• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Shocking Death

Shocking Death
ଛିଙ୍କିବା ପରେ ଚାଲିଗଲା ଜୀବନ ! ସିସିଟିଭିରେ କଏଦ୍‌ ହେଲା ପୂରା ଦୃଶ୍ୟ

ଏମିତି ବି ଆସେ ମୃତ୍ୟୁ । କେତେବେଳେ ଯେ ଆସିବ ଆଉ ଜୀବନ ନେଇଯିବ ।

Bengaluru
ହୃଦୟବିଦାରକ : ବେଙ୍ଗାଲୁରୁରେ ଗୋଟିଏ ପରିବାରର ୫ ମୃତ, ଆତ୍ମହତ୍ୟା ସନ୍ଦେହ

ମୃତକଙ୍କ ମଧ୍ୟରେ କୁନି ଝିର ମା’ ସିନଚନା(୩୪ ବର୍ଷ), ଜେଜେମା ଭାରତୀ(୫୧ ବର୍ଷ ), ମାଉସୀ ସିନ୍ଧୁରାଣୀ ( ୩୧ ବର୍ଷ) , ମାମୁ ମଧୁସାଗର(୨୧ ବର୍ଷ), ୯ ମାସର ଶିଶୁ ସାମିଲ ଅଛନ୍ତି । ମାମୁ ମଧୁସାଗର ଯେଉଁ ରୁମ୍‌ରେ ଫାଶୀ ଲଗାଇ ଝୁଲିଥିଲେ, ସେହିଠାରୁ କୁନି ଝିଅକୁ ଉଦ୍ଧାର କରାଯାଇଛି । ବର୍ତ୍ତମାନ ଚିକିତ୍ସା ପାଇଁ ତାକୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଚିକିତ୍ସା ସହ କୁନି ଝିଅର କାଉନସେଲିଂ ଆବଶ୍ୟକ ଆବଶ୍ୟକ ହେବ ବୋଲି ପୋଲିସ କହିଛି ।