ଗାଇଡଲାଇନ ଅନୁସାରେ ଶିକ୍ଷାନୁଷ୍ଠାନରେ ପ୍ଲାଷ୍ଟିକ୍ ବୋତଲ ବଦଳରେ ଅନ୍ୟ ପରିବେଶ ଉପଯୋଗୀ ଜିନିଷ ବ୍ୟବହର କରିବାନେଇ ନିର୍ଦ୍ଦେଶ ରହିଛି । କ୍ୟାମ୍ପସରେ ଥିବା କ୍ୟାଣ୍ଟିନ୍, ମାର୍କେଟ୍ କମ୍ପ୍ଲେକ୍ସ, ହଷ୍ଟେଲକୁ ଏକକ ବ୍ୟବହୃତ ପ୍ଲାଷ୍ଟିକ୍ ଆସିପାରିବ ନାହିଁ ।
ପ୍ଲାଷ୍ଟିକ୍ ବ୍ୟାଗ୍ ଖାଲି ମାଟି ଏବଂ ପାଣିରେ ଜମା ହୋଇ ଇକୋସିଷ୍ଟମ ଏବଂ ସାମୁଦ୍ରିକ ଜୀବ ପାଇଁ କ୍ଷତି ଘଟାଉ ନାହିଁ ଏହା ମଧ୍ୟ ଡ୍ରେନେଜ୍ ସିଷ୍ଟମରେ ସମସ୍ୟା ସୃଷ୍ଟି କରୁଛି, ପୁନଃବ୍ୟବହାର ପ୍ରକ୍ରିୟାକୁ ବାଧା ଦେଇ ଜଳପଥକୁ ଦୂଷିତ କରୁଛି। ଏହି ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ସମୁଦ୍ର କଇଁଛ, ବାଘ, ଡଲ୍ଫିନ୍ ଏବଂ ଅନ୍ୟାନ୍ୟ ସାମୁଦ୍ରିକ ଜୀବନ ପାଇଁ ବିପଦ ସୃଷ୍ଟି କରିଛି।
ନୂଆପଡ଼ା ଭାଲେଶ୍ୱର ପଞ୍ଚାୟତର ସରପଞ୍ଚଙ୍କ ନିଆରା କାର୍ଯ୍ୟ...ସୁନ୍ଦର ସମାଜ ଗଠନ ଉଦ୍ଦେଶ୍ୟରେ ପଞ୍ଚାୟତରେ ଆରମ୍ଭ କଲେ ବର୍ତ୍ତନ ବ୍ୟାଙ୍କ...ଆଉ ଏହାକୁ ଖୁବ୍ ଉତ୍ସାହର ସହ ସହଯୋଗ ବି କରୁଛନ୍ତି ପଞ୍ଚାୟତବାସୀ...
ଏନଜିଓ, ଇକୋ କ୍ଲବ, ସ୍ୱୟଂ ସହାୟକ ଗୋଷ୍ଠୀ ଓ ଗ୍ରାମପଞ୍ଚାୟତର ସ୍ୱେଚ୍ଛାସେବୀଙ୍କ ସହଯୋଗରେ ଏହି ସବୁ ପର୍ଯ୍ୟଟନସ୍ଥଳୀକୁ ପ୍ଲାଷ୍ଟିକମୁକ୍ତ ରଖିବାକୁ ଲୋକଙ୍କୁ ସଚେତନ କରାଯିବ ।
ଆଜି ଇଣ୍ଟରନାସନାଲ ପ୍ଲାଷ୍ଟିକ ବ୍ୟାଗ୍ ଫ୍ରି ଡେ। ପ୍ଲାଷ୍ଟିକ ବ୍ୟାଗ ମୁକ୍ତ ଦିବସ। ଆଜିର ଦିନରେ କେତେ କଣ କାର୍ଯ୍ୟକ୍ରମ, କେତେ କଣ ଯୋଜନା। ହେଲେ ସତ ଏହା ଯେ, ପ୍ଲାଷ୍ଟିକ ବ୍ୟାଗ୍ ବିନା ମଣିଷ ଯେମିତି ବଂଚିବା କଷ୍ଟକର..