ବାତ୍ୟା ପାଇଁ ଧାମରା ବନ୍ଦରରେ ଫସିଲା ୨ ଟ୍ରଲର । ଫସିଥିବା ଟ୍ରଲର ଦୁଇଟି ପଶ୍ଚିମବଙ୍ଗର ସୂଚନା ।
କେନ୍ଦ୍ରାପଡା ଜିଲ୍ଳାର ପର୍ଯ୍ୟଟନସ୍ଥଳୀ ହବାଳିଖଟି ଏବେ ବିପଦରେ । ଧୀରେ ଧୀରେ ଏହା ଓଡିଶା ପର୍ଯ୍ୟଟନ ମାନଚିତ୍ରରୁ ବିଲୁପ୍ତ ହେବାକୁ ବସିଲାଣି ।
୨ ମାସ ଧରି ସମୁଦ୍ରରେ କଟକଣା ଥିଲା । ଏବେ ସମୁଦ୍ରକୁ ଯିବେ ମତ୍ସଜୀବୀ...ଧରିବେ ଲୁଣି ମାଛ । ୨ ମାସ ପରେ ସମୁଦ୍ର କଙ୍କଡ଼ା ଖାଇବେ ଲୋକେ । ରୋଜଗାରର ନୂଆ ଆଶା ରଖିଛନ୍ତି କୈବର୍ତ୍ତ୍ୟ ଭାଇ।
କେନ୍ଦ୍ରାପଡ଼ା ପେଣ୍ଠ ବେଳାଭୂମିରେ ମହିମା ସନ୍ନ୍ୟାସୀଙ୍କ ଦ୍ୱାରା ମହାଯଜ୍ଞ କରାଯାଉଛି ।
ଅଣ୍ଡା ଫୁଟିବା ପରେ ଏବେ ସମୁଦ୍ର ମୁହାଁ ଅଲିଭ୍ ଅଲିଭ୍ ରିଡ୍ଲେ । ହଜାର ହଜାର କଇଁଚ ଶାବକ ସମୁଦ୍ରକୁ ଫେରି ଯାଉଛନ୍ତି ।