• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: 2024 Elections

Manmohan Samal
ଭ୍ରଷ୍ଟ ସରକାରଙ୍କୁ ହଟାଇବାକୁ ଜୋର୍ ହେବ ପ୍ରୟାସ: ମନମୋହନ

ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି, ଓଡ଼ିଶାରେ ଏହି ତିନି ରାଜ୍ୟର ଫଳାଫଳର ନିଶ୍ଚିତ ପ୍ରଭାବ ପଡ଼ିବ । ଭ୍ରଷ୍ଟ ବିଜେଡି ସରକାରକୁ ହଟାଇବାକୁ ରାଜ୍ୟ ବିଜେପି ଜୋରଦାର ପ୍ରୟାସ କରିବ ।

5 State Election
ବାଜିଲା ୨୪ ସାଧାରଣ ନିର୍ବାଚନ ସେମିଫାଇନାଲ୍ ବିଗୁଲ୍

୫ ରାଜ୍ୟ ନିର୍ବାଚନ ଅବସରରେ ବଡ଼ ଘୋଷଣା କରିଛନ୍ତି ନିର୍ବାଚନ କମିଶନର। ଅପରାଧିକ ପୃଷ୍ଠଭୂମି ଥିବା ବ୍ୟକ୍ତିଙ୍କୁ ଟିକେଟ ଦେଲେ କାରଣ କହିବ ପାର୍ଟି। ନାଁରେ କିଛି ମାମଲା ଥିଲେ ଲୋକଙ୍କୁ ଅବଗତ ପାଇଁ ୩ ଥର ଖବରକାଗଜରେ ବିଜ୍ଞାପନ ଦେବେ ପ୍ରାର୍ଥୀ।

women vote
ଭାଙ୍ଗିବ କି ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ? ବିଜେପି କରୁଛି ବଡ଼ ଯୋଜନା

ବିଜେପି ଫୋକସରେ ମହିଳା ଭୋଟ୍ । ମହିଳା ସଂରକ୍ଷଣ ବିଲ୍ କୁ ନେଇ ବଡ଼ କ୍ୟାମ୍ପେନ୍ କରିବାକୁ ଯୋଜନା । ବିଜେଡିର ଗ୍ରାମାଞ୍ଚଳ ମହିଳା ଭୋଟ୍ ଭାଙ୍ଗିବାରେ ସହାୟକ ହେବ କି ଷ୍ଟ୍ରାଟେଜି ? ୨୪ ନିର୍ବାଚନରେ ୩୩ ପ୍ରତିଶତ ସିଟରେ ମହିଳାଙ୍କୁ ଟିକଟ୍ ଦେବେ କି ବିଜେପି-ବିଜେଡି ? ବହୁ ପ୍ରତୀକ୍ଷିତ ମହିଳା ସଂରକ୍ଷଣ ବିଲ୍ ସଂସଦରେ ପାରିତ ହେବା ପରେ ଚାରିଆଡେ ବିଜେପିର ସେଲିବ୍ରେସନ୍ ।

Politics
୨୪ ନିର୍ବାଚନରେ ନିର୍ଣ୍ଣାୟକ ହେବ ମହିଳା ଭୋଟ୍ ! ଭୁଶୁଡ଼ିବ ବିଜେଡି ମହିଳା ଗଡ଼ ?

କେନ୍ଦ୍ରର ମହିଳା ସଂରକ୍ଷଣ ବିଲକୁ କାଉଣ୍ଟର ପାଇଁ ବିଜେଡି ମହିଳା କାର୍ଡ ଖେଳି ସ୍ୱାଧୀନୋତ୍ତର ଓଡ଼ିଶାରେ ବିଧାନସଭାର ପ୍ରଥମ ମହିଳା ବାଚସ୍ପତି କରିଛି ପ୍ରମିଳା ମଲ୍ଲିକଙ୍କୁ । ଯିଏ ଜଣେ ଅନୁସୂଚିତ ଜାତି ବର୍ଗର । ଆଉ ବିଜେଡି ସରକାରର ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେଡିର ମହିଳା ବିଧାୟିକା ଟିମ୍ ।

Politics
୨୪ ନିର୍ବାଚନରେ ନିର୍ଣ୍ଣାୟକ ହେବ ମହିଳା ଭୋଟ୍ ! ଭୁଶୁଡ଼ିବ ବିଜେଡି ମହିଳା ଗଡ଼ ?

କେନ୍ଦ୍ରର ମହିଳା ସଂରକ୍ଷଣ ବିଲକୁ କାଉଣ୍ଟର ପାଇଁ ବିଜେଡି ମହିଳା କାର୍ଡ ଖେଳି ସ୍ୱାଧୀନୋତ୍ତର ଓଡ଼ିଶାରେ ବିଧାନସଭାର ପ୍ରଥମ ମହିଳା ବାଚସ୍ପତି କରିଛି ପ୍ରମିଳା ମଲ୍ଲିକଙ୍କୁ । ଯିଏ ଜଣେ ଅନୁସୂଚିତ ଜାତି ବର୍ଗର । ଆଉ ବିଜେଡି ସରକାରର ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେଡିର ମହିଳା ବିଧାୟିକା ଟିମ୍ ।

Sura Routray's Son Manmath Routray
ମନ୍ମଥଙ୍କ ୟୁଟର୍ଣ୍ଣ ସୁରଙ୍କୁ ଅଡୁଆ; ବାପାଙ୍କ ଜିଦ୍‌ ଲଢ଼ିବୁ ଯଦି କଂଗ୍ରେସରୁ..

ମନ୍ମଥଙ୍କ ବୟାନ ପରେ ସୁରଙ୍କ ଘରେ ଆରମ୍ଭ ହୋଇଛି ରାଜନୈତିକ ହାଇଡ୍ରାମା । ଛିଡୁନି ନିର୍ବାଚନ ଲଢିବାର ଅଙ୍କ । ବାପା ପୁଅଙ୍କ ମତମତାନ୍ତରକୁ ନେଇ ବଢୁଛି ଦ୍ୱନ୍ଦ୍ୱ ।

Naveen Patnaik
ନିଜସ୍ୱ ସ୍କିମ୍‌ ମାଧ୍ୟମରେ ଭୋଟ୍‌ ଟାଣିବାକୁ ବିଜେଡିର ଉଦ୍ୟମ

ନିଜସ୍ୱ ସ୍କିମ୍‌ ମାଧ୍ୟମରେ ଭୋଟ୍‌ ଟାଣିବାକୁ ବିଜେଡିର ଉଦ୍ୟମ । ଏଣିକି କେନ୍ଦ୍ର ଅବହେଳା ନୁହେଁ ବରଂ ବିକାଶର ବାର୍ତ୍ତା ନେଇ ଲଢିବ ଦଳ

Odisha Politics
ଗଳିକନ୍ଦିରୁ ପାୱାର୍ କରିଡର୍ ଯାଏଁ ‘ଆଗୁଆ ନିର୍ବାଚନ’ ଚର୍ଚ୍ଚା

ଗଳି କନ୍ଦିରୁ ଚା' ଖଟି..ରାଜନେତାଠୁ ପାୱାର୍ କରିଡର୍..ସବୁଠି ସମସ୍ତଙ୍କ ମନରେ, ଏବେ କେବଳ ଦୁଇଟି ପ୍ରଶ୍ନ । ବିଧାନସଭାକୁ ଭାଙ୍ଗି ଆଗୁଆ ନିର୍ବାଚନକୁ ଯିବେ କି ନବୀନ ? ବିଜେପି-ବିଜେଡି ଭିତରେ କିଛି ବୁଝାମଣା ହେବାକୁ ଯାଉଛି କି ?

୨୪ ସାଧାରଣ ନିର୍ବାଚନ ପାଇଁ ବଳ ଗୋଟାଉଛି କି କଂଗ୍ରେସ
କଂଗ୍ରେସ କରୁଛି ନୂଆ ଷ୍ଟ୍ରାଟେଜି ! ପୁରୁଣାଙ୍କୁ ଆଣୁଛି, କନ୍ଦଳ ମ୍ୟାନେଜ୍‌ ପାଇଁ ଚେଷ୍ଟା କରୁଛି

ଗମାଙ୍ଗ ପରିବାରଙ୍କ ସମେତ କିଛି ପୂର୍ବତନ ବିଧାୟକ ମଧ୍ୟ ୨୪ ନିର୍ବାଚନ କଂଗ୍ରେସ ଟିକେଟ୍‌ରୁ ଲଢିବାକୁ ଆଗ୍ରହୀ ଥିବା ଜଣାପଡ଼ିଛି ।

BJD eyeing youths, using sports as political tool ahead of 2024 Elections
ଯୁବ ଭୋଟ ପାଇଁ 'ନୂଆ ଓଡ଼ିଶା' ?

ଯୁବ ଭୋଟ ହାତେଇବାକୁ ଶାସକ ଦଳର ଭରପୁର ପ୍ରୟାସ। ନୂଆ ଓଡ଼ିଶା ସ୍କିମରେ ଖର୍ଚ୍ଚ ହେବ ୩୮୫ କୋଟି । ସ୍ପୋର୍ଟ୍ସ ପରେ ଏବେ ଦକ୍ଷତା ବିକାଶକୁ ଗୁରୁତ୍ୱ..

odisha politics
‘ନୂଆ ଓଡ଼ିଶା’ ଯୋଜନାକୁ କ୍ୟାବିନେଟ୍ ମୋହର: ଭୋଟ୍ ଟଣା ଯୋଜନା କହି ବର୍ଷିଲା ବିଜେପି

କଣ ଏଇ ନୂଆ ଓଡ଼ିଶାର ଲକ୍ଷ୍ୟ, ଯୁବ ବର୍ଗଙ୍କ ନିଯୁକ୍ତି ନା କେବଳ ଭୋଟ୍ ଗୋଟେଇବାର ଚାଲ୍। କୁହାଯାଉଛି ମୋଦିଙ୍କ ଆଡ଼କୁ ଯୁବ ଭୋଟ୍ ଢଳୁଥିବାରୁ ସେମାନଙ୍କୁ ନବୀନ ମୁହାଁ କରି କାଉଣ୍ଟର ପ୍ରସ୍ତୁତିକୁ ମଜଭୁତ କରିବାକୁ ଏ ଯୋଜନା। ଯାହାକୁ ନେଇ ତେଜିଛି ରାଜନୀତି।

BJD party
ବିଜେଡିରେ ବଢୁଛି ଗୋଷ୍ଠୀ କନ୍ଦଳ ! ଶଙ୍ଖଭବନରେ ତାଳିପକା ଉଦ୍ୟମ

ନିର୍ବାଚନ ପୂର୍ବରୁ ଗୋଷ୍ଠୀକନ୍ଦଳ ଦୂର ପାଇଁ ଜୋରଦାର ପ୍ରୟାସ ଶଙ୍ଖ ଦଳର ଏହି ପ୍ରୟାସ ଭିତରେ ପ୍ରଥମେ ପଡିଛି ସମ୍ବଲପୁରର ପାଳି । ନିକଟରେ ବିଜେଡି ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ଦଳର ସଙ୍ଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମ୍ବଲପୁର ଗସ୍ତବେଳେ ଦେଖିବାକୁ ମିଳିଥିଲା ଗୋଷ୍ଠୀ ବିବାଦ ।

Opposition parties gather 2024 general election
୨୪ ପାଇଁ ବିରୋଧୀଙ୍କ ନିର୍ବାଚନ ପ୍ରସ୍ତୁତି: ଏକଜୁଟ ହେଲେ ୧୫ ଦଳର ୨୭ ନେତା

ପାଟନାରେ ବିରୋଧି ଦଳଙ୍କ ମହା ବୈଠକରେ ସାମିଲ ହୋଇଥିବା ନେତାଙ୍କ ସହମତି, ଏକଜୁଟ ଲଢିବେ ନିର୍ବାଚନ। ଆସନ୍ତା ଜୁଲାଇ ୧୨ରେ ହେବ ଶିମଲାରେ ଚୂଡାନ୍ତ ବୈଠକ।

2024 election
ହୋଲି ବାହାନାରେ ନିର୍ବାଚନ ପାର୍‌ ପାଇଁ ତିନି ଦଳର ପ୍ରସ୍ତୁତି

ରାଜନୀତିରେ ରଙ୍ଗର ଛିଟା । ବିଜେପି, ବିଜେଡି, କଂଗ୍ରସ । ହୋଲିର ସାତ ରଙ୍ଗରେ ରଙ୍ଗୀନ ସବୁ ଶିବିର । ଆସନ୍ତାବର୍ଷ ଏତେବେଳକୁ ହୋଲିର ଏ ମଉଜରେ ମିଶି ସାରିଥିବ ୨୪ ମହା ସଂଗ୍ରାମର ରଙ୍ଗ ।

Sushant Singh
ସୁଶାନ୍ତ ସିଂହଙ୍କ ମିଶନ ୧୨୫ ବୟାନକୁ ନେଇ ତେଜିଲା ରାଜନୀତି

୨୦୨୪ରେ ପୁଣି ପଶ୍ଚିମ ଓଡ଼ିଶାରୁ ମୁଖ୍ୟମନ୍ତ୍ରୀଙ୍କୁ ନିର୍ବାଚନ ଲଢ଼ିବାକୁ ଅନୁରୋଧ କରାଯିବ ବୋଲି କହିଛନ୍ତି ସୁଶାନ୍ତ ।

Padajatra Politics
ଗାନ୍ଧି ଜୟନ୍ତୀରୁ ପଦଯାତ୍ରା ପଲିଟିକ୍ସ: ନଡ୍ଡାଙ୍କ ମନ୍ତ୍ର ଧରି ବିଜେପିର ଶୁଭାରମ୍ଭ

ଭ୍ରଷ୍ଟାଚାରରେ ବୁଡି ରହିଥିବା ୨୨ ବର୍ଷର ବିଜେଡି ସରକାର ବିରୋଧରେ ଆରମ୍ଭ କରିଛି କ୍ୟାମ୍ପେନ୍।

bjp leader Jai Narayan Mishra
ଏବେ ସାର ପକାଇଛୁ, ୨୪ରେ ଫସଲ କାଟିବୁ-ଜୟନାରାୟଣ

ଦିଲ୍ଲୀରୁ ଗୁରୁମନ୍ତ୍ର ନେଇ ଫେରିଛନ୍ତି କି ବିରୋଧୀ ଦଳ ନେତା ? ୨୦୨୪ ନିର୍ବାଚନୀ ବୈତରଣୀ ପାର ହେବା ପାଇଁ କେନ୍ଦ୍ରୀୟ ନେତାଙ୍କ ଠାରୁ ମିଳିଛି କି କିଛି ଗୁପ୍ତମନ୍ତ୍ର ? ଦିଲ୍ଲୀରୁ ଫେରିବା ପରେ ବିରୋଧୀ ଦଳ ନେତାଙ୍କ ସ୍ୱରରେ ଏବେ ଦୃଢତା ଆଉ ବିଶ୍ୱାସ । ୨୦୨୪ ନିର୍ବାଚନରେ ରାଜ୍ୟରେ ଫସଲ କାଟିବ ବୋଲି ଦୃଢତାର ସହ କହିଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର। 

Special story
୨୪ ନିର୍ବାଚନ ପାଇଁ ଆଗୁଆ ପାଗଭିଡ଼ା: ହଠାତ୍‌ ଚଳଚଞ୍ଚଳ ରାଜ୍ୟ ରାଜନୀତି

ନବୀନଙ୍କ ପାଓ୍ୱାର ସୋ ପରେ ଗାଁ ଗାଁରେ ବିଡେଜି କରିବ ପୁରସ୍କାର ପ୍ରଚାର । ଏଣେ ସୁନୀଲ ବଂଶଲଙ୍କ ସମୀକ୍ଷା ପରେ ଜେପି ନଡ୍ଡାଙ୍କ ଓଡ଼ିଶା ନକ୍ସାକୁ ବିଜେପିର ଅପେକ୍ଷା । ଭାରତ ଯୋଡ଼ ଯାତ୍ରାରୁ କଂଗ୍ରେସର ଅଭିଯାନ ଆରମ୍ଭ ।