ମିଛ ତ ମିଛ..ପୁଣି ଡାହା ମିଛ..ନିର୍ବାଚନୀ ଯେତିକି ପାଖେଇ ଆସୁଛି, ସେତିକି ମିଛ ପ୍ରଚାରର ସୌଦାଗର ସାଜିଛନ୍ତି ରାଜ୍ୟ ସରକାର।
ମହିଳା ଭୋଟ୍କୁ ନେଇ ଭୟଭୀତ କି ବିଜେଡି? ଭାଙ୍ଗୁଛି କି ବିଜେଡିର SHG ଭୋଟ୍ ବ୍ୟାଙ୍କ? କାହିଁକି ମିଶନ ଶକ୍ତି ମହିଳାଙ୍କୁ ଦିଆଯାଉଛି ଗୋଟିଏ ପରେ ଗୋଟିଏ ଥୋପ ? SHG ସଦସ୍ୟାଙ୍କୁ ୟୁନିଫର୍ମ ପାଇଁ ଟଙ୍କା ଦେବାକୁ କ୍ୟାବିନେଟ ନିଷ୍ପତ୍ତି ପଛରେ ସରକାରଙ୍କ କଣ ଷ୍ଟ୍ରାଟେଜି ?
ନିର୍ବାଚନ ବଣ୍ଡ ସ୍କିମ୍କୁ ସୁପ୍ରିମକୋର୍ଟଙ୍କ ଅସାମ୍ବିଧାନିକ ଘୋଷଣା ପରେ ଏବେ ବଡ଼ ଟେନସନରେ ବିଜେଡି। କେଉଁଠୁ ଚାନ୍ଦା ଆକାରରେ ଆସିଛି କେତେ ଟଙ୍କା ? କିଏ ଦେଇଛି ଓ କେଉଁ ଆକାରରେ ଦେଇଛି ?
ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପରେ CECଙ୍କ ସୂଚନା...‘ବୁଥରେ ହିଂସା ରୋକିବାକୁ ବ୍ୟବହାର ହେବ ସି-ଭିଜିଲ୍ ଆପ୍...ସବୁ ପଲିଟିକାଲ ପାର୍ଟିଙ୍କ ପ୍ରତି ସମାନ ମନୋଭାବ ପୋଷଣ’
ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଥିବା ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି।
କଂଗ୍ରେସ ଛାଡ଼ିପାରନ୍ତି ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ। ସେ ତାଙ୍କ ପୁଅ ନକୁଲନାଥ ବିଜେପିରେ ଯୋଗ ଦେବା ନେଇ ଏବେ ଲାଗିରହିଛି ଚର୍ଚ୍ଚା।
ଗତ ୧୫ ତାରିଖରେ ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡି ରେଡ୍ କରିଥିଲା।
ବିଜେପିର ରାଷ୍ଟ୍ରୀୟ ଅଧିବେଶନରେ ପ୍ରଥମେ ରାଷ୍ଟ୍ରୀୟ ପଦାଧିକାରୀ ବୈଠକ ବସିବ। ଏଥିରେ ଓଡ଼ିଶାର ଚାରି ଜଣ ନେତା ଭାଗ ନେବେ।
କଥା କଟାକଟିରୁ ଉପୁଜିଥିଲା ମୁହାଁମୁହିଁ ପରିସ୍ଥିତି। ପୂର୍ବତନ ସରପଞ୍ଚ ସାଗରିକା ସେଠୀ ୱାର୍ଡସଭ୍ୟ ଗୌରାଙ୍ଗକୁ ଚପଲରେ ପିଟିଥିଲେ। ପୂର୍ବତନ ସରପଞ୍ଚ ଏବଂ ୱାର୍ଡସଭ୍ୟ ଉଭୟ ମରାମରି ହୋଇଥିଲେ।
ରାଜ୍ୟରେ କେତେ ଇଭିଏମ ମେସିନ ଅଛି ଆଉ କେତେ ଦରକାର, ପର୍ଯ୍ୟାପ୍ତ ସଂଖ୍ୟକ ସୁରକ୍ଷାକର୍ମୀ ଅଛନ୍ତି ନା ନାହିଁ ଏସବୁର ତଦାରଖ କରୁଛନ୍ତି।
ଗତ ମାସ ୧୮ ତାରିଖରୁ ସାମୂହିକ ଛୁଟିରେ ରହି କାର୍ଯ୍ୟବନ୍ଦ ଆନ୍ଦୋଳନରେ ପ୍ରାଣୀ ଚିକିତ୍ସକ । ସାରା ରାଜ୍ୟରୁ ଆସୁଛି ପ୍ରାଣୀ ଚିକିତ୍ସା ଅବ୍ୟବସ୍ଥାର ପୁଳା ପୁଳା ଚିତ୍ର । କେଉଁଠି କୁକୁଡ଼ା ମରିପଡ଼ିଲେଣି ତ କେଉଁଠି ଚିକିତ୍ସା କରାଇ ନ ପାରି ଗାଇଗୋରୁଙ୍କୁ ହସ୍ପିଟାଲରୁ ଫେରାଇ ନେବାକୁ ବାଧ୍ୟ ହେଉଛନ୍ତି ଚାଷୀ । ମାତ୍ର ମନ୍ତ୍ରୀଙ୍କ ଅଜବ ଉତ୍ତର ଆମେ ୧୨ ଶହ ବଢ଼େଇରେ ଦାୟୀ, ପୁଅରେ ନୋହୁଁ
୨୪ ପାଇଁ କେତେ ପ୍ରସ୍ତୁତ ? ସାଧାରଣ ନିର୍ବାଚନକୁ ଆଉ ୨ ମାସରୁ କମ୍ ସମୟ । ଭୋଟ୍ ଗ୍ରହଣ ପାଇଁ କେମିତି ଚାଲିଛି ସଜବାଜ ? ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ଇସି ଟିମ୍ ।
ସାଧାରଣ ନିର୍ବାଚନକୁ ମଝିରେ ଦୁଇ ମାସରୁ କମ୍ ସମୟ। ତେବେ ଭୋଟ ଗ୍ରହଣ ପାଇଁ କେମିତି ଚାଲିଛି ସଜବାଜ, ବିଭିନ୍ନ ରାଜ୍ୟକୁ ଯାଇ ପ୍ରସ୍ତୁତିର ଅନୁଧ୍ୟାନ କରୁଛନ୍ତି ନିର୍ବାଚନ କମିଶନଙ୍କ ଟିମ୍। ଓଡ଼ିଶାରେ ଲୋକସଭା ସହ ବିଧାନସଭା ଲାଗି ବି ନିଆଯିବ ଭୋଟ। ଫଳରେ ଅଧିକ ମାନବସମ୍ବଳ ସାଙ୍ଗକୁ ବଡ଼ ଘରଣର ପ୍ରସ୍ତୁତି ବି ଆବଶ୍ୟକ।
ୟୁନିଫର୍ମ ବାବଦରେ ୧ ହଜାର ଟଙ୍କା ଦେବେ ରାଜ୍ୟ ସରକାର।
ଇଟାଲୀରେ ଅଛି କି ସୋନିଆଙ୍କ ସମ୍ପତ୍ତି ? ତେବେ ସୋନିଆଙ୍କର ସମ୍ପତ୍ତି ମୂଲ୍ୟ କେତେ...୫ ବର୍ଷରେ ବଢିଛି ୭୨ ଲକ୍ଷ...ଜାଣନ୍ତୁ କେତେ ରହିଛି ସୁନା ଓ ରୂପା...
କୃଷକ ସଂଗଠନର ଏହି ଆନ୍ଦୋଳନ ଡାକରାରେ କେନ୍ଦ୍ରୀୟ ଟ୍ରେଡ୍ ୟୁନିଅନ୍ ମାନଙ୍କର ମିଳିତ ମଞ୍ଚ, ସ୍ୱାଧୀନ ଫେଡେରେସନ୍ ସମୁହ ସାମିଲ ହୋଇଛନ୍ତି।
ଖାଲି ସେତିକି ନୁହେଁ ଇନ୍କମ୍ଟାକ୍ସ ବିଭାଗ ୨୧୦ କୋଟି ଟଙ୍କାର ରିକଭରୀ ମାଗିଛି । କ’ଣ ଚାଲିଛି ଏ ଦେଶରେ ବୋଲି କଂଗ୍ରେସ ପକ୍ଷରୁ ପ୍ରଶ୍ନ କରିଛନ୍ତି ମାକେନ୍ ।
ଆକ୍ରୋଶମୂଳକ ଭାବେ ଇଡି ଚଢ଼ାଉ କରାଯାଇଛି। ନିର୍ବାଚନ ପୂର୍ବରୁ ଏଭଳି ଚଢ଼ାଉ କରିବା ପଛର ଅର୍ଥ କ’ଣ ବୋଲି କହିଛନ୍ତି ପ୍ରଫୁଲ୍ଲ।
ରାତିର ଅନ୍ଧାରରେ ଗାଁ ବୁଲି ସମସ୍ୟା ବୁଝିଲେ। ପୁଣି ପ୍ରଶାସନକୁ ଆଇନା ଦେଖାଇଲେ ରାଜ୍ୟପାଳ। ଖୋଲିଗଲା ରାଜ୍ୟ ସରକାରଙ୍କ ମିଛ ପ୍ରଚାରର ପୋଲ୍ !
ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ଦାଖଲ କଲେ ଅଶ୍ବିନୀ ବୈଷ୍ଣବ। ହେଲେ ଆସିଲାନି ବିଜେଡି। ଏପଟେ ବିଜେଡି ସମର୍ଥନ ପରେ ବି ଧନ୍ୟବାଦ ଦେଲେନି ରେଳ ମନ୍ତ୍ରୀ।
ଉତ୍ତର ଓଡ଼ିଶାର ପ୍ରାଚୀନ ତଥା ପ୍ରତିଷ୍ଠିତ ଯାନ୍ତ୍ରିକ ଏବଂ ବୈଷୟିକ ଶିକ୍ଷା ଅନୁଷ୍ଠାନ ବରପଦା ଇଞ୍ଜିନିୟରିଂ କଲେଜ ମହାଦୁର୍ନୀତି ମାମଲାରେ ପଶିଲା ଇଡି। ଜମି ଓ ଗାଡ଼ି କିଣା ବାବଦରେ ୨୦ କୋଟିରୁ ଅଧିକ ଟଙ୍କାର ଦୂର୍ନୀତି ମାମଲାରେ ଇଡ଼ି ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏବଂ ତାଙ୍କ ପୁଅଙ୍କ ଘର ସମେତ ରାଜ୍ୟର ୧୦ଟି ସ୍ଥାନରେ ଚଢ଼ାଉ କରିଛି।
ରାଜ୍ୟ ରାଜନୀତିର ଚର୍ଚ୍ଚିତ ଚେହେରା ପ୍ରଫୁଲ୍ଲ ସାମଲଙ୍କ ଘରେ ଇଡିର ଏଣ୍ଟ୍ରି। ବରପଦା ଇଞ୍ଜିନିୟରିଂ କଲେଜ ଦୁର୍ନୀତି ମାମଲାରେ ପଶିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ୨୦ କୋଟିରୁ ଅଧିକ ଟଙ୍କାର ମହାଦୁର୍ନୀତି ମାମଲାରେ ରାଜ୍ୟର ୧୦ଟି ସ୍ଥାନରେ ରେଡ୍।
ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ଦାଖଲ କଲେ ଅଶ୍ବିନୀ ବୈଷ୍ଣବ। ହେଲେ ଆସିଲାନି ବିଜେଡି। ଏପଟେ ବିଜେଡି ସମର୍ଥନ ପରେ ବି ଧନ୍ୟବାଦ ଦେଲେନି ରେଳ ମନ୍ତ୍ରୀ। ୨୦୧୯ର ଚିତ୍ର ୨୪ରେ ବଦଳିଗଲା
ଫାରୁକ୍ କହିଛନ୍ତି, ‘ମୁଁ ଭାବୁଛି ଜାମ୍ମୁ କାଶ୍ମୀରରେ ବିଧାନସଭା ଓ ଲୋକସଭା ନିର୍ବାଚନ ଏକାସାଙ୍ଗରେ ଅନୁଷ୍ଠିତ ହେବ। ତେବେ ଆଗାମୀ ନିର୍ବାଚନରେ ନ୍ୟାସନାଲ କନଫରେନ୍ସ ପାର୍ଟି ଏକାକୀ ନିର୍ବାଚନ ଲଢ଼ିବ ଏଥିରେ କୌଣସି ଦ୍ୱିମତ ନାହିଁ’।
ସାତ କେନ୍ଦ୍ରମନ୍ତ୍ରୀଙ୍କର ରାଜ୍ୟସଭା ଟିକେଟ କାଟିଲା ବିଜେପି । ଆସନ୍ତା ଏପ୍ରିଲରେ ଶେଷ ହେବାକୁ ଥିବା ସାତଜଣ କେନ୍ଦ୍ରମନ୍ତ୍ରୀଙ୍କୁ ରାଜ୍ୟସଭା ପାଇଁ ପୁନଃମନୋନୀତ କରାଯାଇନାହିଁ ।