୨୦୨୪ରେ ଓଡ଼ିଶା ଦଖଲ ମିଶନରେ ବିଜେପିର ତ୍ରିମୂର୍ତ୍ତି ମୋଦି, ଶାହା ଓ ନଡ୍ଡା । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ଦୁଇ ଦୁଇ ଥର ଓଡ଼ିଶା ଗସ୍ତ ପରେ ଆସନ୍ତା ୨୬ରେ ଭଦ୍ରକ ଓ ଯାଜପୁର ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଫୋକସରେ ରହିଛି ଉପକୂଳ ଓଡ଼ିଶା । ଏହାର କିଛି ଦିନ ପରେ ପ୍ରାଧନମନ୍ତ୍ରୀ ମୋଦି ବି ଆସିବାର କାର୍ଯ୍ୟକ୍ରମ ରହିଛି ।
Published: Tanmay Kumar Mahalik
Last updated: 08 March 2023, 10:08 PM IST
ଭୁବନେଶ୍ୱର ମେଟ୍ରୋ ରେଲ୍ ପ୍ରକଳ୍ପର ଅନୁମୋଦନ ପୂର୍ବରୁ ଆଜି ମୁଖ୍ୟ ଶାସନ ସଚିବ, ଫାଇଭ୍ ଟି ସଚିବ, ବାଣିଜ୍ୟ ଓ ପରିବହନ ଏବଂ ନଗର ଉନ୍ନୟନ ବିଭାଗର ସଚିବ ମାନେ ଭୁବନେଶ୍ୱର ବିମାନ ବନ୍ଦରରୁ ତ୍ରିଶୁଳିଆ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ସ୍ଥିତିର ଅନୁଧ୍ୟାନ କରିଥିଲେ ।