Odisha Politics
ବର୍ଷ ୨୦୨୪ରେ କଡ଼ ଲେଉଟାଇଥିଲା ରାଜ୍ୟ ରାଜନୀତି । ସବୁଠୁ ବଡ଼ କଥା ହେଲା, ୨୦୨୪ରେ ଗଡ଼ିଥିଲା ୨୪ବର୍ଷର ବିଜେଡି ସରକାର । ସ୍ପଷ୍ଟ ବହୁମତ ସହ ଏକାକୀ ସରକାର ଗଠନ କରିଥିଲା ବିଜେପି । ତେଣୁ ସ୍ଥିତି ବଦଳିବା ସହ ସମସ୍ତ ରାଜନୈତିକ ଦଳ ଆଗରେ ବର୍ଷ ୨୦୨୫ ପାଇଁ ବଦଳିଛି ସମ୍ଭାବନା ଆଉ ଚ୍ୟାଲେଞ୍ଜ ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)