ଢେଙ୍କାନାଳ ଜିଲ୍ଲାରେ ବଡ ଧରଣର ନକଲି ମଦ କାରଖାନା ଠାବ ହୋଇଛି। ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପୋଲିସ୍ ବିଜେଡି ନେତାଙ୍କ ସମେତ ୩ ଜଣଙ୍କୁ ଗିରଫ କରିଛି।
ସାମାନ୍ୟ ସୁସ୍ଥ ହେବା ପରେ ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କୁ ଡିସ୍ଚାର୍ଜ କରାଯିବା ସହ ଭୁବନେଶ୍ୱର ଏମ୍ସକୁ ରେଫର୍ କରାଯାଇଛି।
ମେଡିକାଲରେ ଷଡଙ୍ଗୀଙ୍କ ସ୍ୱାସ୍ଥ୍ୟାବସ୍ଥା ଯାଞ୍ଚ କରିଛନ୍ତି ଜଣେ ପ୍ରଫେସରଙ୍କ ସମେତ ସିଡିଏମଓ ଏବଂ ଏଡିଏମଓ ।
ବିଜେଡି ପ୍ରତିଷ୍ଠା ଦିବସରେ ଭର୍ତ୍ତୁହରିଙ୍କ ଅନୁପସ୍ଥିତିକୁ ନେଇ କଳ୍ପନାଜଳ୍ପନା ।
୨୪ ନିର୍ବାଚନରେ ୧୬ ଲୋକସଭା ସିଟ୍ ଜିତିବାକୁ ବିଜେପିର ଲକ୍ଷ୍ୟ ।
CMIE ସର୍ଭେ ରିପୋର୍ଟରେ ଆସିଛି ଗୋଲାପି ତଥ୍ୟ । ବିରୋଧୀ କହିଲେ ପ୍ରାୟୋଜିତ ରିପୋର୍ଟ, ଜବାବ ରଖିଲା ବିଜେଡି ।
ଏମିତି ଏକ ଭିଡିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
CMIEର କୌଣସି ବିଶ୍ୱସନୀୟତା ନ ଥିବା କହିଛନ୍ତି କଂଗ୍ରେସ ବିଧାୟକ ସାଲୁଜା।
୧୪ ମାସିଆ ବ୍ଳୁ-ପ୍ରିଣ୍ଟ ଲାଗି ସବୁ ବିଭାଗକୁ ନିର୍ଦ୍ଦେଶ ପରେ ତେଜିଛି ରାଜନୀତି
ବିଜେଡିକୁ ଚ୍ୟାଲେଞ୍ଜ ଅନ୍ତର୍ଦ୍ୱନ୍ଦ୍ୱ ଓ ସରକାର ବିରୋଧୀ ହାଓ୍ୱା, ତୃଣମୂଳ ସ୍ତରରେ ସଂଗଠନ ମଜଭୁତ ବିଜେପି ପାଇଁ ଆହ୍ୱାନ, କଂଗ୍ରେସକୁ ଭୋଟ୍ ରଖିବା ଚିନ୍ତା
ଯୌନ ନିର୍ଯାତନା ଅଭିଯୋଗ ଆସିବା ପରେ ନିଜ ପଦରୁ ଇସ୍ତଫା ଦେଲେ ହରିୟାଣା କ୍ରୀଡା ମନ୍ତ୍ରୀ . .
ଏପ୍ରିଲରୁ କଂଗ୍ରେସ ଭାଗ୍ୟରେ ପରିବର୍ତ୍ତନ ଆଶା କରାଯାଉଛି।
ହକି ବିଶ୍ୱକପ୍ ଆଳରେ ବ୍ରାଣ୍ଡ ନବୀନର ପ୍ରଚାର ପାଇଁ କି କସରତ୍ ?
ପୁଣି ମିଳିଛି ଆଇଟି ବିଭାଗରେ ପ୍ରମୁଖ ଶାସନ ସଚିବ ଭାବେ ନିଯୁକ୍ତି । ସେ ଇଣ୍ଡିଆନ୍ ରେଲୱେ ଟ୍ରାଫିକ୍ ସର୍ଭିସ୍ (IRTS) କ୍ୟାଡର୍ ଅଫିସର ।
ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଭର୍ଚୁଆଲ୍ ମାଧ୍ୟମରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ ।
ରାଜ୍ୟରେ ଚାଲିଛି ଛାୟା ସରକାର । ତୁମୁଡିବନ୍ଧ ଓ ବାଣପୁର ସଭାରେ ବିଜେପି ରାଷ୍ଟ୍ରୀୟ ଅଧକ୍ଷ ଜେ.ପି ନଡ୍ଡାଙ୍କଠୁ ନେଇ ଦଳର ବରିଷ୍ଠ ନେତାମାନେ ଏଭଳି ଅଭିଯୋଗ କରି ବିଜେଡି ସରକାରକୁ ଟାର୍ଗେଟ୍ କରିବା ପରେ ତେଜିଛି ରାଜନୀତି । ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି । ଅପରପକ୍ଷେ ୨୪ ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତିର ବିଗୁଲ୍ ଫୁଙ୍କି ଦଳରେ ପୁରୁଖା ନେତାଙ୍କୁ ଗୁରୁତ୍ୱ ଦେଇ ଏକାଠି ହୋଇ ଲଢ଼ିବା ଉପରେ ଜୋର୍ ଦେଇଛନ୍ତି । ବିଜେପିର ଏବେ ଟାର୍ଗେଟ- ଅଧିକରୁ ଅଧିକ ଏମ୍ପି ସିଟ୍ ସହ ବିଧାନସଭା ସିଟ୍ ଜିତି ସରକାର ଗଢ଼ିବା
ବିଜେଡି କହିଲା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ହିଁ ସବୁ କିଛି ଚାଲିଛି
ନବୀକରଣ ପ୍ରକଳ୍ପର ଶୁଭ ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।
ମାସେ ଭିତରେ ଓଡ଼ିଶାରେ ଆରମ୍ଭ ହେବ 5G ସେବା। ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାରେ 5G କାମ ଶେଷ ହେବ ବୋଲି ଭୁବନେଶ୍ୱର ରେଲ୍ୱେ ଷ୍ଟେସନର ନବକଳେବର ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ର ରେଳ ଏବଂ ଆଇଟି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହା କହିଛନ୍ତି।
ନବୀନ ସରକାରଙ୍କୁ ନିଶାନା କରିବା ସହ ୨୪ ନିର୍ବାଚନରେ ଭାରତୀୟ ଜନତାପାର୍ଟିକୁ ଶକ୍ତିଶାଳୀ କରିବାକୁ ଆହ୍ବାନ ଦେଇଥିଲେ।
ଓଡ଼ିଶାରେ ବଳାତ୍କାର, ହତ୍ୟାରେ ସଂପୃକ୍ତ ବ୍ୟକ୍ତି ମନ୍ତ୍ରୀ ହୁଅନ୍ତି ବୋଲି କହିଛନ୍ତି ବୈଜୟନ୍ତ, ରାଜ୍ୟ ସରକାରଙ୍କ କିଛି ମନ୍ତ୍ରୀଙ୍କୁ ସିଧା ନିଶାନା ମଧ୍ୟ କରିଛନ୍ତି ।
ରାହୁଲଙ୍କୁ ଏଠାରେ ଅତି ହାଲୁକା ମନୋଭାବରେ ଦେଖିବାକୁ ମିଳିଥିଲା । ସେ ତାଙ୍କ ମା ସୋନିଆ ଗାନ୍ଧୀଙ୍କ ସହ ହସୁଥିବା ଏବଂ ଥଟ୍ଟା କରୁଥିବା ମଧ୍ୟ ଦେଖାଯାଇଥିଲା ।
ସରକାରକୁ ଆଗାମୀ ନିର୍ବାଚନରେ ହଟାଇବାକୁ ଆହ୍ୱାନ ଦେଲେ ।
ସଙ୍ଗେ ସଙ୍ଗେ ନିଜ ଜ୍ୟାକେଟ୍ ଖୋଲିଦେଇ ଉକ୍ତ ବ୍ୟକ୍ତିଙ୍କୁ ଘୋଡ଼ାଇଦେଲେ ।
ଦିଲ୍ଲୀରେ ରାହୁଲ ଗାନ୍ଧିଙ୍କର ସୁରକ୍ଷା ଉଲ୍ଲଂଘନ ହୋଇଥିବା ଅଭିଯୋଗ