍ତ୍ରୀମାନେ । ଦ୍ରୌପଦୀଙ୍କୁ ଓଡିଶାରୁ ସବୁ ଭୋଟ ଯେମିତି ମିଳିବ ସେଥିପାଇଁ ବିଜେଡିର ପ୍ରୟାସ ଚାଲିଛି ।
ବିରୋଧୀ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଯଶୱନ୍ତ ସିହ୍ନାଙ୍କୁ ନେଇ ଏବେ ପୂରା ଦେଶରେ ଚର୍ଚ୍ଚା ଚାଲିଛି। ଏନଡ଼ିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସେ ଯେଉଁ ପ୍ରତିଶ୍ରୁତି ମାଗିଛନ୍ତି ତାହାକୁ ନେଇ ରାଜନୈତିକ ମହଲରେ ବେଶ୍ ଆଲୋଚନା ବି ହେଉଛି।
ଏନ୍ଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ପାଇଁ ବିଜେପି ଅପେକ୍ଷା ବିଜେଡି କାହିଁକି କରୁଛି ଅଧିକ ପ୍ରଚାର। ଶ୍ରେୟ ନେବା ପାଇଁ ବିଜେଡି ବିଜେପି ମଧ୍ୟରେ ଆରମ୍ଭ ହୋଇଛି କି ରେସ୍?
ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏଇ ମାସ ୨୪ ତାରିଖରେ ସରୁଛି ତାଙ୍କ କାର୍ଯ୍ୟକାଳ । ଏହାପରେ ରାମନାଥ କୋବିନ୍ଦଙ୍କ ନୂଆ ଠିକଣା ୧୨ ଜନପଥ ହେବ ।
ସୌମ୍ୟ କହିଲେ ଭୁଲ୍ ତଥ୍ୟ ଦେଇ ଆମକୁ ସଜାଉଛନ୍ତି ମିଛୁଆ । ଆନନ୍ଦପୁରର ସ୍ୱାସ୍ଥ୍ୟ ଭିତ୍ତିଭୂମି ଗୁମର ଖୋଲିଲେ ଭାଗିରଥୀ
ଓଡ଼ିଶା ପରେ ଆନ୍ଧ୍ର ପ୍ରଦେଶ ଏବଂ ଅନ୍ୟାନ୍ୟ ରାଜ୍ୟ ଯିବାର କାର୍ଯ୍ୟକ୍ରମ ରହିଛି ବୋଲି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ।
ରାଜ୍ୟ ସରକାର ସନ୍ଦେହ ଘେରକୁ ଆସିବା ସହ ଦୁର୍ନୀତିର ଗନ୍ଧ ବାରି ହେଉଛି ବୋଲି କହିଛନ୍ତି ନରସିଂହ ମିଶ୍ର ।
ଜାତୀୟ ହାର ତୁଳନାରେ ଓଡ଼ିଶାରେ ମଦ୍ୟପାନ ହାର ବୃଦ୍ଧି ପାଇଛି। ତେବେ ସବୁଠୁ ଉଦ୍ବେଗଜନକ ବିଷୟ ହେଉଛି, ମହିଳାମାନଙ୍କ ମଦ୍ୟପାନ ହାର ବୃଦ୍ଧି ପାଇଛି।
ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ କହିବା ଯାହା ନିଜ ଗାଲକୁ ଚାପୁଡ଼ା ମାରିବା ତାହା। ବିଧାନସଭାରେ ଆନନ୍ଦପୁରର ବିଜେଡି ବିଧାୟକ ଭାଗିରଥି ସେଠୀ ଏଭଳି କିଛି ମନ୍ତବ୍ୟ ଦେଇଛନ୍ତି।
ମହାରାଷ୍ଟ୍ର ରାଜନୀତିକୁ ନେଇ ଥମୁନି ଚର୍ଚ୍ଚା। ଶରଦ ପାୱାରଙ୍କ ବଡ଼ ଟିପ୍ପଣୀ....କହିଲେ, ମାତ୍ର ୬ ମାସରେ ଭାଙ୍ଗିଯିବ ସିନ୍ଦେ ସରକାର। ପୁଣି ଥରେ ହେବ ବିଧାନସଭା ନିର୍ବାଚନ....ନିର୍ବାଚନମଣ୍ଡଳୀରେ ରହି କାମ କରିବାକୁ ଦଳୀୟ ବିଧାୟକଙ୍କୁ ଦେଲେ ପରାମର୍ଶ...ରାଜନୈତିକ ମହଲରେ ସୃଷ୍ଟି ହେଲା ଝଡ...ଦେଖନ୍ତୁ ଏଇ ଭିଡ଼ିଓ