• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Vote Bank Politics

vote bank politics
ଗ୍ରାମାଞ୍ଚଳ ଭୋଟ ଟାଣିବାକୁ ସରକାରଙ୍କ ପ୍ରୟାସ

ନବୀନ ଓଡ଼ିଶା ସ୍କିମ୍ ନାଁରେ ଭୋଟ୍ ନେବାକୁ ଉଦ୍ୟମ । ଗ୍ରାମାଂଚଳ ଭୋଟ୍ ଉପରେ ବିଜେଡିର ଆଖି । ଧର୍ମୀୟ ଭାବାବେଗ କାର୍ଡ ଖେଳିବା ସହ ଯୁବ ଭୋଟର ଉପରେ ଫୋକସ୍ ।

vote bank politics
ନବୀନ ଓଡ଼ିଶା ସ୍କିମ୍ ନାଁରେ ଭୋଟ୍ ନେବାକୁ ଉଦ୍ୟମ, ଗ୍ରାମାଂଚଳ ଭୋଟ୍ ଉପରେ ବିଜେଡିର ଆଖି

ଗ୍ରାମାଞ୍ଚଳ ଭୋଟ୍ ଟାଣିବାକୁ ରାଜ୍ୟ ସରକାରଙ୍କ 'ଆମ ଓଡିଶା ନବୀନ ଓଡ଼ିଶା' ଯୋଜନା । ପୂର୍ବରୁ ପ୍ରଚଳିତ ଆମ ଗାଁ, ଆମ ବିକାଶ ଯୋଜନାକୁ ସଂଶୋଧନ କରି ଏହି ନୂଆ ଯୋଜନା ଅଣାଯାଇଛି । ଯେଉଁଥିରେ ପ୍ରତି ପଂଚାୟତକୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଅନୁଦାନ ମିଳିବ । ଯାହାକୁ ନେଇ ତେଜିଛି ରାଜନୀତି । ବିଜେପି ଏହାକୁ ଆମ ଓଡ଼ିଶା, ୫୦ ପ୍ରତିଶତ ପିସି ଓଡ଼ିଶା ବୋଲି କହି କଡା ସମାଲୋଚନା କରିଥିବା ବେଳେ କଂଗ୍ରେସ କହିଛି ନିର୍ବାଚନକୁ ଦୃଷ୍ଟି ରଖି ଏହି ଯୋଜନା ଆସିଛି । ରାଜନୈତିକ ସମୀକ୍ଷକଙ୍କ ମତରେ ସ୍କିମ୍ ର ନାଁ ନବୀନ ଓଡ଼ିଶା ହୋଇଥିବାରୁ ନବୀନ ବ୍ରାଣ୍ଡକୁ ଆଗକୁ ନେବାକୁ ଉଦ୍ୟମ କରାଯାଇଛି।...

BJD
ବିଜେଡିର ସୋସିଆଲ୍ ମିଡିଆ କ୍ୟାଂପେନରେ ନାହାନ୍ତି ନବୀନ !

୨୪ ବର୍ଷ କ୍ଷମତାରେ ରହିବା ପରେ ବିଜେଡିକୁ କାହିଁକି ଶଙ୍ଖ ମୋ ଗର୍ବ ବୋଲି କହିବାକୁ ପଡ଼ିଲା ବୋଲି ପ୍ରଶ୍ନ ଉଠିଛି । କୁହାଯାଉଛି, ବିଜେଡିକୁ ଏବେ ଭବିଷ୍ୟତ ଚିନ୍ତା ଘାରିଥିବାରୁ, ସେଇଥିପାଇଁ ଏ କ୍ୟାମ୍ପେନ୍ । ସେପଟେ ବିଜେପି ବି ସୋସିଆଲ୍ ମଡିଆରେ ଏହାକୁ ଭିନ୍ନ ବାଗରେ କାଉଣ୍ଟର କରିଛି ।