• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Life Time Achievment Award

The plight of job seeker in odisha
କ’ଣ ହେବ ନିଯୁକ୍ତିକୁ ନେଇ ନିର୍ଯାତନାର ଶିକାର ହେଉଥିବା ପିଲାଙ୍କ ଭବିଷ୍ୟତ

ସମାବେଶର ସୋ’ବାଜୀରେ ଦୀର୍ଘ ୫ ବର୍ଷ ହେଲା ପଥର ତଳେ ପିଲାଙ୍କ ଭବିଷ୍ୟତ। ବାରମ୍ବାର ନିଯୁକ୍ତିକୁ ନେଇ ନିର୍ଯାତନାର ଶୀକାର ହେଉଥିବା ରାଜ୍ୟର ହଜାର ହଜାର ପିଲା ଏବେ ଅନିଶ୍ଚିତତାରେ। ୨୩ ଲକ୍ଷ ଚାକିରି ଆଶାୟୀ ଏବେ ବି ଓଡିଶା ସରକାରଙ୍କ କୃପା ଦୃଷ୍ଟିକୁ ଚାହିଁ ବସିଛନ୍ତି। ସଫଳ ହେବ କି ସେମାନଙ୍କ ଆଶା…

ଟ୍ରାଫିକ୍ ଜାମ୍‌ରେ ଫଶିଯାଇଛି ଆମ୍ବୁଲାନ୍ସ
ସେପଟେ ବିଜେଡିର ଗ୍ରାଣ୍ଡ ସେଲିବ୍ରେସନ୍, ଏପଟେ ଟ୍ରାଫିକ୍ ଜାମ୍‌ରେ ଲୋକେ ନାକେଦମ୍

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ୍ ଟାଇମ୍ ଆଚିଭମେଣ୍ଟ ଆୱାର୍ଡ ମିଳିବା ପରେ ସାରା ଭୁବନେଶ୍ୱରରେ ଆଜି ସେଲିବ୍ରେସନର ମାହୋଲ୍। ତେବେ ଗୋଟିଏ ପଟେ ବିଜେଡି କର୍ମୀ ସେଲିବ୍ରେସନରେ ମଜ୍ଜି ଥିବା ବେଳେ ସାଧାରଣ ଲୋକେ ଟ୍ରାଫିକ୍ ଜାମ୍‌ରେ ଫଶି ବର୍ଷାରେ ଭିଜି ଚାଲି ଚାଲି ଯାଉଥିବା ଲକ୍ଷ୍ୟ କରାଯାଇଛି। ଏମିତିକି ଆମ୍ବୁଲାନ୍ସ ମଧ୍ୟ ଏଥିରେ ଫଶି ଯାଇଥିଲା।