• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Drowning Deaths

Kuakhai River
ମୁଣ୍ତ ନେଉଛି କୁଆଖାଇ; ପାର୍ବଣ ଋତୁରେ ୨୭ ଜଣଙ୍କ ମୃତ୍ୟୁ

ଫଳକ ଅଛି ହେଲେ କେବଳ ନାମକୁ ମାତ୍ର । ନଦୀ ଆଁରେ ଗଲାଣି ଅନେକଙ୍କ ଜୀବନ । ବର୍ଷକର ସବୁ ସମୟ ନ ହେଲେ ବି ପାର୍ବଣରେ ଏନେକଙ୍କ ଜୀବନ ହାନି ଘଟୁଛି ।

970 people have drowned to death in last 3 years in Odisha
ପାଣିରେ ବୁଡ଼ି ପ୍ରାଣହାନୀ ମାମଲା; ରାଜ୍ୟରେ ୩ ବର୍ଷରେ ୯୭୦ ଜଣଙ୍କ ମୃତ୍ୟୁ

ଗୋଟିଏ କି ଦୁଇଟି ଘଟଣା ନୁହେଁ, ଜଣେ କି ଦୁଇ ଜଣ ନୁହଁନ୍ତି ଗତ ୩ ବର୍ଷରେ ୯୭୦ ଜଣଙ୍କ ହୋଇଛି ସଲୀଳ ସମାଧି । ଏକଥା ଆମେ କହୁନୁ । ଗୃହରେ ଏଭଳି ଉଦବେଗଜନକ ତଥ୍ୟ ରଖିଛନ୍ତି ରାଜ୍ୟ ଗୃହରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ।

Ayodhya
ସରଜୁ ନଦୀ ଘାଟରେ ବୁଡ଼ ପକାଇବା ବେଳେ ଅଘଟଣ : ବୁଡ଼ିଗଲେ ଗୋଟିଏ ପରିବାରର ୧୨ଜଣ

ବୁଡ଼ ପକାଇବା ବେଳେ ଅଘଟଣ । ଉତ୍ତରପ୍ରଦେଶ ଅଯୋଧ୍ୟାରେ ସରଜୁ ନଦୀର ଗୁପ୍ତାର ଘାଟରେ ବୁଡ଼ ପକାଇବା ବେଳେ ଗୋଟିଏ ପରିବାରର ୧୨ଜଣ ବୁଡ଼ି ଯାଇଛନ୍ତି । ସେମାନଙ୍କ ମଧ୍ୟରୁ ୬ ଜଣଙ୍କୁ ମୃତ୍ୟୁ ହୋଇ ଯାଇଛି ଏବଂ ୩ ଜଣଙ୍କୁ ଉଦ୍ଧାର କରାଯାଇଛି । ଉଦ୍ଧାର କରାଯାଇଥିବା ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି ଏବଂ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।