ୟୁଟ୍ୟୁବ୍ରେ ଜଣେ ସାପ ଧରିବା କୌଶଳ ଦେଖି ବ୍ରିଟେନ୍ରୁ ଓଡ଼ିଶା ଆସିଛନ୍ତି ଏହି ଦମ୍ପତି । ଭଦ୍ରକରେ ରହୁଥିବା ସାପଧରାଳି ମିର୍ଜା ଆରିଫଙ୍କୁ ଭେଟିଛନ୍ତି ଏହି ଦମ୍ପତି । ଜୀବଜନ୍ତୁଙ୍କୁ ଭଲ ପାଉଥିବା ଏହି ବିଦେଶୀ ଦମ୍ପତି ଭଦ୍ରକରେ ପହଞ୍ଚି ଗତ ଶୁକ୍ରବାର ମିର୍ଜାଙ୍କୁ ଭେଟି ତାଙ୍କର ଖୁବ୍ ପ୍ରଶଂସା କରିଛନ୍ତି...
କୃତିତ୍ୱ ହାସଲ କରିଥିବା କନଷ୍ଟେବଳ ଓ ହାବିଲଦାରଙ୍କୁ ତଦନ୍ତ କ୍ଷମତା ପ୍ରଦାନ ପାଇଁ ସରକାର ବିଜ୍ଞପ୍ତିରେ ଉଲ୍ଲେଖ କରିଥିଲେ ।
କମ୍ପାନୀ ଖୁବଶୀଘ୍ର ବାଲେଶ୍ୱର ସୋରଠାରେ ରାଜ୍ୟର ପ୍ରଥମ LNG ପମ୍ପ ଖୋଲିବ ।
ପୁରୁଣା ଯାନବାହନଗୁଡ଼ିକ କ୍ଷେତ୍ରରେ ଭେଇକିଲ ଲୋକେସନ୍ ଟ୍ରାକିଂ ଡିଭାଇସ୍ ଓ ପାନିକ ବଟନ୍ ବାଧ୍ୟତାମୂଳକ ଅବଧିକୁ ୨୦୨୩ ଜୁନ ୩୦ ଯାଏଁ ବୃଦ୍ଧି କରାଯାଇଛି ।
ଟାର୍ଗେଟ୍ ସରିଯାଇଥିବା କହି ମଣ୍ଡି କର୍ତ୍ତୃପକ୍ଷ କୁଆଡ଼େ ଧାନ କିଣୁ ନଥିଲେ ।
ପୁରା ଦକ୍ଷିଣ ଭାରତ ଶୈଳୀରେ ନିର୍ମିତ ହୋଇଥିବା ଏହି ମନ୍ଦିରର ମୁଖଶାଳା ୮୬ ଫୁଟ୍ ଉଚ୍ଚ ହୋଇଥିବା ବେଳେ ମୁଖ୍ୟ ମନ୍ଦିରର ଉଚ୍ଚତା ହେଉଛି ୬୫ ଫୁଟ ।
ମଣ୍ଡିରେ ଚାଷୀର ଜୀବନ ନେଲା ହତାଶାର ନିଆଁ । ୨୩ ଦିନ ଧରି ଧାନ ଉଠିବାରୁ ଚାଷୀ ମୃତ୍ୟୁ ଅଭିଯୋଗ ।
ମାର୍ଚ୍ଚ ୧୫ ସୁଦ୍ଧା ଏହି ଗାଡ଼ି ଗୁଡ଼ିକୁ ସ୍କ୍ରାପ୍ କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି।
ସବୁବେଳେ ଆପଣଙ୍କ ଘରକୁ ନାଲି ରଙ୍ଗର ଏଲପିଜି ସିଲିଣ୍ଡର ଆସୁଥିବ । ଯାହାକୁ ଆପଣ ଆପଣଙ୍କ ରୋଷେଇ ଘରେ ବ୍ୟବହାର କରୁଥିବେ । କିନ୍ତୁ କେବେ ଭାବିଛନ୍ତି ? ଏଲପିଜି ସିଲିଣ୍ଡର ଗୁଡ଼ିକ ସାଧାରଣତଃ ସବୁବେଳେ ନାଲି ରଙ୍ଗର କାହିଁକି ଆସିଥାଏ । ଧଳା, ହଳଦିଆ, ନୀଳ, କଳା ଓ ବାଇଗଣୀ ରଙ୍ଗ ପରି ଅନ୍ୟ ରଙ୍ଗ କାହିଁକି ନୁହେଁ ?
୧୭ ଦିନ ହେଲାଣି ଘରୁ ପଳାଇଛି ଭେଣ୍ଡିଆ ପୁଅ । ଖୋଜି ଖୋଜି ପୂରା ପରିବାର ନୟାନ୍ତ ହେଲାଣି...ପୁଅକୁ ପାଉନାହାନ୍ତି। ବଣରୁ ସାଇକେଲ ପାଇବା ପରେ ଘର ଦୁଆରେ କାନ୍ଦୁଛି ମାଆ
ଗୁରୁତ୍ୱପୂର୍ଣ୍ଣ କଥା ହେଲା ଚଞ୍ଚଳ ଓ ଅନନ୍ୟା ନିଜେ ଗହଣା ଦୋକାନକୁ ଯାଇ ସୁନାଗହଣା ବି କିଣିଥିଲେ ।
ବାପାଙ୍କ ଜୀବନ ବଞ୍ଚାଇଲା ୧୭ ବର୍ଷର ଝିଅ । ଦେଶର ସର୍ବକନିଷ୍ଠ ଅଙ୍ଗଦାତା ।
ଡ୍ୟୁଟି ଚାପରେ ଥିବା ପୋଲିସକୁ ଫଳ ଦେବ ତ ଫିଟନେସ୍ ଫଣ୍ଡା ? ସବୁ କର୍ମଚାରୀଙ୍କ ସୁସ୍ଥ ମନ ଓ ଶରୀର ପାଇଁ ରାଜ୍ୟ ପୋଲିସର ଉଦ୍ୟମ ।
ବସ୍ତି ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ପ୍ରଥମେ ଘର ଘର ବୁଲି ବାପାମାଆଙ୍କୁ ବୁଝାଇ ଚାଟାଶାଳୀକୁ ପିଲା ଆଣୁଥିଲେ ଦୀପକ ଓ ସୀତାରାଣୀ । ହେଲେ ଏବେ ତାଙ୍କ ପାଠଶାଳାରେ ପିଲାଙ୍କ ସଂଖ୍ୟା ପ୍ରାୟ ୧୨୦।
ଆଜ୍ଞା ହଁ ଏମିତି ଏକ ଜନଜାତି ରହିଛି । ସେମାନେ ବିବାହକୁ ନେଇ ଏକ କୁପ୍ରଥା ପାଳନ କରିଥାଆନ୍ତି । ପରମ୍ପରା ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ପରେ ତାଙ୍କ ବିଧବା ପତ୍ନୀଙ୍କୁ ଅନ୍ୟ ଜଣେ ପୁରୁଷ ବିବାହ କରିଥାଆନ୍ତି ।
ଯେଉଁ ଝିଅକୁ ଜନ୍ମ କରିଥିଲା...ଗାଁ ଲୋକଙ୍କୁ ଡରି ଦେହାନ୍ତ ପରେ ଜଙ୍ଗଲରେ ଫୋପାଡି ଦେଲା। ଏତିକିରେ ଶାନ୍ତି ମିଳିଲାନି ଯେ ଶବ ଉପରେ ଢାଙ୍କି ଦେଲା କାଠ ସାଙ୍ଗକୁ ପତ୍ର
ଭେଣ୍ଡିଆ ପୁଅର ଦୁଇଟି ଯାକ କିଡନୀ ଖରାପ। ଘର ଚଳେଇବା ପାଇଁ ହୋଟେଲରେ କାମ କରୁଛନ୍ତି ବାପା। ଯେତିକି ଯାହା ରୋଜଗାର ହେଲା ସେତିକିରେ ଚଳେ ପରିବାର। ଦିନେ କାମ କଲେ ଆରଦିନକୁ ଘରେ ଚୁଲି ଜଳିବ। ପୁଅକୁ ଔଷଧ ଦେବାକୁ ବାପା ଟଙ୍କା ଆଣିବ ବା କେଉଁଠୁ?
ସକାଳୁ ଉଠି ଦେଖନ୍ତି ତ, ତାଙ୍କର ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଗୋଟିଏ ଆଖିକୁ ବିଲକୁଲ ଦେଖାଯାଉନି ।
ଜାଣିଛନ୍ତି କି? ରେଲୱେ ଟ୍ରାକ୍ରେ କାହିଁକି ବିଛାଯାଏ ଏତେମାତ୍ରାରେ ପଥର? ଜାଣନ୍ତୁ କଣ ରହିଛି କାରଣ...
ବାଃ ବାଃରେ ବ୍ୟବସ୍ଥା । ସରକାରୀ ଘର ଖଣ୍ଡିଏ ପାଇବାକୁ ବଡବାବୁଙ୍କ ପାଖକୁ ଦଉଡି ଦଉଡି ଚପଲ ଛିଣ୍ଡିଗଲା ହେଲେ ଘର ଖଣ୍ଡିଏ ପାଇଲେନି। ଢୁ ଢୁ ବର୍ଷା ହେଉ କି ଧୁ ଧୁ ଖରା ହେଉ...ଭଙ୍ଗା ଦଦରା ଘରେ ବିତୁଛି ଜୀବନ
ଘରର ମେରୁଦଣ୍ଡ ଭଳି ବସିଛନ୍ତି ହେଲେ ପାଦେ ଚାଲିବାକୁ ଅନ୍ୟର ଆଶ୍ରା ନେଉଛନ୍ତି। କାମ କରୁ କରୁ ଆଖିରେ ପଶିଗଲା ରଡ୍। ଏବେ ସବୁକିଛି ଅନ୍ଧାର ଦିଶୁଛି। ପିଲାମାନେ ବି ଦୃଷ୍ଟିବାଧିତ। ଏମିତି ସ୍ଥିତିରେ କେମିତି ଗଡ଼ିବ ସଂସାର ରଥ?
ଏସବୁ ପ୍ରଶ୍ନର ଉତ୍ତର RTI ତଥ୍ୟରୁ ମିଳିଛି ।
ଅମରେଲି ଜିଲ୍ଲା ରାଜୁଲା ତହସିଲ ଅଂଚଳର ରାମପଡ଼ାରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ଏବେ ବି କାନ୍ଦୁଛନ୍ତି ପ୍ରସନ୍ନଙ୍କ ପତ୍ନୀ ମୀନା ସାହୁ। ଆଜି ବି ସ୍ୱାମୀଙ୍କ ବୀରତ୍ୱର କଥାକୁ ମନେ ପକାଇ ଆଖିରୁ ଗଡାଇ ଚାଲିଛନ୍ତି ଲୁହ। ଭୁଲି ପାରୁନାହାନ୍ତି ସେହି କଳା ରାତିର କାହାଣୀକୁ। ଫୁଲୱାମା ଆତଙ୍କବାଦୀ ହାମ୍ଲାରେ ଶହୀଦ ହୋଇଥିବା ଜଗତସିଂହପୁର ପାରିଶିଖର ଗାଁର ସ୍ୱର୍ଗତ ପ୍ରସନ୍ନ ସାହୁଙ୍କ ଘରେ ଖେଳିଯାଇଛି ଶୂନ୍ୟ ନିରବତା। ଶହୀଦ ହେବା ପରେ ପ୍ରଶାସନ ପକ୍ଷରୁ ତାଙ୍କ ସ୍ମୃତିରେ ଏକ ପାର୍କ ନିର୍ମାଣ କରାଯିବ ବୋଲି ପ୍ରତିଶୃତି ଦିଆଯାଇଥିଲା