Traffic Jam
ରାଜଭବନ ଛକରୁ ଏଜି ଛକ, ବିଧାନସଭା ସମ୍ମୁଖ ରାସ୍ତା, କ୍ୟାପିଟାଲ ହସ୍ପିଟାଲରୁ ଏୟାରପୋର୍ଟ ରାସ୍ତା, ଶିଶୁଭବନ ଛକରୁ କ୍ୟାପିଟାଲ ହସ୍ପିଟାଲ ଛକ । ରାଜଧାନୀର କେବଳ ଏଇ ୪ ପ୍ରମୁଖ ସ୍ଥାନ ନୁହେଁ ବରଂ ଯୁଆଡ଼କୁ ଦେଖିବ ସେଠି ଥିଲା ଅସମ୍ଭାଳ ସ୍ଥିତି । ଭିଡ଼ ଭିତରେ ଫସି ରହିଥିଲା ଗଣ୍ଡା ଗଣ୍ଡା ଆମ୍ବୁଲାନ୍ସ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)