• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Sunil Chhetri
ଅବସର ଘୋଷଣା କଲେ ଟିମ୍‌ ଇଣ୍ଡିଆ କ୍ୟାପଟେନ୍‌, ଏହି ଦିନ ଖେଳିବେ ଶେଷ ମ୍ୟାଚ୍‌...

୩୯ ବର୍ଷୀୟ ଛେତ୍ରୀ ୨୦୦୫ରେ ଭାରତ ପାଇଁ ଡେବ୍ୟୁ କରିଥିଲେ । ଗତ ମାର୍ଚ୍ଚ ମାସରେ ଗୁଆହାଟୀରେ ଆଫଗାନିସ୍ତାନ ବିପକ୍ଷରେ ଛେତ୍ରୀ ତାଙ୍କ ୧୫୦ ତମ ଖେଳିଥିଲେ ।

Virat Kohli
ଖେଳ ଶେଷ ହୋଇଗଲେ ମୋତେ ଆଉ କେହି ଦେଖିବାକୁ ପାଇବେନି: ବିରାଟ କୋହଲି

ଭାରତୀୟ କ୍ରିକେଟ ଜଗତର ମହାନ କ୍ରିକେଟର ତଥା RCBର ପୂର୍ବତନ ଅଧିନାୟକ ବିରାଟ କୋହଲି । ସେ କ୍ରିକେଟରୁ ଅବସର ନେବା ପରେ କ’ଣ କରିବେ ଏହାକୁ ନେଇ ଅନେକଙ୍କ ମନରେ ପ୍ରଶ୍ନ ।

read your brain
ବାକ୍‌ଶକ୍ତି ହରାଇଥିବା ବ୍ୟକ୍ତିଙ୍କ ପାଇଁ ବରଦାନ; ଭାବନା ପଢି ସଙ୍ଗେସଙ୍ଗେ ଅନୁବାଦ କରିବ ମେସିନ୍‌ !

ଷ୍ଟ୍ରୋକ୍ ପୀଡିତ ଏବଂ ଅନ୍ୟମାନେ ଯେଉଁମାନେ କଥା କହିବାର କ୍ଷମତା ହରାଇଛନ୍ତି, ଏହି ଟେକ୍ନୋଲୋଜିରୁ ସେମାନେ ଉପକୃତ ହୋଇପାରିବେ, ସେମାନଙ୍କୁ ସେମାନଙ୍କ ଭାବନା ପ୍ରକାଶ କରିବା ସହ ଅନ୍ୟମାନଙ୍କ ସହିତ ଯୋଗାଯୋଗ କରିବାର ମାଧ୍ୟମ ହୋଇପାରିବ।

Gold Price Today
Gold Price Today 16th May 2024: ସ୍ଥିର ରହିଛି ସୁନା ଦର, ଜାଣନ୍ତୁ ଆପଣଙ୍କ ସହରରେ କେତେ ରହିଛି ଦାମ୍

ଆଜି ସ୍ଥିର ରହିଛି ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୩,୨୫୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୧୫୦ ଟଙ୍କା ରହିଛି ।

Digital arrest
ସାଇବର ଠକଙ୍କ ନୂଆ ଚାଲ୍‌ 'ଡିଜିଟାଲ୍‌ ଆରେଷ୍ଟ'; ସତର୍କ କରାଇଲା ଗୃହ ମନ୍ତ୍ରଣାଳୟ

ଏହି ପ୍ରକାରର ଠକେଇ ବିଷୟରେ ସଚେତନ ହେବା ଏବଂ ସଚେତନତା ପାଇଁ ପରାମର୍ଶ ଦିଆଯାଇଛି । ଯଦି କେହି ଏପରି କଲ୍ ପାଆନ୍ତି ତେବେ ତୁରନ୍ତ ଏନେଇ ସାଇବର କ୍ରାଇମ୍ ହେଲ୍ପଲାଇନ ନମ୍ବର 1930 କିମ୍ବା www.cybercrime.gov.inରେ ଅଭିଯୋଗ କରିବାକୁ ପରାମର୍ଶ ଦିଆଯାଇଛି।

If red color is used in the north side of the house... these will be the problem
Vastu Tips: ଘରର ଉତ୍ତର ଦିଗରେ ନାଲି ରଙ୍ଗ ବ୍ୟବହାର କରିଛନ୍ତି କି… ହେବ ଏହିସବୁ ସମସ୍ୟା

ବାସ୍ତୁଶାସ୍ତ୍ରରେ ବ୍ୟବହାର ବିଭିନ୍ନ ରଙ୍ଗର ମଧ୍ୟ ବାସ୍ତୁ ନିୟମ ରହିଛି। ଗୃହରେ କେଉଁ ଦିଗରେ କେଉଁ ରଙ୍ଗ କରିବା କଥା ତାହାର ନିୟମ ମଧ୍ୟ ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ପ୍ରାୟ ସବୁବେଳେ ଆମେ ଆମ ନିଜ ମନ ପସନ୍ଦର ରଙ୍ଗ ଆମେ ଗୃହରେ କରିଥାଉ କିନ୍ତୁ ସେତେବେଳେ ରଙ୍ଗ ବିଷୟରେ ଆମେ ବାସ୍ତୁଶାସ୍ତ୍ରର ନିୟମ ବିଷୟରେ ଜାଣି ନ ଥାଉ।

Panchang
Panchang Today 16th May 2024: ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ଗୃହ ପ୍ରବେଶ କରନ୍ତୁ

ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୬ ତାରିଖ ଗୁୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

How to know your phone is original or fake
Technology: ଆପଣ ସେକେଣ୍ଡ୍ ହ୍ୟାଣ୍ଡ୍‌ ମୋବାଇଲ କିଣୁଛନ୍ତି କି… ଜାଣନ୍ତୁ ଏହା ଚୋରି ମୋବାଇଲ୍ ନୁହେଁ ତ…

ଦେଶରେ ସେକେଣ୍ଡ୍ ହ୍ୟାଣ୍ଡ୍‌ ମୋବାଇଲ ବିକ୍ରି ବୃଦ୍ଧି ପାଉଛି। ଲୋକମାନେ ବିନା ସଂକୋଚରେ ଆରାମରେ ସେକେଣ୍ଡ ହ୍ୟାଣ୍ଡ୍‌ ଫୋନ୍ କିଣୁଛନ୍ତି। ତେବେ ଆପଣ ଯଦି ସେକେଣ୍ଡ ହ୍ୟାଣ୍ଡ୍ ସ୍ମାର୍ଟଫୋନ୍ ବ୍ୟବହାର କରୁଛନ୍ତି ତେବେ ଏହା ନକଲି କିମ୍ବା ଚୋରି ହୋଇଥିବାର ମଧ୍ୟ ସମ୍ଭାବନା ଥାଏ।

Congress Minister Arrested
ସଚିବଙ୍କ ସହାୟକ ଘରୁ ବାହାରିଲା ୩୫ କୋଟି, ଗିରଫ ହେଲେ ବରିଷ୍ଠ କଂଗ୍ରସ ନେତା

ଏହା ପୂର୍ବରୁ ଟଙ୍କା ଜବତ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗତକାଲି ମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ସଞ୍ଜୀବ ଲାଲ ଓ ତାଙ୍କ ସହାୟକ ଜାହାଙ୍ଗିର ଆଲାମଙ୍କୁ ଗିରଫ କରି ସାରିଛି। ଗତ ସୋମବାର ଇଡିର ୬ଟି ଟିମ୍ ଚଢାଉ କରି ଜାହାଙ୍ଗିର ଆଲାମଙ୍କ ଘରୁ ଏତେ ପରିମାଣର ଟଙ୍କା ଜବତ କରିଥଲା।

AR Rahman
ରହମାନ କହିଲେ ମନର କଥା, ବଖାଣିଲେ ପୁରୁଣା ଦିନର ଦୁଃଖ କାହାଣୀ

ଏ.ଆର୍.ରେହମାନଙ୍କୁ ଆଜି କିଏ ବା ନଜାଣେ । କେବଳ ଭାରତ କାହିଁକି ପୂରା ବିଶ୍ୱରେ ଆଜି ସେ ନିଜର ସଙ୍ଗୀତ ପାଇଁ ପରିଚିତ । କିନ୍ତୁ ତାଙ୍କର ସଙ୍ଗୀତ ସାଧନା ଏତେ ସହଜ ନଥିଲା । ବର୍ଷ ବର୍ଷ ଧରି ନିରନ୍ତର କଠିନ ପରିଶ୍ରମ, ତ୍ୟାଗ ଆଜି ତାଙ୍କୁ ଏପରି ସ୍ତରରେ ଆଣି ପହଞ୍ଚାଇଛି ।

NewsClick founder
ନ୍ୟୁଜ୍‌କ୍ଲିକ୍‌ ପ୍ରତିଷ୍ଠାତାଙ୍କୁ ସୁପ୍ରିମ୍‌କୋର୍ଟ ଆଶ୍ୱସ୍ତି; ଜେଲ୍‌ରୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ

ନ୍ୟୁଜ୍‌କ୍ଲିକ୍‌ର ପ୍ରତିଷ୍ଠାତା ତଥା ସଂପାଦକ ପ୍ରବୀର ପୁରକାୟସ୍ଥଙ୍କ ଗିରଫଦାରୀକୁ ବେଆଇନ ବୋଲି କହି ସୁପ୍ରିମକୋର୍ଟ ତାଙ୍କୁ ତୁରନ୍ତ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

General Election 2024
ପ୍ରତିଟି ଭୋଟ ମୂଲ୍ୟବାନ; ଭୋଟ ଦେବାକୁ କାଲିଫର୍ନିଆରୁ ଆସିଛନ୍ତି ଭାରତ

ଭୋଟ ଦେବାକୁ କାଲିଫର୍ନିଆରୁ ଆସିଛନ୍ତି ଭାରତ। ଅନ୍ୟ କୌଣସି କାମ ନୁହେଁ, ବରଂ କେବଳ ଭୋଟ୍‌ ଦେବାକୁ ଆସିଛନ୍ତି ଏହି ପରିବାର। ଦେଶ ପାଇଁ ଖଣ୍ଡିଏ ଭୋଟର ମୂଲ୍ୟ କେତେ ଯେ, ମୂଲ୍ୟବାନ ଏମାନେ ଠିକ୍‌ ଜାଣିଛନ୍ତି।

Kartik aaryans chandu champion first poster out
କାର୍ତ୍ତିକ ଆର୍ଯ୍ୟନଙ୍କ ଏମିତି ଶକ୍ତିଶାଳୀ ଫିଜିକ୍ ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ

ବଲିଉଡ ଅଭିନେତା କାର୍ତ୍ତିକ ଆର୍ଯ୍ୟନ କିଛି ଦିନ ହେବ ତାଙ୍କର ବହୁ ପ୍ରତୀକ୍ଷିତ ଫିଲ୍ମ 'ଚନ୍ଦୁ ଚାମ୍ପିଅନ୍' ପାଇଁ ଚର୍ଚ୍ଚାରେ ଅଛନ୍ତି। ବର୍ତ୍ତମାନ ଏହାର ଫାଷ୍ଟ୍ ପୋଷ୍ଟର ରିଲିଜ୍ ହୋଇଛି। ପୋଷ୍ଟରରେ କାର୍ତ୍ତିକ ଆର୍ଯ୍ୟନଙ୍କୁ ଏହି ଅବତାରରେ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି।

Rohit Sharma & Hardik Pandya
T-20 ବିଶ୍ୱକପ୍‌ ଟିମ୍‌ରେ ପାଣ୍ତ୍ୟାଙ୍କୁ ନେବାକୁ ଚାହୁଁନଥିଲେ ରୋହିତ !

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଚୟନ କମିଟି ଏବଂ ଅଧିନାୟକ ରୋହିତ ଶର୍ମା ହାର୍ଦ୍ଦିକ ପାଣ୍ତ୍ୟାଙ୍କ ଚୟନକୁ ବିରୋଧ କରିଥିଲେ।

Know the common causes of conflict in family
International Family Day 2024: ଦୂର କରିଦିଅନ୍ତୁ ଏହି ୫ ଜିନିଷ; ପରିବାରରେ ଖେଳିଯିବ ସୁଖ-ଶାନ୍ତି

ପ୍ରତ୍ୟେକ ବ୍ୟକ୍ତିଙ୍କ ଜୀବନରେ ପରିବାର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ବର୍ତ୍ତମାନ କିନ୍ତୁ ଏହି ପରିବାର ଭାଙ୍ଗିବାରେ ଲାଗିଛି। ଏହାର ଗୋଟିଏ କାରଣ ହେଉଛି ପରିବାର ସଦସ୍ୟଙ୍କ ମଧ୍ୟରେ ପାରସ୍ପରିକ ମତଭେଦ। ଯଦି ଆପଣ ନିଜ ପରିବାରକୁ ମଜବୁତ କରିବାକୁ ଚାହୁଁଛନ୍ତି, ତେବେ ସର୍ବପ୍ରଥମେ ମତଭେଦ ହେବାର ପାଞ୍ଚଟି କାରଣ କ’ଣ ଜାଣିନେବା ଦରକାର।

Gold Price Today
Gold Price Today 15th May 2024: ବାହାଘର ପାଇଁ ସୁନା କିଣିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କେତେ ଅଛି ଦାମ୍

ଆଜି ବଢିଛି ସୁନାର ଦାମ୍ । ଭାରତୀୟ ବଜାରରେ ଆଜି ୧୦ ଗ୍ରାମର ୨୪ କ୍ୟାରେଟ୍ ସୁନା ଦର ୭୩,୨୫୦ ଟଙ୍କା ହୋଇଛି । ସେହିପରି ୨୨ କ୍ୟାରେଟ୍‌ ସୁନାର ମୂଲ୍ୟ ଆଜି ୧୦ ଗ୍ରାମ ପିଛା ୬୬,୧୫୦ ଟଙ୍କା ରହିଛି ।

Elephant fights for life
ନଦୀରେ ପାଣି ପିଉଥିଲେ ହାତୀ ପଲ, ହଠାତ୍ କୁମ୍ଭୀର କଲା ଏମିତି..ଦେଖନ୍ତୁ ଭିଡିଓ

ତେବେ କୁମ୍ଭୀରଟି ଖୁବ୍‌ ଜୋର୍‌ରେ ହାତୀ ଶୁଣ୍ଢକୁ କାମୁଡି ଧରିଥିଲା। ଏହାଦେଖି ହାତୀପଲ ଛିନ୍ନଛତ୍ର ହୋଇଯାଇଥିଲେ ଏବଂ ହାତୀଟି ମୁଣ୍ଡ ହଲାଇ ଏକ କୁମ୍ଭୀରକୁ ପାଣିରୁ ବାହାରକୁ ଆଣି ଫିଙ୍ଗିଦେଇଥିଲା। ଶେଷରେ କୁମ୍ଭୀରଟି ଶୁଣ୍ଢକୁ ଛାଡି ପାଣି ଭିତରକୁ ଯିବାକୁ ବାଧ୍ୟ ହୋଇଥିଲା।

Tihar Jail
ଦିଲ୍ଲୀରେ ବୋମା ଆତଙ୍କ; ତିହାର ଜେଲ୍‌କୁ ଉଡ଼ାଇଦେବାକୁ ଧମକ

ଦିଲ୍ଲୀର ସ୍କୁଲ ଓ ହସ୍ପିଟାଲ ପରେ ଏବେ ତିହାର ଜେଲ୍‌କୁ ବୋମାରେ ଉଡ଼ାଇ ଦେବା ନେଇ ଆସିଛି ଧମକ। ଇମେଲ୍‌ ଜରିଆରେ ଏହି ଧମକ ମିଳିଥିବା ନେଇ ସୂଚନା ମିଳିଛି।

PM Modi
ଗତ ୫ ବର୍ଷରେ ମୋଦିଙ୍କ ଇନକମ୍‌ କେତେ ? ଜାଣନ୍ତୁ...

ଗତ ୫ ବର୍ଷ ମଧ୍ୟରେ ମୋଦି ନିଜ ଆୟର ସବିଶେଷ ସୂଚନା ମଧ୍ୟ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କର ୨୦୧୮-୧୯ରେ ୧୧ ଲକ୍ଷ ୧୪ ହଜାର ୨୩୦ ଟଙ୍କା, ୨୦୧୯-୨୦ରେ ୧୭ ଲକ୍ଷ ୨୦ ହଜାର ୭୬୦ ଟଙ୍କା, ୨୦୨୦-୨୧ରେ ୧୭ ଲକ୍ଷ ୭ ହଜାର ୯୩୦ ଟଙ୍କା ଇନକମ ହୋଇଛି।

Accident
ଭୋଟ୍ ଦେଇ ଫେରିବା ବେଳେ ବସ୍‌କୁ ଧକ୍କା ଦେଲା ଲରି; ଆଖିବୁଜିଲେ ୬ଯାତ୍ରୀ

ବସ୍‌ରେ ମୋଟ୍ ୪୨ଜଣ ଯାତ୍ରୀ ଥିଲେ। ଗତକାଲି ସେମାନେ ଭୋଟ୍ ଦେବାପାଇଁ ବସ୍‌ରେ ଯାଇଥିଲେ। ଆଜି ସକାଳୁ ବାପାଟଲା ଫେରୁଥିବା ବେଳେ ଦୁର୍ଘଟଣା ଘଟିଛି।

Parents should ask these questions to their child today otherwise it will be too late
Parenting Tips: ଆଜି ହିଁ ଆପଣଙ୍କ ପିଲାଙ୍କୁ ପଚାରନ୍ତୁ ଏହି ୭ ପ୍ରଶ୍ନ; ନଚେତ ନେଡ଼ି ଗୁଡ଼ କହୁଣୀକୁ ବୋହିଯିବ

ଏମିତି କିଛି ପ୍ରଶ୍ନ ଅଛି ଯାହା ଆପଣଙ୍କ ପିଲାଙ୍କୁ ସୁଯୋଗ ଦେବ ସେମାନଙ୍କର ଭାବନାକୁ ଶେୟାର କରିବାରେ ଏବଂ ନିଜ ଭିତରେ ଚାପି ହୋଇଥିବା କଥାଗୁଡିକୁ ପ୍ରକାଶ କରିବାରେ। ତେବେ ଆସନ୍ତୁ ଜାଣିବା ପ୍ରତ୍ୟେକ ବାପାମାଆ ନିଜ ପିଲାଙ୍କୁ କେଉଁ ପ୍ରଶ୍ନ ପଚାରିବା ଆବଶ୍ୟକ।

Lift Collapse
HCL ଖଣିରେ ବଡ଼ ଅଘଟଣ; ୧୮୦୦ଫୁଟ ତଳକୁ ଖସିଲା ଲିଫ୍ଟ, ଫସିଛନ୍ତି ଅଧିକାରୀ ଓ କର୍ମଚାରୀ

କିଛି ଭିଜିଲାନ୍ସ ଅଧିକାରୀ ଏବଂ ଅନ୍ୟ ବିଭାଗ ଯାଞ୍ଚ ପାଇଁ ଆସିଥିଲେ। କାମ ଦେଖିବା ପାଇଁ ଖଣି ଭିତରକୁ ପ୍ରବେଶ କରିବା ମାତ୍ରେ ଲିଫ୍ଟ ଭାଙ୍ଗି ଯାଇଥିଲା।

Panchang Today
Panchang Today 15th May 2024: ଆଜିର ପଞ୍ଚାଙ୍ଗ,ଶୁଭ ମୁହୂର୍ତ୍ତ ଦେଖି ନୂତନ ଦ୍ରବ୍ୟ କ୍ରୟ କରନ୍ତୁ

ସୈାର ବୃଷ ମାସ ବୈଶାଖ ଶୁକ୍ଳପକ୍ଷ। ଇଂରାଜୀରେ ୧୫ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Disadvantages of drinking lassi after meals
Health Tips: ଆପଣ ଲସି ପିଉଛନ୍ତି କି… ସାବଧାନ… ହୋଇପାରେ ଏହିସବୁ ସମସ୍ୟା

ଆପଣ ଯଦି ଲସି ପିଉଛନ୍ତି ତେବେ ଆଜିଠାରୁ ହୋଇଯାଆନ୍ତୁ ସାବଧାନ! ଏହା ଆପଣଙ୍କ ଶରୀରକୁ ଅନେକ କ୍ଷତି ପହଞ୍ଚାଇପାରେ। କେବଳ ଏତିକି ନୁହେଁ, ଯଦି ଆପଣ ରାତିରେ ଶୋଇବା ପୂର୍ବରୁ ଲସି ପିଅନ୍ତି, ତେବେ ଏହା ଆପଣଙ୍କୁ ଅନେକ ଅସୁବିଧାରେ ମଧ୍ୟ ପକାଇପାରେ।

Aarogya Maitri Cubes
ଆକାଶରୁ ଉଡ଼ି ଉଡ଼ି ଆସି ମାଟିକୁ ଖସିଲା ମେଡିକାଲ !

ଜରୁରୀକାଳୀନ ସ୍ଥିତିରେ ସ୍ବାସ୍ଥ୍ୟସେବା ଯୋଗାଣରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଲକ୍ଷ୍ୟରେ ଏହି ପରୀକ୍ଷଣ କରାଯାଇଛି।