ଚନ୍ଦ୍ରରେ ଶୋଇଛି ପ୍ରଜ୍ଞାନ, ଏଣେ ସୂର୍ଯ୍ୟ ଆଡ଼କୁ ଆଗେଇ ଚାଲିଛି ଆଦିତ୍ୟ-L1। ଇସ୍ରୋ ଚନ୍ଦ୍ରୟାନ-୩ର ରୋଭର୍ ପ୍ରଜ୍ଞାନକୁ ସ୍ଲିପ ମୋଡରେ ରଖିଥିବା ବେଳେ, ଆଜି ଆଦିତ୍ୟ-L1ର ପ୍ରଥମ କକ୍ଷପଥ ପରିବର୍ତ୍ତନ କରିଛି ।
ହଜାର ହଜାର ଦର୍ଶକଙ୍କ ଉପସ୍ଥିତିରେ ଷ୍ଟାଡିୟମରେ ବାଜିଲା 'ରାମ ସିୟା ରାମ' ଗୀତ ।
ଭାରତର ୱିକେଟ୍କିପର୍-ବ୍ୟାଟର୍ ଈଶାନ କିଶନ ଏସିଆ କପ୍ରେ ପାକିସ୍ତାନ ବିପକ୍ଷ ଗ୍ରୁପ୍ ମ୍ୟାଚ୍ରେ ଉଲ୍ଲେଖନୀୟ ବ୍ୟାଟିଂ ପ୍ରଦର୍ଶନ କରିବା ପରେ ତାଙ୍କୁ ନେଇ ଏବେ ବେଶ୍ ଚର୍ଚ୍ଚା । ପ୍ରଶ୍ନ ଉଠୁଛି ଯେ ୨୦୨୩ ଦିନିକିଆ ବିଶ୍ୱକପ୍ରେ ଟିମ୍ରେ ନିଆଯିବା ସ୍ଥଳେ ଚୂଡ଼ାନ୍ତ ଏକାଦଶରେ ଖେଳିବାର ସୁଯୋଗ ପାଇବେ କି ଟିମ୍ ଇଣ୍ଡିଆର ଭବିଷ୍ୟତ ‘ଈଶାନ’?
କେନ୍ଦ୍ର ସରକାରରେ ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। SBI ପ୍ରଥମ ସେପ୍ଟେମ୍ବରରୁ ବିଭିନ୍ନ ଆପ୍ରେଣ୍ଟିସ୍ ପୋଷ୍ଟ୍ ପାଇଁ ଆବେଦନ ୱିଣ୍ଡୋ ଖୋଲିଛି। ବିଭିନ୍ନ ଶିକ୍ଷାର୍ଥୀ ପଦବୀରେ ୬୧୬୦ ପଦବୀ ପୂରଣ ହେବ।
ମାଆ ପରି କିଏ ହେବ ? ପିଲାଙ୍କ ପାଇଁ ଫଳ ଦୋକାନ କରିଛି । ସେହି ଦୋକାନରେ ବସି ବେପାର କରିବା ସହିତ ପିଲାଙ୍କୁ ପଢାଉଛି ପାଠ
‘ଜବାନ’ର ରିଲିଜ୍ ଉତ୍ସବକୁ ପାଳନ କରିବା ପାଇଁ ‘ନାଗପୁର SRK ଫ୍ୟାନ୍ କ୍ଲବ’ ଫିଲ୍ମ ପାଇଁ ସମ୍ପୂର୍ଣ୍ଣ ଏକ ଅଡିଟୋରିୟମକୁ ବୁକ୍ କରିଛି। ଏହି ଫ୍ୟାନ୍ କ୍ଲବ୍ ପ୍ରଶଂସକମାନଙ୍କ ପାଇଁ ଏକ ଶୋ’ର ସମ୍ପୂର୍ଣ୍ଣ ବ୍ୟବସ୍ଥା କରିଛି ଏବଂ ଏଥିରେ ଅଂଶଗ୍ରହଣ କରି ଉତ୍ସବକୁ ଖାସ୍ ଏବଂ ଦମଦାର୍ କରିବାକୁ ସେମାନଙ୍କୁ ନିମନ୍ତ୍ରଣ କରିଛି।
ନା ଶାହରୁଖ ଖାନ ନା ଥଲାପତି ବିଜୟ କି ରାମ ଚରଣ ବା ଅଲୁ ଅର୍ଜୁନ ଭାରତୀୟ ସିନେ ଜଗତର ସବୁଠାରୁ ମହଙ୍ଗା ତାରକା। ୭୨ ବର୍ଷୀୟ ଏହି ତାରକାଙ୍କ ଚାର୍ଜ ସବୁଠାରୁ ଅଧିକ। ଗୋଟିଏ ଫିଲ୍ମ ପାଇଁ ସେ ଯେତିକି ନେଇଛନ୍ତି ସେଥିରେ ଦୁଇଟି ବଡ ବଡ ଫିଲ୍ମ ହେଇଯିବ। ଜାଣନ୍ତୁ ସେ କିଏ…
ବିବାଦୀୟ ମନ୍ତବ୍ୟ ପରେ ଜୋର ଧରିଲା ରାଜନୀତି, ଉଦୟନିଧି ଷ୍ଟାଲିନଙ୍କ ନାଁରେ ଦିଲ୍ଲୀ ପୋଲିସରେ ଏତଲା
ଆମ ଦେଶ ଭାରତ ବିରାଟ ପରିବର୍ତ୍ତନ ଆଡ଼କୁ ଗତି କରୁଛି । ଆଗାମୀ ସମୟରେ ଦେଶରେ ଦୁର୍ନୀତି, ଜାତିବାଦ ଏବଂ ସାମ୍ପ୍ରଦାୟିକତାର ଚିହ୍ନବର୍ଣ୍ଣ ରହିବ ନାହିଁ ।
ଆଜି ଦିନ ୧୧ଟା ୪୫ରେ ପ୍ରଥମ ଥର ପାଇଁ କକ୍ଷପଥ ପରିବର୍ତ୍ତନ କରିବ । ୧୬ଦିନ ଭିତରେ ପୃଥିବୀ ଚାରିପଟେ ୫ ଥର ବୁଲି କକ୍ଷ ପ୍ରସାରିତ କରିବ ।
ପ୍ରାୟ ପ୍ରତ୍ୟେକ ତରକାରୀରେ ଡାଲ୍ଚିନି ର ଖୋଜା ଆଗ ପଡେ। ଏହା ଖାଲି ଖାଦ୍ୟର ସ୍ୱାଦ ବଢାଇ ନ ଥାଏ ବରଂ ଥଣ୍ଡା ଏବଂ କାଶରୁ ମୁକ୍ତି ପାଇବା ପାଇଁ ମଧ୍ୟ ଏହାକୁ ବ୍ୟବହାର କରାଯାଏ। ଆଜିକାଲି କିନ୍ତୁ ବଜାରରେ ପ୍ରାୟତଃ ନକଲି ଡାଲ୍ଚିନି ବିକ୍ରି ହେଉଛି। ଏପରି ପରିସ୍ଥିତିରେ କିପରି ଜାଣିବେ ଅସଲି କି ନକଲି ଡାଲ୍ଚିନି…
ରୋଭରରେ ଥିବା ବ୍ୟାଟେରୀ ଫୁଲ୍ ଚାର୍ଜ ଥିବା ମଧ୍ୟ ସୂଚନା ଦେଇଛି ଇସ୍ରୋ । ତେବେ ରୋଭରରେ ଥିବା ସୋଲାର ପ୍ୟାନେଲ ଆସନ୍ତା ସୂର୍ଯ୍ୟୋଦୟ ଅର୍ଥାତ ୨୨ ତାରିଖରେ ସୂର୍ଯ୍ୟାଲୋକ ପାଇବ ବୋଲି ଆକଳନ କରାଯାଇଛି ।
ସ୍ୱାସ୍ଥ୍ୟ କଥା ଉଠିଲେ ସାଧାରଣତଃ ମନକୁ ଆସେ କ’ଣ ଖାଇବା ଉଚିତ। କିନ୍ତୁ ସବୁଠାରୁ ବଡ କଥା ହେଲା କ’ଣ ନ ଖାଇବା ସେଥିପ୍ରତି ମଧ୍ୟ ଗୁରୁତ୍ୱ ଦେବା ଜରୁରୀ। ତେବେ ଆସନ୍ତୁ ସେ ବିଷୟରେ ଜାଣିନେବା।
ଏବେ ଏକ ଚାଇନିଜ୍ ଷ୍ଟ୍ରିଟ୍ ଡିସ୍ ଭିଡିଓ ଭାଇରାଲ୍ ହେବାରେ ଲାଗିଛି। ଏହା ଏମିତି ଏକ ଡିସ୍ ଯାହା ଗ୍ରିଲ୍ଡ ଆଇସ୍ କ୍ୟୁବ୍ରୁ ତିଆରି ହେଉଛି। ବଡ ବଡ ବରଫ ଖଣ୍ଡକୁ ଫ୍ରାଏ କରି ତା’ ଉପରେ ସସ୍ ଏବଂ ମସଲା ଦେଇ ଖିଆଯାଉଥିବାର ଏକ ଭିଡିଓ ଭାଇରାଲ୍ ହେଉଛି।
ଏସିଆ କପର ସବୁଠାରୁ ବଡ଼ ମୁକବାଲା ଭାରତ ଓ ପାକିସ୍ତାନ ମ୍ୟାଚ୍କୁ ବର୍ଷା ଧୋଇ ଦେଇଛି।
ଏବେବି ରହସ୍ୟ ଘେରରେ ସୂର୍ଯ୍ୟର ଅନେକ ଦିଗ। ଆଜିସୁଦ୍ଧା ସୂର୍ଯ୍ୟର ବିଭିନ୍ନ ପ୍ରକ୍ରିୟାକୁ ଭଲଭାବେ ବୁଝିପାରିନାହାନ୍ତି ବୈଜ୍ଞାନିକ। ତେବେ ଆଦିତ୍ୟ-L1 ଭଳି ସୌର ଅଭିଯାନ ଖାଲି ସୂର୍ଯ୍ୟ ନୁହେଁ, ବ୍ରହ୍ମାଣ୍ଡର ଅଗଣିତ ନକ୍ଷତ୍ର ସଂପର୍କରେ ବି ଅନେକ ନୂଆ ତଥ୍ୟ ଉଜାଗର କରିବ ବୋଲି ଆଶା କରାଯାଉଛି। ନଜର ପକାନ୍ତୁ, ଭାରତ ପୂର୍ବରୁ କେଉଁ କେଉଁ ଦେଶ ସୂର୍ଯ୍ୟ ଆଡ଼କୁ ପଠାଇଛନ୍ତି ମହାକାଶଯାନ।...
ଆରମ୍ଭ ହେଲା 'ମିଶନ୍ ଆଦିତ୍ୟ'ର ୪ ମାସିଆ ଯାତ୍ରା। ଆଜି ମଧ୍ୟାହ୍ନରେ PSLV-C57 ରକେଟ୍ ସହାୟତାରେ ଆଦିତ୍ୟ-L1ର ହୋଇଛି ସଫଳ ଉତକ୍ଷେପଣ। ଏହା ଏବେ ନିର୍ଦ୍ଧାରିତ କକ୍ଷପଥରେ ପୃଥିବୀକୁ ପରିକ୍ରମା କରୁଥିବା ବେଳେ, ଆସନ୍ତାକାଲି ହେବ ପ୍ରଥମ ଅର୍ବିଟ୍ ରେଜିଂ ମାନ୍ୟୁଭର୍। ୧୨୫ ଦିନରେ ୧୫ ଲକ୍ଷ କିଲୋମିଟର ଯାତ୍ରା କରି, L1 ପଏଣ୍ଟରେ ଅବସ୍ଥାପିତ ହେବ ଭାରତର ଏହି ପ୍ରଥମ ସୋଲାର୍ ସ୍ପେଶ୍ ଅବଜର୍ଭେଟୋରି।...
ସତରେ କ୍ରୋଧ ମଣିଷର ହିତାହିତ ଜ୍ଞାନ ହରଣ କରେ..ସାମୟିକ ସମୟର ଉତ୍ତେଜନା ପାଇଁ କେତେ ବଡ଼ ବଡ଼ ଭୁଲ କରିଦିଏ..ଏପରି ଏକ ଘଟଣା ଘଟିଛି ଆସାମର ସିଲଚର ସହରରେ..
ପାଗଳ କରିଦେବ ମୋମୋ ଦୋକାନୀଙ୍କ ଇଂରାଜୀ । ରାସ୍ତା କଡରେ ଛୋଟିଆ ଦୋକାନ କରିଛନ୍ତି ହେଲେ ଇଂରାଜୀ ପୂରା ପ୍ରଫେସର ପରି କହୁଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଲା ଭିଡିଓ ।
କାଣ୍ଡିରେ ଏହି ହାଇଭୋଲଟେଜ୍ ମ୍ୟାଚ ଖେଳାଯାଉଛି। ପାକିସ୍ତାନ ବୋଲିଂ ବନାମ ଇଣ୍ଡିଆର ବ୍ୟାଟିଂ । ୨୦୧୯ ପରଠୁ ୱାନ ଡେ କ୍ରିକେଟରେ ପୁଣି ଥରେ ଦୁଇ ଦଳ ମୁହାଁମୁହିଁ ହେଉଛନ୍ତି ।
ଲୋକେ ‘ଟାଇଗର ୩’ କୁ ଉତ୍ସାହର ସହିତ ଅପେକ୍ଷା କରିଥିବା ବେଳେ ସଲମାନ ଖାନ ତାଙ୍କ ପ୍ରଶଂସକଙ୍କୁ ଏକ ଉପହାର ଦେଇଛନ୍ତି। ଇନ୍ଷ୍ଟାଗ୍ରାମ୍ରେ ‘ଟାଇଗର ୩’ ର ପୋଷ୍ଟର ରିଲିଜ୍ କରି ସଲମାନ ଖାନ କ୍ୟାପ୍ସନ୍ରେ ଟାଇଗର ଭୂମିକାରେ ଆସିବା ନେଇ କହିଛନ୍ତି।
ଲାଇକା ସ୍ପୁଟନିକ୍ ମହାକାଶଯାନରେ ପୃଥିବୀର କକ୍ଷପଥ ଭ୍ରମଣ କରିଥିଲା । ଏହି ମିଶନ୍ ଜରିଆରେ ସୋଭିଏତ୍ ୟୁନିଅନ୍ ଜାଣିବାକୁ ଚେଷ୍ଟା କରୁଥିଲା ଯେ, ଯଦି ଜଣେ ମଣିଷକୁ ମହାକାଶକୁ ପଠାଯାଏ, ତେବେ ସେ ସେଠାରେ କେତେ ସୁରକ୍ଷିତ ରହିବ ?
ମନ୍ଦିରା ବେଦୀଙ୍କ ସ୍ୱାମୀ ରାଜ କୌଶଲଙ୍କ ଜୁନ୍ ୨୦୨୧ରେ ହୃଦଘାତରେ ମୃତ୍ୟୁ ହୋଇଥିଲା। ସ୍ୱାମୀଙ୍କ ମୃତ୍ୟୁ ପରେ ଅଭିନେତ୍ରୀ ଖୁବ ଭାଙ୍ଗିପଡିଥିଲେ। ଏବେ କିନ୍ତୁ ସେ ଅନ୍ୟଜଣଙ୍କ ସହ ରୋମାଣ୍ଟିକ୍ ଜୀବନ ଜୀଉଥିବା ଦେଖିବାକୁ ମିଳେ।
ଲମ୍ବା ଗୋଡ ପାଇବା ପାଇଁ ଜଣେ ମଡେଲ ୧ କୋଟି ୩୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କଲେ। ବର୍ତ୍ତମାନ କିନ୍ତୁ ତାଙ୍କର ଏହି କାମ ପାଇଁ ସେ ଦୁଃଖ ପ୍ରକାଶ କରୁଛନ୍ତି। ମଡେଲ କହିଛନ୍ତି ଯେ ସେ ତାଙ୍କର ପୂର୍ବତନ ସ୍ୱାମୀଙ୍କ ନିର୍ଦ୍ଦେଶରେ ଏମିତି ସବୁ କରିଛନ୍ତି, କାରଣ ସେ ଲମ୍ବା ମହିଳାଙ୍କୁ ପସନ୍ଦ କରୁଥିଲେ।
ମଣିପୁର ଭଳି ରାଜସ୍ଥାନର ପ୍ରତାପଗଡ ଜିଲ୍ଲାରେ ଘଟିଛି ଏହି ଘଟଣା । ଜଣେ ଆଦିବାସୀ ମହିଳାଙ୍କୁ ଉଲଗ୍ନ କରି ବୁଲାଇଛନ୍ତି ଶାଶୂଘର ଲୋକେ ।