• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Sura Routray S Son Manmath

Manmath Routray
ଅପରାଜିତାଙ୍କୁ ମନ୍ମଥଙ୍କ ଟାର୍ଗେଟ୍‌, ଶିକ୍ଷିତ ମହିଳାଙ୍କ ଶବ୍ଦ ନୁହେଁ ‘ବଡ଼ ବାବୁ ସାନ ବାବୁ’

ସାନ ବାବୁ ଓ ବଡ ବାବୁ ପ୍ରସଙ୍ଗ ଉଠାଇ ରାଜ୍ୟ ସରକାର ଓ ବିଜେଡି ଉପରେ ପ୍ରବଳ ବର୍ଷିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ମନ୍ମଥ ରାଉତରାୟ।

Sura Routray
ପୁଣି ସୁରଙ୍କୁ ସୋ' କଜ୍ ନୋଟିସ୍, ୨୪ ଘଣ୍ଟା ଭିତରେ ଉତ୍ତର ଦେବାକୁ ନିର୍ଦ୍ଦେଶ

ବିଜେଡିର ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ତଥା ନିଜ ସାନପୁଅ ମନ୍ମଥ ରାଉତରାୟଙ୍କ ପାଇଁ ସୁର ରାଉତରାୟ କ୍ରମାଗତ କ୍ୟାମ୍ପେନ୍ କରୁଥିବା ନଜରକୁ ଆସିଥିଲା ।

Bhubaneswar Politics
ଭୁବନେଶ୍ୱର ଦେଖିବ ବିଗ୍ ଫାଇଟ୍; ଅପରାଜିତା ବନାମ ମନ୍ମଥ

ଢେର୍ ଦିନ ଧରି ଶ୍ରୀମୟୀଙ୍କୁ ପ୍ରୋଜେକ୍ଟ କରି ହଠାତ୍ କାହିଁକି ପ୍ରାର୍ଥୀ ପରିବର୍ତ୍ତନ କଲା ବିଜେଡି ତାକୁ ନେଇ ବି ପ୍ରଶ୍ନ ଉଠିଛି। ଯାହାକୁ ନେଇ କଟାକ୍ଷ କରି ଅପରାଜିତା କହିଛନ୍ତି ଜୋ ଡର ଗୟା, ୱୋ ମର ଗୟା।

Bhubaneswar Politics
ଶ୍ରୀମୟୀଙ୍କୁ ପ୍ରୋଜେକ୍ଟ କଲେ, ମନ୍ମଥଙ୍କୁ ଧରାଇଲେ MP ଟିକେଟ୍

ଭୁବନେଶ୍ୱରରୁ ଅପରାଜିତାଙ୍କ ବିରୋଧରେ ସୁର ରାଉତରାୟଙ୍କ ପୁଅଙ୍କୁ ମଇଦାନକୁ ଓହ୍ଲାଇଲା ବିଜେଡି। ଆଜି ଦଳରେ ମିଶିବାର କିଛି ସମୟ ପରେ ବିଜେଡି ତାଙ୍କୁ ଟିକେଟ ଦେଇଛି। ତେବେ କଣ ହେବ ସମୀକରଣ, ତାକୁ ନେଇ ଚର୍ଚ୍ଚା।

Sura Routray
‘ସାନ ପୁଅ ବିଜେଡିକୁ ଯିବା ପରେ ମୋ ଆତ୍ମାକୁ ବାଧିଛି’

ମନ୍ମଥ ରାଉତରାୟ ଆଜି ବିଜେଡିରେ ଯୋଗ ଦେବା ପରେ, ଅତି କ୍ଷୋଭର ସହ ଗଣମାଧ୍ୟମ କ୍ୟାମେରା ସାମ୍ନାରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ବାପା ତଥା ବରିଷ୍ଠ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟ।

Manmath Routray
କଂଗ୍ରେସକୁ ଅଡୁଆ ସୁରଙ୍କ ଫ୍ୟାମିଲି ପଲିଟିକ୍ସ

କଂଗ୍ରେସକୁ କଣ୍ଟା ସୁର ରାଉତରାୟ ଫ୍ୟାମିଲି ପଲିଟିକ୍ସ। ପୁଅଙ୍କର ଗୋଟେ କଥା ତ ବାପାଙ୍କର ଆଉ ଗୋଟେ କଥା। ଏସବୁ ଭିତରେ ଆଜି ବିବାଦୀୟ ବୟାନକୁ ନେଇ ଦଳରୁ ନିଲମ୍ବନ ହୋଇଛନ୍ତି ସୁରଙ୍କ ସାନ ପୁଅ ମନ୍ମଥ ରାଉତରାୟ। ତେବେ ପ୍ରତିକ୍ରିୟା ରଖି ମୁଁ କେବେ କଂଗ୍ରେସରେ ନଥିଲି, ଆଉ ଏବେ ନିଷ୍ପତ୍ତି ବଦଳାଇବିନି ବୋଲି ମନ୍ମଥ କହିଛନ୍ତି। ସୁର କିନ୍ତୁ ଏବେ ବି କହୁଛନ୍ତି ପୁଅ କଂଗ୍ରେସରୁ ହିଁ ଲଢ଼ିବ।

Sura Routrays Son Manmath Routray
ସୁରଙ୍କ ଫ୍ୟାମିଲି ଡ୍ରାମା

କେଉଁ ଦଳରୁ ଲଢିବେ ସୁରଙ୍କ ପୁଅ ମନ୍ମଥ । ନିଷ୍ପତ୍ତିକୁ ନେଇ ବାପା-ପୁଅଙ୍କ ମଧ୍ୟରେ କଥା କଟାକଟି । ପୁଅ କହୁଛନ୍ତି କଂଗ୍ରେସରୁ ଲଢିବିନି । ବାପା କହୁଛନ୍ତି ଯଦି ଲଢିବୁ କଂଗ୍ରେସରୁ । ଏଣେ ବାପାଙ୍କ ସହ କଥାବାର୍ତ୍ତା ହୋଇନି, ଯଦି ମୋ ଆକଳନ ଭୁଲ ତେବେ ନିର୍ବାଚନ ଲଢ଼ିବି ନାହିଁ ବୋଲି ଆଜି ରୋକଠୋକ୍ କହିଛନ୍ତି ମନ୍ମଥ । ସୁରଙ୍କ ପରିବାରର ଏମିତି ରାଜନୈତିକ ହାଇଡ୍ରାମା କର୍ମୀ ଏବଂ ସଂଗଠନ ଉପରେ କଣ ପ୍ରଭାବ ପକାଇବ ତାକୁ ନେଇ ବି ଚର୍ଚ୍ଚା ଲାଗି ରହିଛି ।

Sura Routray's Son Manmath Routray
ମନ୍ମଥଙ୍କ ୟୁଟର୍ଣ୍ଣ ସୁରଙ୍କୁ ଅଡୁଆ; ବାପାଙ୍କ ଜିଦ୍‌ ଲଢ଼ିବୁ ଯଦି କଂଗ୍ରେସରୁ..

ମନ୍ମଥଙ୍କ ବୟାନ ପରେ ସୁରଙ୍କ ଘରେ ଆରମ୍ଭ ହୋଇଛି ରାଜନୈତିକ ହାଇଡ୍ରାମା । ଛିଡୁନି ନିର୍ବାଚନ ଲଢିବାର ଅଙ୍କ । ବାପା ପୁଅଙ୍କ ମତମତାନ୍ତରକୁ ନେଇ ବଢୁଛି ଦ୍ୱନ୍ଦ୍ୱ ।