• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Politics Updates

J. P. Nadda
ନୂଆ MLAଙ୍କ କ୍ଲାସ୍ ନେବେ ନଡ୍ଡା

ନୂଆ MLAଙ୍କ କ୍ଲାସ୍ ନେବେ ନଡ୍ଡା, ଦେବେ ପଲିଟିକାଲ୍ ସକ୍ସେସ ମନ୍ତ୍ର । ଆସନ୍ତା ୧୭ ଓ ୧୮ ଦୁଇଦିନ ଧରି ଚାଲିବ ବିଧାନସଭାରେ ବିଧାୟକଙ୍କ ତାଲିମ୍ କର୍ମଶାଳା ।  

No Confidence Motion
ସଂଗଠନ ଚିନ୍ତାରେ ବିଜେଡି, ହାତରୁ ଖସୁଛି ଗୋଟିଏ ପରେ ଗୋଟିଏ ପୌର ସଂସ୍ଥା

ଭବାନୀପାଟଣା ପରେ ନିମାପଡ଼ା NAC ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା । ଯୁବ-ବରିଷ୍ଠଙ୍କୁ ଏକାଠି କଲାବେଳକୁ ଘାଇଲା କରୁଛି ଗୋଷ୍ଠୀ କନ୍ଦଳ ।

Naveen trying to make his presence felt
କଳା ବାଦଲ ଆଢୁଆଳେ ସତ୍ତା ଖୋଜୁଛନ୍ତି ନବୀନ

ରାଜ୍ୟରେ ମୋହନ ଚରଣ ମାଝିଙ୍କ ନେତୃତ୍ୱାଧୀନ ଭାରତୀୟ ଜନତା ପାର୍ଟି (ବିଜେପି) ସରକାର ଇତି ମଧ୍ୟରେ କ୍ଷମତାରେ ଦୁଇ ମାସ ପୂର୍ଣ୍ଣ କରିବା ପାଇଁ ଯାଉଛି । ଏହା ମଧ୍ୟରେ ଦଳ ନିର୍ବାଚନ ପୂର୍ବରୁ ଦେଇଥିବା କିଛି ପ୍ରମୂଖ ପ୍ରତିଶ୍ରୁତି ପାଳନ କରିସାରିଛି ଏବଂ ଆଉ କିଛି ପ୍ରତିଶ୍ରୁତି ରକ୍ଷା କରିବା ପାଇଁ ନିଷ୍ପତି ନେଇସାରିଛି ।

In Odisha politics is seeing 'surprise' and 'return surprise'
ଓଡ଼ିଶା ରାଜନୀତିରେ ଦେଖିବାକୁ ମିଳୁଛି ଗୋଟିଏ ପରେ ଗୋଟିଏ ‘ସର୍‌ପ୍ରାଇଜ୍‌’, ବଢୁଛି ଉତ୍କଣ୍ଠା

ମମତା ମହାନ୍ତ ଉଭୟ ଦଳ ଓ ରାଜ୍ୟସଭା ସଦସ୍ୟତାରୁ ଇସ୍ତଫା ଦେଇ ଏବଂ ବିଜେପିରେ ମିଶି ସମସ୍ତଙ୍କୁ ‘ସର୍‌ପ୍ରାଇଜ୍‌’ ଦେଇଛନ୍ତି। ସେହିଭଳି ନିର୍ବାଚନ ପରେ ଅଚାନକ ନବୀନଙ୍କ ଆକ୍ଟିଭ୍‌ନେସ୍‌ ମଧ୍ୟ ଆଣିଛି ସର୍‌ପ୍ରାଇଜ୍‌ ! ଏହା ଛଡା ଆହୁରି ନୂଆ ନୂଆ ସର୍‌ପ୍ରାଇଜ୍‌ ସାମ୍ନାକୁ ଆସୁଛି!

Sujeet Kumar
କେନ୍ଦ୍ରକୁ ସୁଜିତ କୁମାରଙ୍କ ପ୍ରଶଂସା, ବିଜେପି ଆଡକୁ ଢଳୁଛନ୍ତି କି ବିଜେଡି ସାଂସଦ ?

ମମତା ମହାନ୍ତଙ୍କ ରାସ୍ତାରେ କି ସୁଜିତ୍ କୁମାର ? ରାଜ୍ୟକୁ ମିଳିଥିବା ନୂଆ ରେଳପ୍ରକଳ୍ପ ପାଇଁ କେନ୍ଦ୍ରକୁ ସୁଜିତଙ୍କ ପ୍ରଶଂସା ।

VK Pandian
ଆଇନ ମନ୍ତ୍ରୀଙ୍କ ବଡ଼ ବୟାନ; କହିଲେ, ପାଣ୍ଡିଆନଙ୍କ ହେଲିକେପ୍ଟର୍ ଖର୍ଚ୍ଚର ହେବ ତଦନ୍ତ

ପାଣ୍ଡିଆନଙ୍କ ଉପରେ ତଦନ୍ତକୁ ନେଇ ପୁଣି ଦୋହରାଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଭିକେ ପାଣ୍ଡିଆନ ହେଲିକପ୍ଟର ପିଛା କେତେ ଖର୍ଚ୍ଚ ହୋଇଛି ସେନେଇ ସମ୍ପୂର୍ଣ୍ଣ ତଦନ୍ତ ହେବ ।

BJD
ବିଜେଡିକୁ ଘାରୁଛି ଅନାସ୍ଥା ଭୟ

ଅନାସ୍ଥା ପଲିଟିକ୍ସ ନେଇ ସରଗରମ ରାଜ୍ୟ ରାଜନୀତି। ସିଟ୍ ହରାଇବା ଭୟ ଘାରିଲାଣି ବିଜେଡିକୁ। ନିଜ ଗଡ଼ ବଞ୍ଚାଇବା ପାଇଁ ପୌର ପ୍ରତିନିଧିଙ୍କୁ ନେଇ ବୈଠକ କରିଛି ଦଳ।

VK Pandian
ପାଣ୍ଡିଆନ୍‌ଙ୍କ ହେଲିପ୍ୟାଡ୍ ପାଇଁ କେମିତି ଉଡ଼ିଛି ଆଖିବୁଜା ଅର୍ଥ ?

ତତ୍କାଳୀନ 5T ସଚିବ ଭି.କେ. ପାଣ୍ଡିଆନଙ୍କ ହେଲିକପଟରରେ ଉଡିବା ପାଇଁ ନା କେବଳ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି, ବରଂ ହେଲପ୍ୟାଡ୍, ବ୍ୟାରିକେଡ୍ ଓ ସଭାସ୍ଥଳ ନିର୍ମାଣରେ ବି ରାଜକୋଷରୁ ଖର୍ଚ୍ଚ ହୋଇଛି ପାଣି ଭଳି ଟଙ୍କା।

VK Pandian
ପାଣ୍ଡିଆନ୍‌ଙ୍କ ହେଲିପ୍ୟାଡ୍ ପାଇଁ କେମିତି ଉଡ଼ିଛି ଆଖିବୁଜା ଅର୍ଥ ? RTIରୁ ମିଳିଲା ଆଖି ଖୋସା ତଥ୍ୟ

ତତ୍କାଳୀନ 5T ସଚିବ ଭି.କେ. ପାଣ୍ଡିଆନଙ୍କ ହେଲିକପଟରରେ ଉଡିବା ପାଇଁ ନା କେବଳ କୋଟି କୋଟି ଟଙ୍କା ଖର୍ଚ୍ଚ ହୋଇଛି, ବରଂ ହେଲପ୍ୟାଡ୍, ବ୍ୟାରିକେଡ୍ ଓ ସଭାସ୍ଥଳ ନିର୍ମାଣରେ ବି ରାଜକୋଷରୁ ଖର୍ଚ୍ଚ ହୋଇଛି ପାଣି ଭଳି ଟଙ୍କା।

BJD
ବିଜେଡିକୁ ଘାରୁଛି ଅନାସ୍ଥା ଭୟ, ଗୋଠ ଏକାଠି ରଖିବାକୁ ନବୀନଙ୍କ ପରାମର୍ଶ

ଅନାସ୍ଥା ପଲିଟିକ୍ସ ନେଇ ସରଗରମ ରାଜ୍ୟ ରାଜନୀତି। ସିଟ୍ ହରାଇବା ଭୟ ଘାରିଲାଣି ବିଜେଡିକୁ। ନିଜ ଗଡ଼ ବଞ୍ଚାଇବା ପାଇଁ ପୌର ପ୍ରତିନିଧିଙ୍କୁ ନେଇ ବୈଠକ କରିଛି ଦଳ।

 BJD
କେନ୍ଦୁଝରରେ ଶୂନ ହୋଇଯିବ କି ବିଜେଡି ?

କେନ୍ଦୁଝରରେ ଶୂନ ହୋଇଯିବ କି ବିଜେଡି ? ସଦର ଓ ବାଂଶପାଳର ବିଜେଡି ନେତା ଓ କର୍ମୀ ବିଜେପି ମୁହାଁ  । ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ଭେଟିଲେ ମୁଖ୍ୟମନ୍ତ୍ରୀଙ୍କୁ ।

  • Friday, 09 August 2024
  • BJD
MP Funds
ଯାଜପୁରରେ ରାଜ୍ୟସଭା ସାଂସଦ ପାଣ୍ଠି ବର୍ଷା

ଯାଜପୁରରେ ରାଜ୍ୟସଭା ସାଂସଦ ପାଣ୍ଠି ବର୍ଷା। ୪ ବର୍ଷରେ ଏଇ ଗୋଟିଏ ଜିଲ୍ଲାକୁ ପ୍ରାୟ ୧୫ କୋଟି ଟଙ୍କାର ପାଣ୍ଠି ଅଜାଡ଼ି ଦେଇଛନ୍ତି ୧୧ ସାଂସଦ। 

 BJD
ଭାଙ୍ଗୁଛି ବିଜେଡି ସଙ୍ଗଠନ; ବିଜେପି ମୁହାଁ ବିଜେଡି ନେତା ଓ କର୍ମୀ

କେନ୍ଦୁଝରରେ ଶୂନ ହୋଇଯିବ କି ବିଜେଡି ? ସଦର ଓ ବାଂଶପାଳର ବିଜେଡି ନେତା ଓ କର୍ମୀ ବିଜେପି ମୁହାଁ  । ବିଜେଡି ସମର୍ଥିତ ସରପଞ୍ଚ ଓ ସମିତିସଭ୍ୟ ଭେଟିଲେ ମୁଖ୍ୟମନ୍ତ୍ରୀଙ୍କୁ ।

  • Friday, 09 August 2024
  • BJD
  • BJP
MP Funds
ସାମ୍ନାକୁ ଆସିଲା ସାଂଘାତିକ ତଥ୍ୟ, ଭେଟି ଦିଆଯାଉଥିଲା MP ଲ୍ୟାଡ୍

ଯାଜପୁରକୁ ରାଜ୍ୟସଭା ସାଂସଦ ପାଣ୍ଠି ବର୍ଷା । ୪ ବର୍ଷରେ ୧୧ ସାଂସଦ ଗୋଟିଏ ଜିଲ୍ଲାକୁ ଦେଇଛନ୍ତି ୧୪ କୋଟି ୮୨ ଲକ୍ଷ ଟଙ୍କା ।

VK Pandian
ବଢ଼ିଲା ପାଣ୍ଡିଆନଙ୍କ ଅଡ଼ୁଆ, ଧରାପଡ଼ିବ ହେଲିକପ୍ଟର ବୁଲା ଖର୍ଚ୍ଚ...!

ପାଣ୍ଡିଆନଙ୍କ ହେଲିକପ୍ଟର ବୁଲା ଖର୍ଚ୍ଚ କେଉଁଠୁ ଆସିଛି । କିଏ ବହନ କରିଛି ଏତେ ଟଙ୍କା ?

Rajya Sabha MP
ଯାଜପୁରକୁ ରାଜ୍ୟସଭା ସାଂସଦଙ୍କ ପାଣ୍ଠି ବର୍ଷା ! ୧୧ ସାଂସଦ ଦେଇଛନ୍ତି ୧୪ କୋଟିରୁ ଅଧିକ ଟଙ୍କା

ଖୋଲୁଛି ବବି ଓରଫ ପ୍ରଣବ ପ୍ରକାଶ ଦାସଙ୍କ ଯାଜପୁର ବିକାଶର ମଡେଲ୍ । ଖାଲି ମମତା ନୁହଁନ୍ତି ଗତ ୪ ବର୍ଷରେ ୧୧ ସାଂସଦ ଯାଜପୁରକୁ ଦେଇଛନ୍ତି ୧୪ କୋଟି ୮୨ ଲକ୍ଷ ୫୦ ହଜାରରୁ ଅଧିକ ଟଙ୍କା ।

BJD
ଅସଜଡା ଘର ସଜାଡିବାକୁ ବିଜେଡିର ପ୍ରୟାସ ଆରମ୍ଭ

ଆଗାମୀ ରଣନୀତି ନେଇ ପ୍ରସ୍ତୁତ ହୋଇଛି ରୋଡ ମ୍ୟାପ୍ ।

  • Thursday, 08 August 2024
BJD
ଦଳୀୟ କନ୍ଦଳ BJD ପାଇଁ ଚିନ୍ତା ଘାରିଛି, ସଂଗଠନ ସଜାଡ଼ିବାକୁ ନବୀନଙ୍କ ବୈଠକ

କଟାକ୍ଷ କରି ବିଜେପି କହିଛି, ପୂର୍ବରୁ ଦଳୀୟ ନେତାଙ୍କୁ ପଚାରୁ ନଥିବା ନବୀନ ଏବେ ଗଡ ଭୁଶୁଡୁଥିବା ଦେଖି ଘନ ଘନ ବୈଠକ କରୁଛନ୍ତି। 

BJD
ନିର୍ବାଚନର ଦୁଇ ମାସ ପରେ EVMକୁ ଦୋଷ ଦେଲେଣି ବିଜେଡି-କଂଗ୍ରେସ

ଟାମ୍ପରିଂ ହେଲା ୫୧ଟା ସିଟ୍ ପାଇଲେ କେମିତି। ଗତ ୨୪ ବର୍ଷରେ ବିଜେଡି କେତେ ଥର ଇଭିଏମ ଗଣ୍ଡଗୋଳ କରିଛି କହୁ ବୋଲି କହିଛି ବିଜେପି।

Mamata Mahanta - Boby Das
ସାଂସଦଙ୍କ ପାଣ୍ଠିକୁ ନେଇ ବିଜେଡିରେ ହଙ୍ଗାମା

ଅନୁମୋଦନ ପରେ ପାଣ୍ଠିକୁ କ୍ୟାନ୍ସଲ କରିଦେଇଥିଲେ ମମତା।

  • Wednesday, 07 August 2024
Naveen Patnaik
ପୁଣି ତେଜିଲା ନବୀନ ଓ କୋଇଲା ଦୁର୍ନୀତି ଅଭିଯୋଗ ରାଜନୀତି

ତଳାବିରା-୧ କୋଇଲା ଖଣି ପାଇଁ ପରିବେଶ ମଞ୍ଜୁରୀ ହାତେଇବାକୁ ମନ୍ତ୍ରାଳୟର ଅଧିକାରୀମାନଙ୍କୁ ହିଣ୍ଡାଲକୋ ମୋଟା ଅଙ୍କର ଲାଞ୍ଚ ଦେବା ଅଭିଯୋଗକୁ ନେଇ ତଦନ୍ତ ଆରମ୍ଭ କରିଥିଲା ସିବିଆଇ।

  • Wednesday, 07 August 2024
Mamata Mahanta - Boby Das
ମମତାଙ୍କ ସାଂସଦ ପାଣ୍ଠିକୁ ଯାଜପୁରରେ ଖର୍ଚ୍ଚ କରିବାକୁ ବାଧ୍ୟ କରୁଥିଲେ ବବି !

'ମମତାଙ୍କ ସାଂସଦ ପାଣ୍ଠିକୁ ନିଜ ଜିଲ୍ଲାରେ ଖର୍ଚ୍ଚ କରିବାକୁ ଯୋଜନା କରିଥିଲେ ବବି । ହେଲେ ମମତା କ୍ୟାନସଲ କରିବା ପରେ ବଢ଼ିଥିଲା ବିବାଦ ।'

 Rajya sabha
ପ୍ରକାଶ ପାଇଲା ବିଜ୍ଞପ୍ତି; ୩ରେ ରାଜ୍ୟସଭା ଉପନିର୍ବାଚନ, କିଏ ଯିବେ ? 

ସେପ୍ଟେମ୍ବର ୩ରେ ରାଜ୍ୟସଭା ଉପନିର୍ବାଚନ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଓଡ଼ିଶାର ଗୋଟିଏ ଆସନ ପାଇଁ ହେବ ଉପନିର୍ବାଚନ ।

BJD
୧୫ ଜଣିଆ କମିଟିରୁ ବାଦ ପଡିଲେ ବବି-ସଞ୍ଜୟ-ଅତନୁ-ରାଜା ସ୍ୱାଇଁ-ମାନସ ମଙ୍ଗରାଜ

ଭୁବନେଶ୍ୱର ମହାନଗର ନିଗମର ଟାଣୁଆ କର୍ପୋରେଟର ଅମରେଶ ଜେନା ଖୋଲାଖୋଲି ଭାବେ କହିଛନ୍ତି, ଯେ କମିଟିରେ ଯୁବ ବର୍ଗଙ୍କୁ ଅଧିକ ସୁଯୋଗ ମିଳିବାର ଥିଲା । 

  • Tuesday, 06 August 2024
Odisha Politics
୨୪ ନିର୍ବାଚନରେ ବିଜେଡି ଖର୍ଚ୍ଚ କରିଛି କେତେ ଟଙ୍କା ?

୨ଟି ବିଧାନସଭା ଆସନରୁ ଲଢିଥିବା ସୁପ୍ରିମୋ ନବୀନ ପଟନାୟକ ନେଇଥିଲେ ୬୦ ଲକ୍ଷ ଟଙ୍କା।

  • Tuesday, 06 August 2024