ଦୈବ ୟାଙ୍କ ଭାଗ୍ୟରେ ଏମିତି ଦୁଃଖ ଦେଲା ଯେ, ଏବେ କାନ୍ଦି କାନ୍ଦି ଜିଉଁଛନ୍ତି ପୂରା ପରିବାର ।
ବନ ବିଭାଗର ଗୋଟିଏ ଲକ୍ଷ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଯେଭଳି ସର୍ବକାଳିନ ରେକର୍ଡ ସଂଖ୍ୟକ ଅଣ୍ଡାଦାନ ହୋଇପାରିବ ।
ବିଭିନ୍ନ ଆଳ ଦେଖାଇ ଓଟିଏମ୍କୁ ରାଜ୍ୟ ସରକାର ନିଜ ଦଖଲକୁ ନେଉନାହାନ୍ତି ବୋଲି ଅଫିସିଆଲ୍ ଲିକ୍ୟୁଡେଟର ଅଭିଯୋଗ କରିଥିଲେ ।
ରୋଜଗାର ବନ୍ଦ ହୋଇଗଲା । ପୂରା ପରିବାର ବେସାହାରା ହୋଇପଡିଲା ।
ପାଦେ ପାଦେ ଏମାନଙ୍କ ପ୍ରତି ରହିଛି ବିପଦ । କାରଣ ଦୁନିଆରେ କଣ ହେଉଛି କଣ ହେଉନି ଏମାନେ କିଛି ଜାଣନ୍ତି ନାହିଁ ।
ଜନ୍ମଦିନରେ ଯୋଗ ଦେଇଥିଲେ ୩୫୦ ଅତିଥି
ନିଆରା ବାହାଘର। ବେଦୀରେ ମନ୍ତ୍ର ପଢୁଥିଲେ ବ୍ରାହ୍ମଣ, ନିଜ ଅଫିସ କାମରେ ବ୍ୟସ୍ତ ଥିଲେ ବର। ଏମିତିକି ଆଶୀର୍ବାଦ ଦିଆଯାଉଥିବା ବେଳେ ଲାପଟପ୍ରେ ବ୍ୟସ୍ତ ଥିଲେ...ସୋସିଆଲ ମିଡିଆରେ ଭାଇରାଲ ହେଉଛି ଫଟୋ
ସାତ ଜନ୍ମର ସାଥୀ ହେବା ପାଇଁ ବେଦୀ ଉପରେ ବାହାଘର ଚାଲିଥିଲା । ବାହାଘର ବେଳେ ହଠାତ୍ ବର ବେଦୀ ମଝିରେ କନ୍ୟାକୁ କିସ୍ କରିଥିଲା । ଏହାପରେ ଯାହା ଘଟିଲା, ବୋଧହୁଏ ପୁଅ କେବେ ଆଶା କରିନଥିଲା ।
ବନ୍ଧୁ, ଯେଉଁଠି ମଣିଷ ତାର ସ୍ୱାର୍ଥ ପୂରଣ ପାଇଁ ଅନ୍ୟକୁ ପର କରିଦିଏ, ଆଜି ସେଠି ମଣିଷର ସାଥୀ ହୋଇଛି କୁକୁର। ପଶୁ ବୋଲି ସେ ସିନା କିଛି କହିପାରିବନି, ହେଲେ ମଣିଷର ଆଖି ତ ହୋଇପାରିବ, ଦେଖନ୍ତୁ ରିପୋର୍ଟ..
ପୁଅ ବିରୋଧରେ ଉପେନ୍ଦ୍ର ପ୍ରଶାସନର ଦ୍ୱାରସ୍ଥ ବି ହୋଇଥିଲେ । ହେଲେ କିଛି ଲାଭ ପାଇନଥିଲେ ।
ଭିଡିଓରେ ଜଣେ ଯୁବକ ଜଣେ ଯୁବତୀଙ୍କୁ ପ୍ରପୋଜ କରୁଛନ୍ତି । ଆଉ ଏଭଳି ପ୍ରପୋଜ୍ ଆପଣ କେବେ ଦେଖିନଥିବେ ।
ମଶାମାନେ ଲୋକ ଚିହ୍ନି ତାକୁ କାମୁଡ଼ିଥାନ୍ତି । ତେବେ ଆଜି ଆମେ ସେହି କଥା ଆପଣଙ୍କୁ କହିବୁ । କେଉଁମାନଙ୍କୁ ମଶାମାନେ ଅଧିକ କାମୁଡ଼ିଥାନ୍ତି ।
ଏକ ବିବାହ ଉତ୍ସବରେ ବ୍ୟକ୍ତି ଜଣକ ଯେଉଁପରି ଭାବେ ମାଧୁରୀଙ୍କ ଗୀତରେ ନାଚୁଛନ୍ତି, ତାହାକୁ ଦେଖି ସୋସିଆଲ୍ ମିଡିଆ ବ୍ୟବହାରକାରୀମାନେ କମେଣ୍ଟ୍ କରିବାରେ ଲାଗିଛନ୍ତି ଯେ ‘ଇଏ ମାଧୁରୀଙ୍କ ଠାରୁ ଆଦୌ କମ୍ ନୁହଁନ୍ତି’।
କଥାରେ ଅଛି ଯାହା ନହୋଇଥିବ ଅନ୍ୟ ଯୁଗରେ, ତାହା ହେବ କଳିଯୁଗରେ । ତାହାର ସଦ୍ୟତମ ଉଦାହରଣ ହେଉଛି ଏହି ଭିଡିଓ ।
ଆଶ୍ଚର୍ଯ୍ୟ ଲାଗିଲେ ବି ସତ...ରାଗିଗଲା ପରେ ଚପଲ ନେଇ ପଳାଉଛି ସାପ। ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ଆଇସକ୍ରିମ୍ ବାଲା ଉପରେ ପ୍ରବଳ ମାତ୍ରାରେ ରାଗିଯାଇଛି କୁନି ଝିଅ। କୋନ୍ ଆଇସକ୍ରିମ କାଠିକୁ ଧରି ମୁହଁକୁ ଦେଲା ଫୋପାଡି...ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ଆରେ ବାପ୍ରେ ବାପ୍ !! ବାହାଘରରେ ଜବରଦସ୍ତ ଠୁମକା ଲଗାଇଲେ ଏହି ବ୍ୟକ୍ତି...ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ
ଭାରତରେ ରୁଟି ଡାଲି ଆଜିକା ସମୟରେ ଏକ ସାଧାରଣ ଖାଦ୍ୟ ହୋଇଯାଇଛି। ଏହା କିନ୍ତୁ ଭାରତର ମୂଳ ଖାଦ୍ୟ ନୁହେଁ। ତେବେ ଏହା କେଉଁଠୁ ଆରମ୍ଭ ହୋଇଥିଲା ଓ କେବେ ପ୍ରଥମେ ଖିଆଯାଇଥିଲା, ଆସନ୍ତୁ ସେ ବିଷୟରେ ଜାଣିବା।
ଟିକଟକ୍ରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ମହିଳା ନାଚ ଜରିଆରେ କାହାଣୀ ବଖାଣୁଛି । ସେ ପୁଣି ଏମିତି ସେମିତି କାହାଣୀ ନୁହେଁ ବରଂ ନିଜ ସ୍ୱାମୀକୁ ହତ୍ୟା କରାଯାଇଥିବା କାହାଣୀ ।
ସବୁକିଛି ଠିକ୍ ଥିବା ପରେ ବି ହଠାତ୍ ତିନି ଭଉଣୀଙ୍କ ଗୋଡ ଆଉ କାମ କଲାନି କି ସେମାନେ ଆଉ ଚାଲି ବୁଲି ପାରିଲେନି ।
ସ୍ୱାମୀଙ୍କର ଏ ଅବସ୍ଥା ପାଇଁ ଦିନ ରାତି ଏକ କରି ସେବା କରୁଛନ୍ତି ସ୍ତ୍ରୀ । କିଡନୀ ଖରାପ ହୋଇଥିବାରୁ ବାଲେଶ୍ୱର ମେଡିକାଲରେ ଡାଇଲିସିସ୍ ବି ଚାଲିଛି ।
ଦୀର୍ଘ ଦିନର ଭଲ ପାଇବାର ଅନ୍ତ ଯେ ଏମିତି ଘଟିବ, ତାହା କେହି ବି ବିଶ୍ୱାସ କରିପାରିବେନି । ବାହା ହୋଇ ସୁଖର ସଂସାର କରିବା ପାଇଁ ସ୍ୱପ୍ନ ଦେଖିଥିବା ମଣିଷ ଯଦି ସେହି ମନର ମଣିଷକୁ ଅଧା ବାଟରେ ହରାଇ ଦିଏ। ତେବେ କେତେ ଯେ କଷ୍ଟ, ତାହା ଅଙ୍ଗେ ଲିଭାଇଥିବା ମଣିଷ ହିଁ ବୁଝିପାରିବ ।
ଭାଇଚାରାର ବଡ଼ ଉଦାହରଣ ! ନିର୍ବାଚନ ହାରିଯାଇଛନ୍ତି, ତଥାପି ପରାଜିତ ପ୍ରାର୍ଥୀଙ୍କୁ ସମ୍ମାନିତ କରାଯାଇଛି ।
ବାପା ପିଲାଙ୍କ ପାଇଁ କ’ଣ ଯେ ନକରନ୍ତି . . . ଏହି ଘଟଣାକୁ ସ୍ପଷ୍ଟ ହୋଇଯାଇଛି ।
ଆଃ !! ପ୍ରକୃତି କେତେ ସୁନ୍ଦର? ଇଏ ପୁଣି ବ୍ରିଟିଶ ଅମଳର ରାସ୍ତା..ଶୀତୁଆ ସକାଳେ ଏଇ ରାସ୍ତା ଦେଇ ଯିଏ ଯାଇଛି ସିଏ ମନ ଦେଇ ବସିଛି ।