ବାହା ପରେ କେମିତି ଆଦିବାସୀ ହେଲେ ବର୍ଷା ? ଯେ ଜାତିର ନୁହେଁ, ସେ ପାର୍ଟିର କେମିତି ହେବେ ପ୍ରଶ୍ନ କଲେ ଜୁଏଲ ।
ଆମ ଜାତିର ବୋଲି ଆମେ ଜାଣିନୁ, ଆମେ ତ ଜାତି ଭୋଜି ଖାଇନୁ । ଯିଏ ଜାତିର ନୁହେଁ, ସେ ପାର୍ଟିର ନୁହେଁ; ଯିଏ ପାର୍ଟିର ନୁହେଁ, ସେ ମାଟିର ନୁହେଁ ।
୨୦୨୦ରୁ ଏଯାବତ୍ କୋଭିଡ୍ ନେଇଛି ୨୦ ହଜାରରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ। ତେବେ ଆଜି ପର୍ଯ୍ୟନ୍ତ ସରକାର କାହିଁକି ତଥ୍ୟ ଲୁଚାଇଥିଲେ ବୋଲି ବିରୋଧୀ ପ୍ରଶ୍ନ କରିଛନ୍ତି।
୨୨ ବର୍ଷ ଶାସନରେ ରହି ଦେବାଳିଆ ହୋଇଗଲାଣି ବିଜେଡି ସରକାର । ଏ ଅପାରଗ ସରକାର ମୁଣ୍ଡରେ ଆଉ କିଛି ନୂଆ ବୁଦ୍ଧି ଜୁଟୁନଥିବାରୁ କେନ୍ଦ୍ରର ଯୋଜନାକୁ ନିଜର କରି ଲୋକଙ୍କ ପାଖରେ ପହଞ୍ଚୁଛନ୍ତି ନବୀନ ପଟ୍ଟନାୟକ । ମାଛ ତେଲରେ ମାଛ ଭାଜି ବାହାବା ନେଉଛନ୍ତି । ପଦ୍ମପୁର ନିର୍ବାଚନୀ ମୈଦାନରେ ଆଜି ଲଗତର ଦ୍ୱିତୀୟ ଦିନ ପାଇଁ ପ୍ରଚାର କରି ରାଜ୍ୟ ସରକାରଙ୍କୁ ପୁଣି ଟାର୍ଗେଟ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ବିଜେଡି ନା ବିଜେପି, କାହାକୁ ମିଳିବ ଫାଇଦା? ନିଜ ପଟକୁ ନେବା ଲାଗି ଉଭୟ ଦଳର ସ୍ୱତନ୍ତ୍ର ଷ୍ଟ୍ରାଟେଜି
ଦେବାଳିଆ ଓ ଅପାରଗ ସରକାର କହି ଧର୍ମେନ୍ଦ୍ରଙ୍କ ଟାର୍ଗେଟ୍
ବିଜେଡି ନା ବିଜେପି, କାହାକୁ ମିଳିବ ଫାଇଦା? ନିଜ ପଟକୁ ନେବା ଲାଗି ଉଭୟ ଦଳର ସ୍ୱତନ୍ତ୍ର ଷ୍ଟ୍ରାଟେଜି
ଗତକାଲି ବିଳମ୍ବିତ ରାତିରେ ପଦ୍ମପୁରର ଜଣେ ଠିକାଦାରଙ୍କ ଘର ଯାଞ୍ଚ ହୋଇଛି। ରେଡ୍ ପରେ କିଛି ବି ହାତରେ ଲାଗି ନଥିବା ଜଣାପଡ଼ିଛି।
ବରିହାପାଲିର ଏକ ସଭାରେ ବରିହା ଗୋଷ୍ଠୀ ମହେନ୍ଦ୍ରଙ୍କୁ ମଂଚରୁ ଓହ୍ଲାଇ ଦେଇଥିବା ଖବର ଚର୍ଚ୍ଚା ସୃଷ୍ଟି କରିଥିଲା।
ନିର୍ବାଚନ ପୂର୍ବରୁ ଏ ଅତର୍କିତ ଚଢାଉକୁ ନେଇ ଜୋର ଧରିଛି ରାଜ୍ୟ ରାଜନୀତି।
ପୁରାସଭାରେ ପ୍ରଦୀପ ଓରଫ କୁନା ପୁରୋହିତଙ୍କ ପୂର୍ବ କାମକୁ ବେସ୍ ବଖାଣିବା ସହ ସେ ହିଁ ସବୁଠାରୁ ଯୋଗ୍ୟ ପ୍ରାର୍ଥୀ ବୋଲି ଦର୍ଶାଇଥିଲେ ଧର୍ମେନ୍ଦ୍ର।
ମଲା.. ନନାଙ୍କର କଣ ରାଜନୀତି ଶତ୍ରୁ କମ୍ ଥିଲେ ଯେ, ସେ ପଲିଟିକାଲ୍ ଛାଡ଼ି ନନପଲଟିକାଲ୍ ସାଙ୍ଗେ ଲଢିଲେ..
ବନ୍ଧୁକ ମୁନରେ ବିଜେପି ନେତାଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଥିଲା ।
କଂପିଲା ବିଧାନସଭା, ବିରୋଧୀଙ୍କ ନିଶାନାରେ ରାଜ୍ୟ ସରକାର ।
୩ ନେତା ଦିବଙ୍ଗତ ବିଜୟ ବରିହାଙ୍କ ଅନୁଗତ ଥିବା ଚର୍ଚ୍ଚା । ଆୟକର ବିଭାଗ ରେଡ୍ରୁ କଣ ପାଇଛି, ତାହା ଅସ୍ପଷ୍ଟ ।
ପାଇକମାଲ, ଝାରବନ୍ଧରେ ଥିବା କିଛି ବ୍ୟବସାୟ ପ୍ରତିଷ୍ଠାନରେ ମଧ୍ୟ GST ରେଡ୍ କରାଯାଇଛି । ଉପନିର୍ବାଚନ ବେଳେ ଅଚାନକ ଏଭଳି ରେଡ୍ କାହିଁକି ବୋଲି ଲୋକଙ୍କ ମନରେ ପ୍ରଶ୍ନ ।
ପୁଣି ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡ଼ିକୁ ଚେକିଂ କରାଯାଇଛି। ପଦ୍ମପୁର ଅଭିମୁଖେ ଉପନିର୍ବାଚନ ପ୍ରଚାର ପାଇଁ ଯିବାବେଳେ ତାଙ୍କ ଗାଡ଼ିକୁ ଚେକିଂ କରାଯାଇଥିଲା।
ପଦ୍ମପୁରରେ ୩ ବିଜେଡି କର୍ମୀଙ୍କ ଘରେ ରେଡ୍ ହୋଇଥିବା ଜଣାପଡ଼ିଛି। ଆଜି ସକାଳୁ ସକାଳୁ କେନ୍ଦ୍ରୀୟ ଟିମ୍ ପକ୍ଷରୁ ଏହି ରେଡ୍ ଚାଲିଥିବା ସୂଚନା ମିଳିଛି।
ବରଗଡ଼ ସୋହେଲାରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଫଟୋ ଉଠାଯିବାର ରହସ୍ୟ କ’ଣ ? କେଉଁ କାରଣ ପାଇଁ ସେମାନଙ୍କର ଫଟୋ ଉଠାଯାଉଥିଲା ? କେନ୍ଦ୍ରମନ୍ତ୍ରୀଙ୍କ କ୍ୟାମ୍ପରେ ଗୁଇନ୍ଦାଗିରି କରାଯାଉଥିଲା କି ?
ପଦ୍ମପୁର ଉପନିର୍ବାଚନ ପ୍ରଚାର ବେଳେ ରାଜ୍ୟ ସରକାରଙ୍କୁ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଖୋଲା ଚ୍ୟାଲେଞ୍ଜ୍ ।
ବରଗଡ଼ରୁ ନୂଆପଡ଼ା ନୂଆ ରେଳ ଲାଇନ୍ ନେଇ ସରକାରଙ୍କୁ ଟାର୍ଗେଟ୍ କଲେ ରେଳମନ୍ତ୍ରୀ ଅଶ୍ୱିନୀ
ଧାମନଗର ପରାଜୟ ପରେ ବିଜେଡି ପାଇଁ ସମ୍ମାନର ପ୍ରଶ୍ନ ହୋଇଛି ପଦ୍ମପୁର। କେତେବେଳେ ପଦ୍ମପୁର ପାଇଁ ପ୍ୟାକେଜ ତ ଆଉ କେତେବେଳେ ଚାଷୀଙ୍କ ପାଇଁ ଇନ୍ପୁଟ୍ ସବ୍ସିଡି ଘୋଷଣା କରୁଛନ୍ତି ରାଜ୍ୟ ସରକାର।
ସମସ୍ତଙ୍କର ଗୋଟିଏ ଅଭିଯୋଗ ପ୍ରଶାସନ ସେମାନଙ୍କ କଥା ଶୁଣୁନି, ଘର ଭାଙ୍ଗି ଦେଉଛି । ଏବେ ଆମେ ରହିବୁ କେଉଁଠି ?
ମୈଦାନରେ ମାଳ ମାଳ ହେଭିେଓ୍ୱଟ୍। ଚାଲିଛି ଘମାଘୋଟ ପ୍ରଚାର। ପଦ୍ମପୁର ଭୋଟ୍ ଯେତିକି ପାଖଉଛି, କ୍ୟାଂପେନ୍ ସେତିକି ଜମୁଛି..। ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଆଜି ପ୍ରଚାର ମଙ୍ଗ ଧରିଥିଲେ ଦଳର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ଓ ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର। ଏହି ଦୁଇ ହେଭିେଓ୍ୱଟ୍ ଦିନ ପ୍ରାୟ ୧୨ଟା ବେଳେ ହେଲିକପ୍ଟର ଯୋଗେ ପହଞ୍ଚିଥିଲେ ଝାରବନ୍ଧ ବ୍ଲକ ବିଳାସପୁର ଜନସଭା ନିକଟରେ। ଉଭୟ ନେତାଙ୍କୁ ସ୍ଥାନୀୟ ଜନତା ଓ ନେତା ପାଛୋଟି ନେଇଥିଲେ ସଭାମଞ୍ଚକୁ।
ଆଜି ଆଉ ନାହିଁ କରୋନା କଟକଣା। ସବୁକିଛି ହୋଇଗଲାଣି ସ୍ୱାଭାବିକ। ହେଲେ ସରକାର କରୋନା ସମୟରେ ସାମ୍ବାଦିକମାନଙ୍କ ଲାଗି ଯେଉଁସବୁ କଟକଣା ଲଗାଇଥିଲେ ସେଥିରେ ସ୍ୱାଭାବିକ ସ୍ଥିତି ନ ଆସିବା ଭଳି ମନେ ହୁଏ। କାହିଁକି ଏମିତି ମନୋଭାବ?