ବିଲରେ ହସୁଛି ତରଭୁଜ । ଆଉ ଏ ସୁନାର ଫସଲ ସ୍ୱାବଲମ୍ବୀ କରିଛି ଏହି ମହିଳାମାନଙ୍କୁ । ସେଥିପାଇଁ ତ ଏହି ଉତ୍ସାହ । ତରଭୁଜ ଉତ୍ପାଦନ ଭଲ ହୋଇଛି । ହେଲେ ବିକ୍ରି ପାଇଁ ଭଲ ବଜାର ନାହିଁ । ଫଳରେ କମ ଦାମରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ ।
ରୋଜଗାରର ବାଟ ଦେଖାଇଲା ତରଭୁଜ । ତରଭୁଜ ଚାଷ କରି ହଜାର ହଜାର ଚାଷୀ ହେଲେ ସ୍ବାବଲମ୍ବୀ । କମ୍ ସମୟରେ ସ୍ବଳ୍ପ ଖର୍ଚ୍ଚରେ ଚାଷୀ ରୋଜଗାର କରୁଛନ୍ତି ଲକ୍ଷାଧିକ ଟଙ୍କା…..
ଥିଲା ଥିଲା ଢାଳିଦେଲା । ବିଲ ଭିତରେ ଆଣ୍ଠୁଏ ଉଚ୍ଚର ପାଣି...ଆଖି ସାମ୍ନାରେ କ୍ଷେତ ଉଜୁଡ଼ିଯିବାରୁ ଭୋ ଭୋ ହୋଇ କାନ୍ଦୁଛି ଚାଷୀ
ଆମେ ସମସ୍ତେ ଜାଣିଛନ୍ତି ଅସହ୍ୟ ଗରମରୁ ରକ୍ଷା ପାଇବାକୁ ହେଲେ ତରଭୁଜ ଭଳି ଫଳ ଖାଇବା ଜରୁରୀ । ଏଥିପାଇଁ ବିଭିନ୍ନ ସମୟରେ ଲୋକଙ୍କୁ ଡାକ୍ତର ପରାମର୍ଶ ମଧ୍ୟ ଦେଇଥାନ୍ତି ।
ତରଭୁଜ ଚାଷ କଲେ, ୮ ପରିବାର ମୁହଁରେ ଦାନା ଦେଲେ । ଭଲ ଲାଭ ଦେଉଛି ହଳିଦିଆ ତରଭୁଜ...ଯେତେ ଖଟିବ ସେତେ ଟଙ୍କା ଲାଭ ହେବ
ବିଲରେ ଫଳିଛି ଲାଲଟହଟହ ତରଭୁଜ। ଅନୁକୂଳ ପାଗ ଥିବାରୁ ପ୍ରଚୁର ପରିମାଣରେ ଫଳିଛି ଫଳ। ବଜାରରେ ବିକ୍ରି କରି ପାଖାପାଖି ୫୦ ହଜାର ଟଙ୍କା ରୋଜଗାର କରୁଛନ୍ତି ଚାଷୀ...