Naveen Patnaik
୨୦୧୮ରେ ନବୀନଙ୍କୁ ଆଦର୍ଶ ମୁଖ୍ୟମନ୍ତ୍ରୀ ସମ୍ମାନ । ୨୦୨୨ରେ ଜୀବନବ୍ୟାପି ସାଧନା ସମ୍ମାନ । ୨୦୧୮ରେ ଏୟାରପୋର୍ଟରୁ ନବୀନ ନୀବାସ ଯାଏଁ ପାଛୋଟି ନେବାକୁ ଯେମିତି ଭବ୍ୟ ଆୟୋଜନ ହୋଇଥିଲା, ଆଜି ବି ଠିକ୍ ସେମିତି । ୧୯ ନିର୍ବାଚନ ବେଳେ ଯେମିତି ସ୍ପେଶାଲ ବସ୍ରେ ନବୀନ ବୁଲି ବୁଲି ପ୍ରଚାର କରୁଥିଲେ, ଆଜି ବି ସେଭଳି ଏକ ବସ୍ରେ ଚଢ଼ି କରିଛନ୍ତି ରୋଡ୍ ସୋ’ । ଏପରିକି ୧୯ରେ ଡାଇଲଗ୍ ଯାହା ଥିଲା, ଆଜି ବି ସମାନ । ଆପଣ ମାନେ ଖୁସି ତ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)