BJP
ରାଜ୍ୟରେ ବିଜେପିର ସ୍ଥିତି କଣ? ବୁଥ୍ସ୍ତରରେ କେମିତି ରହିଛି ସଙ୍ଗଠନ ? କେଉଁ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାର ବିରୋଧରେ ଲଢେଇ ହେଉଛି ? ସରକାର ବିରୋଧୀ ହାୱା ବନାଇବାରେ ଦଳ କେତେ ସଫଳ ହେଉଛି ? କ୍ଷେତ୍ରୀୟ ପ୍ରଭାରୀ ହେବା ପରେ ପ୍ରଥମ ଥର ଲାଗି ଓଡ଼ିଶା ଗସ୍ତରେ ଆସିଥିବା ସୁନୀଲ ବଂଶଲ ଏସବୁ ପ୍ରସଙ୍ଗ ଉପରେ ଫୋକସ୍ କରିଛନ୍ତି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)