• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

naveen patnaik
ପଞ୍ଚମ ପାଳିର ପ୍ରଥମ ୩ ବର୍ଷରେ କେତେ ସଫଳ ନବୀନ ? ସବୁଥିରେ ଫେଲ୍ ମାରିଥିବା ଅଭିଯୋଗ ଆଣି ବର୍ଷିଲେ ବିରୋଧୀ

ପଞ୍ଚମ ପାଳି ଆରମ୍ଭରେ ୫ଟି ଓ ମୋ ସରକାର ଭଳି କାର୍ଯ୍ୟକ୍ରମ ଆରମ୍ଭ କରିବା ସହ ପ୍ରଶାସନକୁ ଲୋକାଭିମୁଖୀ କରିବାକୁ ଚେଷ୍ଟା କରିଥିଲେ ନବୀନ ।

Brajarajnagar By-poll
‘ବ୍ରଜରାଜନଗରରେ ୬୦ଟି ସମ୍ବେଦନଶୀଳ ବୁଥ ଚିହ୍ନଟ’

ବୁଥ୍ ଗୁଡିକରେ ମାଇକ୍ରୋ ଅବଜରଭର, ସେଣ୍ଟ୍ରାଲ ଫୋର୍ସ ରହିବେ ୫୦ ପ୍ରତିଶତ ବୁଥର ୱେବକାଷ୍ଟିଂ କରାଯିବ ।

Rajya sabha election
ରାଜ୍ୟସଭା ଉପନିର୍ବାଚନ: ଆଜି ହୋଇପାରେ ପ୍ରାର୍ଥୀ ଘୋଷଣା

ଓଡ଼ିଶାରେ ରାଜ୍ୟସଭାର ୪ଟି ଆସନ ପାଇଁ ନିର୍ବାଚନ ହେବ।

Shankaracharya
ଲୋକମତ ବିରୋଧରେ ଗଲେ ଚେତିବେ: ଶଙ୍କରାଚାର୍ଯ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ବଢୁଛି ରାଜ୍ୟ ସରକାରଙ୍କ ଅଡୁଆ । ବିବାଦ ଯେତିକି ବଢୁଛି, ଚାପ ସେତିକି ପଡୁଛି । ଏହା ଭିତରେ ପୁଣିଥରେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।

Pinaki Mishra
ପୁରୀରେ ପିନାକୀଙ୍କ ଗାଡ଼ିକୁ କାଳିମାଡ଼ ଓ କଳାପତାକା ପ୍ରଦର୍ଶନ

ସାଂସଦ ପିନାକୀ ମିଶ୍ରଙ୍କ ଗାଡ଼ିକୁ କାଳିମାଡ଼ କରିଛନ୍ତି ଛାତ୍ର କଂଗ୍ରେସ । 

Bijoy Mohapatra
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ଜଗଦ୍‌ଗୁରୁଙ୍କୁ ଭେଟିଲେ ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର

ଆରମ୍ଭରୁ ପ୍ରକଳ୍ପ କାର୍ଯ୍ୟ ଠିକ୍ ନାହିଁ ବୋଲି ବିଜୟ ମହାପାତ୍ର କହିଛନ୍ତି । ସୁପ୍ରିମକୋର୍ଟଙ୍କ ଆଦେଶକୁ ଏଯାଏଁ ସରକାର ଏବଂ ଶ୍ରୀମନ୍ଦିର ପରିଚାଳନା କମିଟି ସଠିକ ଭାବେ ଅନୁଧ୍ୟାନ କରିନାହାନ୍ତି ବୋଲି ସେ କହିଛନ୍ତି ।

Heritage Corridor Row
ଫସି ଯାଇଛନ୍ତି ରାଜ୍ୟ ସରକାର: ଅପରାଜିତା

ପ୍ରକଳ୍ପର ଷ୍ଟ୍ରକଚରାଲ ଇଂଜିନିୟର, ହେରିଟେଜ କଞ୍ଜର୍ଭେସନ ଆର୍କିଟେକ୍ଟ କିଏ?

Brajarajnagar
କମ୍ପୁଛି ବ୍ରଜରାଜନଗରର ପ୍ରଚାର ମୈଦାନ, ଚାଲିଛି ଜବରଦସ୍ତ କସରତ

କିଏ ଗଳିକୁ ଗଳି ଯାଇ ପ୍ରଚାର କରୁଛନ୍ତି ତ ଆଉ କିଏ ସଭା ସମିତି କରି ମତଦାତାଙ୍କୁ ଆକର୍ଷିତ କରୁଛନ୍ତି । ସବୁଥର ଭଳି ଏଥର ବି ବହୁ ଆଶା ଦେଖାଉଛନ୍ତି, ଅନେକ ପ୍ରତିଶ୍ରୁତି ଦେଉଛନ୍ତି ।

Brajarajnagar
କିଏ ହେବେ ବ୍ରଜରାଜନଗରର ବାଜିଗର ? କିଏ ସାଜିବେ ଭାଗ୍ୟ ବିଧାତା ? ଆକଳନ କରିବା ମୁସ୍କିଲ୍

ଗଳିକୁ ଗଳି ଯାଇ ପ୍ରଚାର କରୁଛନ୍ତି ତ ଆଉ କିଏ ସଭା ସମିତି କରି ମତଦାତାଙ୍କୁ ଆକର୍ଷିତ କରୁଛନ୍ତି । ସବୁଥର ଭଳି ଏଥର ବି ବହୁ ଆଶା ଦେଖାଉଛନ୍ତି, ଅନେକ ପ୍ରତିଶ୍ରୁତି ଦେଉଛନ୍ତି ।

Srimandir
ବେଆଇନ୍‌ ପରିକ୍ରମା ପ୍ରକଳ୍ପ ନିର୍ମାଣ ନେଇ ସାରା ରାଜ୍ୟରେ ତେଜିଲାଣି ଅସନ୍ତୋଷ !

ରାଜ୍ୟ ସରକାରଙ୍କ ବେଆଇନ ନିର୍ମାଣ କାମକୁ ନେଇ ବ୍ୟାପକ ଜନଜାଗରଣ ପାଇଁ ସଜ ହେଉଛି ।

Naveen - Aparajita
ମନ୍ଦିରରେ ଭେଟଘାଟ ହେଲେ ନବୀନ - ଅପରାଜିତା

ସାଂସଦ ଓ ମୁଖ୍ୟମନ୍ତ୍ରୀ ଗୋଟିଏ କାର୍ଯ୍ୟକ୍ରମରେ ପହଞ୍ଚିଥିବାରୁ ସ୍ଥାନୀୟ ଅଞ୍ଚଳରେ ଏହା ଚର୍ଚ୍ଚାର ବିଷୟ ହୋଇଥିଲା ।

Sashi Bhusan
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରସଙ୍ଗ: ବିରୋଧୀଙ୍କୁ ଶଶିଙ୍କ ଟାର୍ଗେଟ୍, ଐତିହ୍ୟର ସୁରକ୍ଷା ପାଇଁ ସରକାରଙ୍କ ପ୍ରୟାସ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ଶଶୀଭୁଷଣ ବେହେରା ।

aparajita sarangi
ପୁଣି ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅପରାଜିତା ଷଡ଼ଙ୍ଗୀ

’ସବୁ ଜିନିଷ ପ୍ରାଞ୍ଜଳ ଭାବେ ଦିଶୁଛି, ସିବିଆଇ ତଦନ୍ତ ହେଲେ କଣ ହେବ’

Rajyasabha Election 2022
ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଆଜିଠୁ ଜୁନ୍ ୨ ତାରିଖ ଯାଏଁ ରାଜ୍ୟସଭା ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ କରିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି ।

Lenin Mohanty
ବାରମ୍ବାର ମିଛ ଧରା ପଡ଼ିବା ପରେ ବି ସମାନ ଯୁକ୍ତି ବାଢ଼ୁଛି ବିଜେଡି

ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ NMA ଅନୁମୋଦନ କରିଛି । ପ୍ରେସ ରିଲିଜ୍ ଜରିଆରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ଏଭଳି ମନ୍ତବ୍ୟ ଦେଇଛନ୍ତି ।

ପୁରୀ ପରିକ୍ରମା ପ୍ରକଳ୍ପକୁ ନେଇ ତେଜିଛି ରାଜନୀତି
'ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ବ୍ଲୁ-ପ୍ରିଣ୍ଟ ଲୋକଙ୍କ ସାମ୍ନାରେ ରଖ'

ଶ୍ରୀମନ୍ଦିର ସ୍ଥିତି କେମିତି ଅଛି, ସଂପୂର୍ଣ୍ଣ ଟେକ୍ନିକାଲ ଇଭାଲୁଏସନ ହେଉ। 

BJD
କିଏ ଯିବ ରାଜ୍ୟ ସଭା ?

ଓଡ଼ିଶାରୁ ରାଜ୍ୟସଭାକୁ କିଏ କିଏ ଯିବେ? ଆଜି ରାଜ୍ୟସଭା ନିର୍ବାଚନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ପରେ ଏହି ପ୍ରଶ୍ନ ଉଙ୍କି ମାରୁଛି । ରେସ୍‌ରେ ଅନେକ ନାଁ ଥିଲେ ମଧ୍ୟ ୪ ଆସନ ମଧ୍ୟରୁ ଦୁଇ ଜଣ ମହିଳାଙ୍କୁ ବିଜେଡି ରାଜ୍ୟସଭାକୁ ପଠାଇବାର ଅଧିକ ସମ୍ଭାବନା ରହିଛି ।

Sarat Pattanayak
ନୂଆ ଜୀବନ ପାଇବ କଂଗ୍ରେସ

ନୂଆ ସଭାପତିଙ୍କ ନୂଆ ମିଶନ । ୬ ମାସରେ ରାଜ୍ୟରେ ଜୀବନ ପାଇବ କଂଗ୍ରେସ । ସଂଗଠନ ସ୍ତରରେ ଆସିବ ବଡ଼ ପରିବର୍ତ୍ତନ । ସଭାପତି ଦାୟିତ୍ୱ ନେବା ପରେ ଆଜି ଗଣମାଧ୍ୟମ ଆଗରେ ଏମିତି ଦୃଢୋକ୍ତି ପ୍ରକାଶ କରିଛନ୍ତି ନୂତନ ପିସିସି ସଭାପତି ଶରତ ପଟ୍ଟନାୟକ ।

BJD
ରାଜ୍ୟସଭା ଆସନ ପାଇଁ କାହାକୁ ଭରସା କରିବେ ନବୀନ ?

ରାଜ୍ୟସଭା ନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି । ଏଥିସହିତ ଆଜିଠୁ ଆରମ୍ଭ ହୋଇଛି ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା । ବଡ଼ ପ୍ରଶ୍ନ, ପ୍ରସନ୍ନ ଆଚାର୍ଯ୍ୟ, ଏନ୍.ଭାସ୍କର ରାଓ ଓ ସସ୍ମିତ ପାତ୍ରଙ୍କ ସ୍ଥାନରେ କିଏ କିଏ ପାଇବେ ଟିକଟ୍? କାହା ଉପରେ ଭରସା କରିବେ ନବୀନ?

Sarat Pattanayak
କାହା ଭରସାରେ ଆଗକୁ ବଢ଼ିବେ ଶରତ, ଗଠନ କରିବେ କି ନୂଆ ଟିମ୍‌ ?

ନୂଆ ସଭାପତି, ନୂଆ ମିସନ୍, ନୂଆ ଭିଜନ୍ । ଭିଜନ୍ ୨୦୨୪ ମୋଡରେ ପିସିସି ସଭାପତି ଶରତ ପଟ୍ଟନାୟକ । ୬ ମାସରେ କଂଗ୍ରେସର ବଡ଼ ପରିବର୍ତ୍ତନ ହେବ । ବଦଳିବ ରୂପରେଖ, ବଦଳିବ ଆଭିମୁଖ୍ୟ । ନେତାଙ୍କୁ ଦକ୍ଷତା ଅନୁଯାୟୀ ଦାୟିତ୍ୱ ମିଳିବ ।

Srimandir
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦରେ ନୂଆ ଟ୍ୱିଷ୍ଟ, ପୁଣି ଧରାପଡ଼ିଲା ମିଛ

ସର୍ଭେରେ ନିୟୋଜିତ ଅଧିକାରୀ କହିଛନ୍ତି-ଓବିସିସି ଚିଠି ପରେ ଗାନ୍ଧିନଗର IIT ପକ୍ଷରୁ ସର୍ଭେ ହୋଇଛି ଓ ଖୁବଶୀଘ୍ର ରିପୋର୍ଟ ଦିଆଯିବ ।

Narendra Modi
ଆହୁରି ମଜଭୁତ ହେଲା ଭାରତ-ଆମେରିକା ସମ୍ପର୍କ

ଆମେରିକା ନିବେଶ ପ୍ରୋତ୍ସାହନ ଚୁକ୍ତିନାମା ଚୂଡ଼ାନ୍ତ ହେଲେ ଆମେ ଆମର ଦୁଇ ଦେଶ ମଧ୍ୟରେ ପୁଞ୍ଜି ବିନିଯୋଗରେ ଠୋସ୍ ଅଗ୍ରଗତି ଦେଖିବା ବୋଲି  ବାଇଡେନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ମୋଦି କହିଛନ୍ତି । 

Bijay Mohapatra
ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦରେ ASIର ସବୁ ଭୁଲ, କହିଲେ ବିଜୟ ମହାପାତ୍ର

ଅନ୍ୟପଟେ ଏବେ ଯେଉଁ ସର୍ଭେ ହେଉଛି, ତାହା ମଧ୍ୟ ଏଏସ୍‌ଆଇ କରୁନି । ଏହା ଛଡ଼ା ଏବେ ସମସ୍ତେ କେବଳ ରାଜନୈତିକ ବୟାନବାଜି କରୁଥିବାରୁ ତାକୁ ସେ ନାପସନ୍ଦ କରିଛନ୍ତି । ଶ୍ରୀଜଗନ୍ନାଥଙ୍କୁ ଖେଳନା କରାନଯାଉ ବୋଲି ବୋଲି କହିଛନ୍ତି ବିଜୟ ।