Advertisment

ସରପଞ୍ଚଙ୍କ ଦୁର୍ଘଟଣାରେ ମୃତ୍ୟୁ ପଛରେ ରହିଛି କି ବଡ଼ ଷଡ଼ଯନ୍ତ୍ର ?

ଗତକାଲି ଜଣେ ସଂପର୍କୀୟଙ୍କ ଘରୁ ଭାଇ ସହ ଭୋଜିଖାଇ ଫେରିବାବେଳେ ହାଇୱା ଧକ୍କାରେ ବୀରରାମଚନ୍ଦ୍ରପୁର ସରପଞ୍ଚ ଦୀପା ବେହେରାଙ୍କ ମୃତ୍ୟୁ ହୋଇଛି। ଏହା ପଛରେ ଷଡ଼ଯନ୍ତ୍ର ଥିବା ପରିବାର ଲୋକେ କହିଥିବାବେଳେ ଭୋଜିକୁ ଯିବା ପୂର୍ବରୁ ଦୀପାଙ୍କ ଶେଷ ଇନଷ୍ଟା ରିଲସ ଚର୍ଚ୍ଚାର ବିଷୟ ହୋଇଛି।

author-image
Tanmay Kumar Mahalik

୫ବର୍ଷ ଭିତରେ ଗୋଟିଏ ରାଜନୈତିକ ପରିବାରର ୩ ଭାଇଙ୍କୁ ହତ୍ୟା,ଜଣେ ଭାଇଙ୍କ ରହସ୍ୟଜନକ ମୃତ୍ୟୁ ଏବଂ ଗତକାଲି ସେହି ପରିବାର ସରପଞ୍ଚ ଥିବା ବୋହୂଙ୍କ ଅକାଳ ମୃତ୍ୟୁକୁ ନେଇ ଏବେ ପୁରୀ ସତ୍ୟବାଦୀ ଅଞ୍ଚଳରେ ଜୋରଦାର ଚର୍ଚ୍ଚା । ଗତକାଲି ଜଣେ ସଂପର୍କୀୟଙ୍କ ଘରୁ ଭାଇ ସହ ଭୋଜିଖାଇ ଫେରିବାବେଳେ ହାଇୱା ଧକ୍କାରେ ବୀରରାମଚନ୍ଦ୍ରପୁର ସରପଞ୍ଚ ଦୀପା ବେହେରାଙ୍କ ମୃତ୍ୟୁ ହୋଇଛି। ଏହା ପଛରେ ଷଡ଼ଯନ୍ତ୍ର ଥିବା ପରିବାର ଲୋକେ କହିଥିବାବେଳେ ଭୋଜିକୁ ଯିବା ପୂର୍ବରୁ ଦୀପାଙ୍କ ଶେଷ ଇନଷ୍ଟା ରିଲସ ଚର୍ଚ୍ଚାର ବିଷୟ ହୋଇଛି।

Advertisment
Road Accident Murder
Advertisment
Advertisment