• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Blackmail

rape
Mother and Daughter Raped: ଅଶ୍ଲୀଳ ଫଟୋ ଉତ୍ତୋଳନ କରି ମା‘, ଝିଅଙ୍କୁ ବ୍ଲାକମେଲ ଓ ଦୁଷ୍କର୍ମ ଅଭିଯୋଗ

ଅଭିଯୁକ୍ତ ଜଣକ ଅଶ୍ଲୀଳ ଫଟୋ ଉଠାଇ ବ୍ଲାକମେଲ୍ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତ ହେଲା ସରୋଜ କୁମାର ବେହେରା। ସେ ଅଭିଯୋଗକାରିଣୀଙ୍କ ଘରେ ଘରୋଇ ସହାୟକ ଭାବେ କାମ କରୁଥିଲେ। ସୁଯୋଗ ଦେଖି ସେ ଅଭିଯୋଗକାରିଣୀ ଏବଂ ତାଙ୍କ ନାବାଳିକ ଝିଅଙ୍କ ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲା। ପରେ ଫଟୋ ଓ ଭିଡିଓ ଦେଖାଇ ଉଭୟଙ୍କୁ ବ୍ଲାକମେଲିଂ କରିଥିଲା।

କୁକୁର ପାଟିରେ କଟାମୁଣ୍ଡ
Severed Head in Dog's Mouth: ବନ୍ଧୁତାରୁ ଆରମ୍ଭ ମୃତ୍ୟୁରେ ଶେଷ... ସାଙ୍ଗକୁ ୯ ଖଣ୍ଡ କରି କାଟିବା ପରେ ନାଇଟି ପିନ୍ଧି ବୁଲିଲା

ସେପଟେ ହତ୍ୟାକାଣ୍ଡର ସମସ୍ତ ପ୍ରମାଣନଷ୍ଟ ପାଇଁ ଶୈଳେନ୍ଦ୍ର ଏକ କରତ, ପ୍ଲାଷ୍ଟିକ ବ୍ୟାଗ ଓ ମହିଳା ପୋଷାକ କିଣି ଆଣିଥିଲା । ପରବର୍ତ୍ତୀ ତିନି ରାତିରେ ସେ ମୃତଶରୀରକୁ ନଅ ଖଣ୍ଡ କରି କାଟି, ଯେପରି ସନ୍ଦେହ ନହେବ ସେଥିପାଇଁ ଗାଉନ ପିନ୍ଧି ସଚିନ ସ୍କୁଟରରେ ହିଁ ବିଭିନ୍ନ ସ୍ଥାନରେ ମୃତଦେହ ଫିଙ୍ଗି ଆସିଥିଲା । ଏହାପରେ ପୋଲିସକୁ ଭ୍ରମିତ କରିବା ପାଇଁ ଶୈଳେନ୍ଦ୍ର ସଚିନଙ୍କ ଫୋନ ବ୍ୟବହାର କରୁଥିଲା ।

Blackmail
ଦୁଷ୍କର୍ମ ବେଳର ଭିଡିଓ କରି ଯୁବତୀଙ୍କୁ ବ୍ଲାକମେଲ୍; ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ଜ୍ଞାନପୁର ଥାନା ଅଧିକାରୀ ବିନୋଦ କୁମାର ତିୱାରୀଙ୍କ ସୂଚନା ଅନୁଯାୟୀ, ଅଭିଯୁକ୍ତ ରାହୁଲ ଯାଦବ ତାଙ୍କ ବଡ଼ ଭାଇଙ୍କ ଶ୍ୱଶୂର ଘରକୁ ଯିବା ଆସିବା କରନ୍ତି। ଏହି ସମୟରେ ସେହି ଯୁବତୀଙ୍କ ସହ ତାଙ୍କର ପରିଚୟ ହୋଇଥିଲା। ମାର୍ଚ୍ଚ ୩ରେ ରାହୁଲ ତାଙ୍କୁ ବାଇକରେ ନେଇ ଦୁଷ୍କର୍ମ କରିଥିଲା।

Blackmail
ନୌସେନା ଅଧିକାରୀ କହି ଯୁବତୀଙ୍କୁ ଫସାଇଲେ, ଅନ୍ତରଙ୍ଗ ସମୟର ଭିଡିଓ ଭାଇରାଲ କଲେ

ନୌସେନା ଅଧିକାରୀ କହି ଯୁବତୀଙ୍କୁ ଫସାଇଲେ, ଅନ୍ତରଙ୍ଗ ସମୟର ଭିଡିଓ ଭାଇରାଲ କଲେ

Making news | Otv | bikala tv | Blackmail through photo and video
Making news | Otv | bikala tv | Blackmail through photo and video

OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves

Lady Blackmailer
ବନ୍ଧା ହେଲେ ହାଇପ୍ରୋଫାଇଲ୍ ଲେଡି ବ୍ଲାକ୍‌ମେଲର; ପ୍ରଯୋଜକ-ବିଲଡର-ନେତାଙ୍କୁ କରୁଥିଲେ ବ୍ଲାକମେଲିଂ !

କେଉଁ ପ୍ରଭାବଶାଳୀ ନେତା ହେଉଥିଲେ ବ୍ଲାକ୍ ମେଲିଂର ଶିକାର ? ପୋଲିସ ମୁହଁ ଖୋଲୁ ନଥିବାରୁ ବଢୁଛି ସନ୍ଦେହ ।

suicide
ମୃତ୍ୟୁ ପରେ ନ୍ୟାୟ ପାଇଁ ଗୁହାରୀ କରୁଛନ୍ତି ପ୍ରେମୀଯୁଗଳ ! ଭାଇରାଲ୍ ହେଉଛି ଅଡ଼ିଓ

ବ୍ଲାକମେଲିଂ ପାଇଁ ଜୀବନ ହାରିଦେଲେ ପ୍ରେମୀଯୁଗଳ । ସମସ୍ତଙ୍କୁ ପ୍ରେମ ସମ୍ପର୍କ ବିଷୟରେ କହିଦେବାକୁ ଭୟ ଦେଖାଉଥିଲା ଜଣେ ଥାର୍ଡ ପର୍ସନ ପିଣ୍ଟୁଆ । ପ୍ରେମିକ ପ୍ରେମିକା ପରସ୍ପରକୁ ନିବିଡ ଭାବେ ଭଲ ପାଉଥିଲେ । ତେଣୁ ବାଛିନେଲେ ଏମିତି ରାସ୍ତା ।