/odishatv-khabar/media/post_attachments/uploadimage/library/16_9/16_9_0/s_1674977675.jpg)
Police ASI Firing To Health Minister Naba Das Says Brajrajnagar SDPO
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି। ଆଜି ଝାରସୁଗୁଡ଼ା ଜିଲ୍ଲା ଗାନ୍ଧି ଛକରେ ଏହି ଗୁଳିମାଡ଼ ହୋଇଛି। ତାଙ୍କ ଛାତିରେ ଗୁଳି ବାଜିଥିବା ସୂଚନା ମିଳିଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମନ୍ତ୍ରୀ ନବ ଦାସଙ୍କୁ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
Advertisment
ସବୁଠାରୁ ବଡ଼ କଥା, ମନ୍ତ୍ରୀ ନବ ଦାସଙ୍କୁ କିଏ ଗୁଳିମାଡ଼ କରିଛି ତାହା ଜଣାପଡ଼ିଛି। ଜଣେ ପୋଲିସ ମନ୍ତ୍ରୀଙ୍କୁ ଗୁଳି କରିଛନ୍ତି। ASI ଗୋପାଳ ଦାସ, ମନ୍ତ୍ରୀ ନବ ଦାସଙ୍କୁ ଗୁଳି କରିଥିବା ବ୍ରଜରାଜନଗର SDPO ସୂଚନା ଦେଇଛନ୍ତି। ଗାନ୍ଧି ଛକ ପୋଲିସ୍ ଆଉଟପୋଷ୍ଟରେ ASI ଗୋପାଳ ଦାସ କାର୍ଯ୍ୟ କରନ୍ତି।
‘ନବ ଦାସଙ୍କୁ ଗୁଳି ମାରିଛନ୍ତି ଜଣେ ପୋଲିସ ଏସଆଇ’#MinisterNabaDas#Odisha#OTVpic.twitter.com/rLna5loNwW
— ଓଟିଭି (@otvkhabar) January 29, 2023
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)