କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ ମନ୍ତ୍ରୀ ଅମିତ ଶାହା ସୂଚନା ଦେଇଛନ୍ତି।
ବିଜୁ ପଟ୍ଟନାୟକଙ୍କ ଜୀବନ ଓ ସ୍ମୃତି ସହ ଜଡିତ ଡାକୋଟା ବିମାନ ।
ପଞ୍ଚାୟତରେ ଝୁଲିଲା ପିଏମ୍ ଆବାସ ଲିଷ୍ଟ । ଯୋଗ୍ୟଙ୍କୁ ନଦେଲେ ନବୀନ ନିବାସ ଘେରିବାକୁ ବିଜେପିର ଚେତାବନୀ ।
୨ ଦିନିଆ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରେ ମାନସ ମନ୍ଥନ । ୯ ରାଜ୍ୟରେ ବିଧାନସଭା ଭୋଟ୍ ପାଇଁ କାର୍ଯ୍ୟକର୍ତ୍ତାଙ୍କୁ ମନ୍ତ୍ର ।
୭ ଦିନ ଭିତରେ ୨ ଜଣ କୋରାପୁଟିଆ ନେତାଙ୍କ କେସିଆର ପ୍ରୀତିକୁ ନେଇ ଏବେ ସବୁଠି ଚର୍ଚ୍ଚା ।
ପୂର୍ବ ଭଳି ପରିସ୍ଥିତି କଲେ ପରିଣାମ ଭୟଙ୍କର ହେବ ବୋଲି ଚେତାବନୀ ଦେଇଛି ବିଜେପି।
୨୪ ନିର୍ବାଚନରେ ଟକ୍କର ବି ଜୋରଦାର ହୋଇପାରେ ବୋଲି ଆଶା କରାଯାଉଛି।
ଲୋକେ ପାଇବେ ତ କେନ୍ଦ୍ରୀୟ ଅନୁଦାନ ପ୍ରାପ୍ତ ଘର ? ରାଜ୍ୟ ସରକାର ସ୍ୱଚ୍ଛତା ବଜାୟ ରଖିବେ ତ ?
ବିଜେପି ଚେତାବନୀ ଦେଇଛିି ଏଥର ବି ଯଦି ଅଯୋଗ୍ୟ ହିତାଧିକାରୀଙ୍କୁ ଘର ମିଳେ, ତାହେଲେ...
ପ୍ରଶାନ୍ତଙ୍କ ଦୃଢ଼ୋକ୍ତି, ‘ମୋ ଉପରୁ ଦଳର ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ ହଟାଇବେ । ମୁଁ ଲଢ଼ିବି ଓ ପୁଣି ଜିତିବି ବୋଲି ଫୁଲ୍ ଦମ୍ରେ କହିଛନ୍ତି ପ୍ରଶାନ୍ତ ।’
ଏବେ ଉଭୟ ବାପା ଓ ପୁଅ ବିଜେପିରେ ଅଛନ୍ତି । ତେବେ ତେଲୁଗୁ ଭୋଟର ଦକ୍ଷିଣ ଓଡ଼ିଶାରେ ଥିବାରୁ ବିଆରଏସ ସେଥିପ୍ରତି ଫୋକସ ରଖିଛି ।
ଅନିଶ୍ଚିତତା ଭିତରେ ବରୁଣେଇ ପାଇକ ସ୍ମାରକୀ ନିର୍ମାଣ ପ୍ରକଳ୍ପ ।
ଅମଳ ଋତୁ ଆରମ୍ଭରୁ ଚାଷୀ ପିଠିରେ ପଡିଛି ଅଭାବୀ ବିକ୍ରିର ପ୍ରହାର। ବନ୍ୟା, ବାତ୍ୟା, ବିପର୍ଯ୍ୟୟରୁ ବଞ୍ଚାଇ ଚାଷୀ ନିଜ ଅସାଧ୍ୟ କଷ୍ଟ ଓ କୌଶଳ ବଳରେ ଯେଉଁ ସୁନା ଫଳେଇଛି ତା’ର ମୂଲ୍ୟ ବୁଝିବାକୁ କେହି ନାହିଁ।
ଗତଥର ୬୭ କୋଟି, ଏଥର ପ୍ରାୟ ୧୧ ଶହ କୋଟି । ଡିଏମ୍ଏଫ୍ ଫଣ୍ଡ ବିନିଯୋଗ ଉପରେ ବର୍ଷିଲେ ବିରୋଧୀ ।
ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି ।
ବିଜୁ ଯୁବ ବାହିନୀ ଭେଳିକି ପ୍ରସଙ୍ଗ ଉଖାରିଲା କଂଗ୍ରେସ୍ ।
ପୁଣି ତେଜିଲା ବିଜେପି-ବିଜେଡି ଚାଉଳ କଳି । ଚାଉଳ ହିସାବ ଦୋହରାଇ ରାଜ୍ୟକୁ ଅପରାଜିତାଙ୍କ ଟାର୍ଗେଟ୍ ।
ରାଜ୍ୟ ସରକାର ଲୋକଙ୍କ ଭ୍ରମିତ କରି ରଖିଛନ୍ତି, ଏଣୁ ଚାଉଳ କିଏ ଦେଉଛି ଜାଣିବା ଦରକାର ବୋଲି କହିଛନ୍ତି ଅପରାଜିତା ।
ପ୍ରେସମିଟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ସୂଚନା
ଫଣ୍ଡ୍ କାଟିବା ଅଭିଯୋଗ କରି ସାଲୁଜା ପାଟିତୁଣ୍ଡ କରିଛନ୍ତି ।
ରାଜ୍ୟ ସରକାରଙ୍କ ଶ୍ରେୟ ଉଦ୍ୟମକୁ ବିଜେପିର କାଉଣ୍ଟର । SHGଙ୍କୁ ଛାଡ଼ ହୋଇଥିବା ୧୧% ସୁଧରୁ ରାଜ୍ୟର ଭାଗ ମାତ୍ର ୪% ।
ସୁନ୍ଦରଗଡ଼ ଜିଲ୍ଲାରେ ୨୦ ବର୍ଷ ହେଲା ସରୁନି ଜନହିତକାରୀ କାମ ।
ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ବେସରକାରୀ ସ୍କୁଲ ଛୁଟି ।
ଜାନୁଆରୀ ଶେଷ ସପ୍ତାହରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ଓଡିଶା ଗସ୍ତରେ ଆସୁଛନ୍ତି।
ମଣ୍ଡିରେ କଟନିଛଟନୀ ସମସ୍ୟାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ମୁଣ୍ଡ ଟେକିଛି ଆନ୍ଦୋଳନ।