• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Icmr

Coffee
ICMR RESEARCH : ଅଧିକା ଚା’ କିମ୍ବା କଫି ପିଉଛନ୍ତି କି, ସାବଧାନ ! ହୋଇପାରେ ଏହି ରୋଗ ...

ଚା ଓ କଫି ସ୍ୱାସ୍ଥ୍ୟ ପକ୍ଷେ କ୍ଷତିକାରକ । ରିସର୍ଚ୍ଚ କରି ଏନେଇ ତଥ୍ୟ ଦେଇଛି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ ବା ଆଇସିଏମ୍ଆର୍ ।

male contraceptive
ସଂପୂର୍ଣ୍ଣ ନିରାପଦ ଓ ନିର୍ଭରଯୋଗ୍ୟ, ICMR ଟେଷ୍ଟିଂରେ ପାସ୍‌ ପୁରୁଷ ଗର୍ଭ ନିରୋଧକ ଇଂଜେକସନ୍

ICMR ପ୍ରସ୍ତୁତ କରିଛି ଏପରି ଇଂଜେକସନ.. ପୁରୁଷ ବନ୍ଧ୍ୟାକରଣ ହୋଇପାରିବ... ଇଞ୍ଜେକସନର ନାଁ ହେଲା RISUG ...

ICMR study
ଭାରତର ୧୦ କୋଟି ଲୋକ ଡାଇବେଟିସରେ ଆକ୍ରାନ୍ତ

ଏହି ସର୍ଭେ ୨୦୦୮ରୁ ୨୦୨୦ ପର୍ଯ୍ୟନ୍ତ ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଲୋକଙ୍କୁ ନେଇ କରାଯାଇଥିଲା

Covid 19
H3N2 ଇନଫ୍ଲୁଏଞ୍ଜା ସାଙ୍ଗକୁ ଏବେ କୋଭିଡ ଭୟ; ଦିନକରେ ୫୨୪ଟି ନୂଆ କେସ୍

ବିଭିନ୍ନ ରାଜ୍ୟରେ ପୁଣି କୋଭିଡ କେସ୍ ବଢୁଥିବାରୁ କେନ୍ଦ୍ର ସରକାର ଏନେଇ ତତ୍ପର ରହିଛନ୍ତି । ମୁକାବିଲାର ୫ ସୂତ୍ରୀ ଗାଇଡଲାଇନ୍ ପାଳନ କରିବାକୁ ଓ ପ୍ରସ୍ତୁତ ରହିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛନ୍ତି ।

H3N2
H3N2 ଇନଫ୍ଲୁଏଞ୍ଜା ଭାଇରସ; ରାଜ୍ୟମାନଙ୍କୁ ଚିଠି ଲେଖି ସତର୍କ କରାଇଲା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଆଗକୁ କୋଭିଡ୍ ବିରୋଧୀ ୫ ସୂତ୍ରୀ କାର୍ଯ୍ୟକ୍ରମ ଚାଲୁ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଟେଷ୍ଟିଂ, ଟ୍ରାକିଂ, ଟ୍ରିଟ୍ ଓ ଟୀକାକରଣ ଜାରି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ ।

Dengue
ରିସର୍ଚ୍ଚରୁ ବଡ଼ ସଫଳତା ! ଡେଙ୍ଗୁ-ଚିକୁନଗୁନିଆକୁ ରୋକିବ ମଶା

ଏକ ନୂଆ ପ୍ରଜାତିର ମାଈ ମଶା ଜରିଆରେ ରୋଗ ନିୟନ୍ତ୍ରଣ ସୂଚନା । ସୂଚନା ଦେଲା ICMRର ଭେକ୍ଟର କଣ୍ଟ୍ରୋଲ ରିସର୍ଚ୍ଚ ସେଣ୍ଟର ।

Omicron
ଓମିକ୍ରନ୍ ଚିହ୍ନଟ ପାଇଁ କିଟ୍

ମାତ୍ର ୨ ଘଣ୍ଟାରେ ଚିହ୍ନଟ ହେବ ଓମିକ୍ରନ ଭାରିଏଣ୍ଟ...ଏଥିପାଇଁ କିଟ୍ ତିଆରି କଲା ICMR

Omicron
ଆଇସିଏମ୍‌ଆର୍‌ର ନୂଆ ସଫଳତା: ମାତ୍ର ଦୁଇ ଘଣ୍ଟାରେ ଚିହ୍ନଟ ହେବ ଓମିକ୍ରନ ପଜିଟିଭ୍

କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ ଚିହ୍ନଟ କ୍ଷେତ୍ରରେ ଆଇସିଏମ୍ଆରର ସଫଳତା । ୨ ଘଣ୍ଟା ମଧ୍ୟରେ ଓମିକ୍ରନ ଚିହ୍ନଟ କରି ପାରୁଥିବା କିଟ୍ ବାହାର କରିଛି ଆଇସିଏମ୍ଆର । ଶୀଘ୍ର ଚିହ୍ନଟ ହେଲେ ଶୀଘ୍ର ଚିକିତ୍ସାର ସୁବିଧା ମିଳିବ ବୋଲି ଆଶା କରାଯାଉଛି ।

Prof. Balram Bhargava
ବୁଷ୍ଟର ଡୋଜ୍ ନୁହେଁ, ସମସ୍ତଙ୍କୁ ଡବଲ ଡୋଜ୍ ଟିକା ଦିଆଯିବା ଜରୁରୀ-ICMR

ସେଭଳି ସ୍ଥିତି ଉପୁଜି ନ ଥିବାରୁ ବୁଷ୍ଟର ଡୋଜ୍ ନେଇ କୌଣସି ପଦକ୍ଷେପ ନିଆଯାଉ ନାହିଁ  । ବୁଷ୍ଟର ଡୋଜ ବଦଳରେ ସମସ୍ତେ ଯେପରି ଡବଲ ଡୋଜ୍ ଟିକା ନେଇପାରିବେ, ତା ଉପରେ ଏବେ ପ୍ରାଥମିକତା ଦିଆଯାଉଛି ।

Health and Family Director
୧୫% ଶିଶୁ କରୋନାରେ ଆକ୍ରାନ୍ତ ହେବାର ଆଶଙ୍କା

କରୋନାକୁ ହରେଇବାକୁ ହେଲେ ଏହାର ବ୍ରହ୍ମାସ୍ତ୍ର ହେଲା ଟିକାକରଣ। ଏହି ଟିକାକରଣ କାର୍ଯ୍ୟକ୍ରମରେ ସମସ୍ତେ ସାମିଲ ହେବା କଥା ଓ ସମସ୍ତ ନିୟମକୁ ମାନିବା ଆବଶ୍ୟକ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ ସୂଚନା ଦେଇଛନ୍ତି। ଝାରସୁଗୁଡାରେ ଏକ ଟିକାକରଣ କେନ୍ଦ୍ର ପରିଦର୍ଶନରେ ଯାଇ ସ୍ୱାସ୍ଥ୍ୟମନ୍ତ୍ରୀ ଏଭଳି ସୂଚନା ଦେଇଛନ୍ତି। 

vaccine
ଅଧିକ ଫଳପ୍ରଦ କୋଭିସିଲ୍ଡ ଓ କୋଭାକ୍ସିନର ମିଶ୍ରିତ ଡୋଜ୍ : କରୋନା ଟିକାକୁ ନେଇ ICMRର ନୂଆ ତଥ୍ୟ

ମହାମାରୀ ବିରୁଦ୍ଧରେ ସଞ୍ଜିବନୀ ସାଜି କରୋନା ଟିକା । ସମଗ୍ର ବିଶ୍ୱରେ କରୋନା ସଂକ୍ରମଣରକୁ ଦୃଷ୍ଟିରେ ରଖି ଟିକାକୁ ସର୍ବୋତ୍ତମ ସୁରକ୍ଷା ବ୍ୟବସ୍ଥା ବୋଲି କୁହାଯାଉଛି । ଏହି କାରଣରୁ କରୋନା ଟିକା ସମ୍ବନ୍ଧରେ ବିଭିନ୍ନ ପରୀକ୍ଷାନୀରିକ୍ଷା ଜାରି ରହିଛି । ଏହି କ୍ରମରେ ବିଶ୍ୱର ଅନ୍ୟ ଦେଶମାନଙ୍କ ପରି ଟିକାକରଣର ମିଶ୍ରିତ ଡୋଜ୍ ଉପରେ ଭାରତରେ ଗବେଷଣା କରାଯାଉଛି

People Gathering
କରୋନା ରି-ଇନଫେକସନ ଓ ବ୍ରେକ୍ ଥ୍ରୁ ଇନଫେକସନକୁ ଆସିଲା ୧୦ ଗୁରୁତ୍ୱପୂର୍ଣ୍ଣ ତଥ୍ୟ

ଟିକା ନେବା ପରେ ବି କୋଭିଡ୍‌ରେ ଆକ୍ରାନ୍ତ ହେବା ବା ବ୍ରେକ୍ ଥ୍ରୁ ଇନଫେକ୍ସନର ପ୍ରମୁଖ କାରଣ କିଏ? ଡେଲ୍ଟା ଭ୍ୟାରିଏଣ୍ଟ ଆଇସିଏମଆର ଦ୍ୱାରା କରାଯାଇଥିବା ଷ୍ଟଡିରୁ ଅନେକ ତଥ୍ୟ ସାମ୍ନାକୁ ଆସିଛି। ନଜର ପକାନ୍ତୁ ICMR ଷ୍ଟଡିର ୧୦ଟି ପଏଣ୍ଟ ଉପରେ

Lav Agrawal
ଟିକା ନେବା ପରେ ବି ଡେଲଟା ଭାରିଆଣ୍ଟ ଯୋଗୁଁ ଅଧିକାଂଶ ଭାରତୀୟ ସଂକ୍ରମିତ

ଅନ୍ୟ ଭାରିଆଣ୍ଟ ଅପେକ୍ଷା ଡେଲଟା ଯୋଗୁଁ ଅଧିକାଂଶ ଭାରତୀୟ ସଂକ୍ରମିତ । ICMR ପକ୍ଷରୁ କରାଯାଇଥିବା ସର୍ଭେରେ ଡେଲଟା ଅଧିକ ପ୍ରଭାବୀ ବୋଲି ସ୍ପଷ୍ଟ ହୋଇଛି ।