• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Sheikh Hasina
ୟୁରୋପୀୟ ଦେଶରେ ଶରଣ ଖୋଜୁଛନ୍ତି ହସିନା, ଶରଣ ଦେବାକୁ ବ୍ରିଟେନ, ଆମେରିକା ଅମଙ୍ଗ

କେଉଁ ଦେଶରେ ଶରଣ ନେବେ ବାଂଲାଦେଶର ପୂର୍ବ ପ୍ରଧାନମନ୍ତ୍ରୀ ଶେଖ ହସିନା ? ଶରଣ ଦେବାକୁ ବ୍ରିଟେନ, ଆମେରିକା ଅମଙ୍ଗ ହେଉଥିବା କୁହାଯାଉଛି ।

Kangana ranaut take a dig to vinesh phogat historic win at olympics 2024
ଅଲିମ୍ପିକ୍ସରେ ଭିନେଶ ଫୋଗଟଙ୍କ ବିଜୟରେ ଭାରତ ଗର୍ବିତ...କଙ୍ଗନା କଲେ ପରିହାସ

ଅଲିମ୍ପିକ୍ସରେ ଭିନେଶ ଫୋଗଟଙ୍କ ବିଜୟକୁ ନେଇ ସମସ୍ତେ ଅଭିନନ୍ଦନ ଜଣାଇଛନ୍ତି। ଅଭିନେତ୍ରୀ ତଥା ସାଂସଦ କଙ୍ଗନା ରାଣାୱତ ମଧ୍ୟ ଭିନେଶଙ୍କ ବିଜୟରେ ଖୁସି ଅଛନ୍ତି ସତ କିନ୍ତୁ ସେ ତାଙ୍କର ଏକ ପୋଷ୍ଟରେ ତାଙ୍କୁ ପରିହାସ କରିଛନ୍ତି।

Vinesh Phogat
Paris Olympics 2024: ମାତ୍ର ୧୦୦ ଗ୍ରାମ ଓଜନ ପାଇଁ ଅଲିମ୍ପିକ୍ସରୁ ଡିସକ୍ୱାଲିଫାଏଡ୍ ଭିନେଶ

ପ୍ୟାରିସ୍ ଅଲିମ୍ପିକ୍ସରୁ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ଅଯୋଗ୍ୟ ଘୋଷିତ । ୫୦ କିଲୋଗ୍ରାମ ବର୍ଗରେ ଖେଳିପାରିବେନି ଗୋଲ୍ଡ ମେଡାଲ ମ୍ୟାଚ୍ ।

Bangladesh crisis
ଆୱାମୀ ଲିଗ୍ ନେତାଙ୍କ ହୋଟେଲ ଜାଳିଦେଲେ ଦୁର୍ବୃତ୍ତ, ଜିଅନ୍ତା ଜଳିଗଲେ ୨୪

ଜୀବନ୍ତ ଜଳିଗଲା ୨୪ ଜୀବନ । ଆୱାମୀ ଲିଗ୍ ପାର୍ଟିର ଜଣେ ନେତାଙ୍କ ମାଲିକାନାରେ ଥିବା ଏହ ହୋଟେଲରେ ଦୁର୍ବୃତ୍ତ ଲଗାଇଲେ ନିଆଁ ।

Muhammad Yunus
ବାଂଲାଦେଶରେ ଗଠନ ହେଲା ଅନ୍ତରୀଣ ସରକାର, ନେତୃତ୍ବ ନେବେ ନୋବେଲ୍ ବିଜେତା

ବାଂଲାଦେଶରେ ଗରିବଙ୍କ ବନ୍ଧୁ ଭାବେ ଜଣାଶୁଣା ମହମ୍ମଦ ୟୁନୁସ ଦେଶରେ ଗରିବି ହଟାଇବା ପାଇଁ ବେଶ୍ କାମ କରିଛନ୍ତି । ମାଇକ୍ରୋଫାଇନାନ୍ସ ଜରିଆରେ ନାଗରିକଙ୍କ ଆର୍ଥିକ ସ୍ଥିତି ସୁଦୃଢ଼ କରିଥିଲେ ।

sheikh hasina
ଭାରତ ଛାଡ଼ି ପାରନ୍ତି ଶେଖ୍ ହାସିନା, ଋଷରେ ନେବେ ଶରଣ !

ଢାକାରୁ ସ୍ବାଭାବିକ ହୋଇଛି ବିମାନ ଉଡ଼ାଣ । ବାଂଲାଦେଶରୁ ନୂଆଦିଲ୍ଲୀ ଆସିଥିବା କିଛି ପ୍ରବାସୀ ଭାରତୀୟ ଏହଂ ବାଂଲାଦେଶୀ ନାଗିରକ ସେଠାକାର ସ୍ଥିତି ନେଇ ପ୍ରତିକ୍ରିୟା ରଖିଛନ୍ତି ।

Hockey India
ପ୍ୟାରିସ୍ ଅଲିମ୍ପିକ୍ସ: ସେମିରେ ହାରିଲା ଭାରତ, କାଲି ବ୍ରୋଞ୍ଜ ପାଇଁ ଖେଳିବ ଟିମ୍‌ ଇଣ୍ଡିଆ

ସ୍ବର୍ଣ୍ଣ, ରୌପ୍ୟ ପଦରୁ ବଞ୍ଚିତ ଥିବା ଭାରତ ଆସନ୍ତାକାଲିର ମ୍ୟାଚ ଜିଣି ବ୍ରୋଞ୍ଜ୍‌ ପଦକ ଭାରତ ନାଁରେ କରିବ ବୋଲି ହକି ପ୍ରେମୀ ଆଶା ରଖିଛନ୍ତି ।

National handloom day 2024
National Handloom Day 2024: ହ୍ୟାଣ୍ଡ୍‌ଲୁମ୍ ଶିଳ୍ପ ଗ୍ରାମୀଣ ଅର୍ଥନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ; ଜାଣନ୍ତୁ ତନ୍ତ ଶାଢି କେଉଁ ଅଭିନେତ୍ରୀଙ୍କ ପସନ୍ଦ

ଆଜିକାଲି ହସ୍ତତନ୍ତ ଶାଢି ଫ୍ୟାସନ ଦୁନିଆର ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଯାଇଛି। ଏହାକୁ ବଲିଉଡ୍‌କୁ ଅନେକ ନାମୀଦାମୀ ଅଭିନେତ୍ରୀମାନେ ଆପଣେଇ ନେଇଛନ୍ତି। ତେବେ ଆସନ୍ତୁ ଏମିତି କିଛି ଅଭିନେତ୍ରୀଙ୍କ ନାଁ ଜାଣିବା ଯେଉଁମାନେ ହସ୍ତତନ୍ତ ଶାଢି ପିନ୍ଧିବାକୁ ଖୁବ ଭଲ ପାଆନ୍ତି।

Vinesh Phogat
Paris Olympics: କୁସ୍ତି ଫାଇନାଲ୍‌ରେ ପହଞ୍ଚି ପଦକ ନିଶ୍ଚିତ କଲେ ଭିନେଶ ଫୋଗାଟ

ଫାଇନାଲ ଜିତିଲେ ସ୍ୱର୍ଣ୍ଣ, ହାରିଲେ ପାଇବେ ରୌପ୍ୟ ପଦକ ।

Wayanad
ୱାୟନାଡ୍ ବିପର୍ଯ୍ୟୟ ଗର୍ଭରୁ ସରୁନି ମଣିଷ ଖୋଜା

ଅଣଦାବିଦାର ମୃତକଙ୍କ ସହ ସୋମାଲିଙ୍କ DNA ମ୍ୟାଚ୍ କରି ୪୮ ଘଣ୍ଟା ଭିତରେ ରିପୋର୍ଟ ଦେବାକୁ କେରଳ ସରକାର କହିଛନ୍ତି।

Bangladesh
ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାକୁ ନେଇ ଟେନସନ୍‌ରେ ଭାରତ

ସଂଖ୍ୟାଲଘୁ ହିନ୍ଦୁଙ୍କୁ ଟାର୍ଗେଟ୍ ପରେ ବଢ଼ିଲା ଭାରତର ଚିନ୍ତା । ମେହେରପୁର ଇସ୍କନ ମନ୍ଦିରରେ ହିଂସାକାରୀଙ୍କ ଭଙ୍ଗାରୁଜା ଅଭିଯୋଗ ।

Vinesh Phogat
ବଢ଼ିଲା ପଦକ ଆଶା, ଅଲିମ୍ପିକ୍ସ କୁସ୍ତି ସେମିଫାଇନାଲରେ ଭିନେଶ ଫୋଗାଟ

ପ୍ୟାରିସ୍ ଅଲିମ୍ପିକ୍ସ ମହିଳା କୁସ୍ତି ଇଭେଣ୍ଟରେ ବଢ଼ିଲା ପଦକ ଆଶା । ୫୦ କିଲୋଗ୍ରାମ ବର୍ଗରେ ସେମିଫାଇନାଲରେ ସ୍ଥାନ ପକା କରିଛନ୍ତି ଭାରତୀୟ କୁସ୍ତିଯୋଦ୍ଧା ଭିନେଶ ଫୋଗାଟ ।

Vinod kambli
ଚାଲିପାରୁ ନାହାନ୍ତି ପୂର୍ବତନ କ୍ରିକେଟର ବିନୋଦ କାମ୍ବଲି, ଭିଡିଓ ଭାଇରାଲ୍

ପୂର୍ବତନ ଭାରତୀୟ କ୍ରିକେଟର ବିନୋଦ କାମ୍ବଲି ଅସୁସ୍ଥ ! ଭେଟେରାନ କ୍ରିକେଟର ଚାଲିବାକୁ ସଂଘର୍ଷ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ।

WCR Apprentice Recruitment 2024  Apply for 3317 posts
WCR Apprentice Recruitment 2024: ରେଳବାଇରେ ପୂରଣ ହେବ ୩ ହଜାରରୁ ଅଧିକ ପଦବୀ; ଦଶମ ପାଶ୍‌ କରିଥିଲେ ସୁଯୋଗ

ଆପଣ ଯଦି ରେଳବାଇରେ ଚାକିରି ଖୋଜୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ପଶ୍ଚିମ ମଧ୍ୟ ରେଳବାଇରେ ଅନେକଗୁଡିଏ ପଦବୀ ପୂରଣ ହେବ। ଏନେଇ WCR ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଏନେଇ ଇଛୁକ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ଏହି ଖବରଟି ପଢନ୍ତୁ।

Student leader Nahid Islam
କିଏ ଏହି ଛାତ୍ରନେତା, ଯିଏ ଶେଖ ହସିନାଙ୍କ ବିରୋଧରେ ନେଉଥିଲେ ଆନ୍ଦୋଳନର ନେତୃତ୍ୱ

ଦେଶର ସଂରକ୍ଷଣ ନୀତିରେ ସଂସ୍କାର ପାଇଁ ଚିନ୍ତା କରିବା ହସିନା ସରକାରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ଛାତ୍ର ଆନ୍ଦୋଳନ ସାଂଘାତିକ ରୂପ ନେବା ପରେ ଅଣାୟତ୍ତ ହୋଇଛି ପରିସ୍ଥିତି ।

Anant ambani radhika merchant choose costa rica resort for honeymoon
ଅନନ୍ତ-ରାଧିକା ହନିମୁନ୍ ପାଇଁ ବାଛିଲେ ଏହି ହୋଟେଲ୍; ଗୋଟିଏ ରାତିର ମୂଲ୍ୟ ଜାଣିଲେ ହୋସ୍ ଉଡ଼ିଯିବ

ଆଭିଜାତ୍ୟପୂର୍ଣ୍ଣ ବିବାହ ଉତ୍ସବ ଏବଂ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ଦେଖାଯିବା ପରେ ଅନନ୍ତ ଅମ୍ବାନୀ ଏବଂ ରାଧିକା ମର୍ଚାଣ୍ଟ ବର୍ତ୍ତମାନ ହନିମୁନ୍‌ ଉପଭୋଗ କରୁଥିବା ଜଣାଯାଇଛି। ଏନେଇ ସେ ଯେଉଁ ହୋଟେଲ୍ ବାଛିଛନ୍ତି ତାହାର ଗୋଟିଏ ରାତିର ମୂଲ୍ୟ ଜାଣିଲେ ହୋସ୍ ଉଡିଯିବ।

Kishore Jena
Paris Olympic 2024: ନିରାଶ କଲେ ଓଡ଼ିଆ ଜାଭେଲିନ ଥ୍ରୋଅର କିଶୋର, ଫାଇନାଲରୁ ବାଦ୍

ଫାଇନାଲ ରାଉଣ୍ଡରୁ ବାଦ୍ ପଡ଼ିଲେ ଓଡ଼ିଆ ଆଥଲେଟ୍ କିଶୋର ଜେନା । ମଉଳିଲା ପଦକ ଆଶା ।

Neeraj Chopra
Paris Olympic 2024: ଫାଇନାଲରେ ନୀରଜ ଚୋପ୍ରା, ପୁଣି ଗୋଲ୍ଡ ମେଡାଲ୍ !

ଟୋକିଓ ପରେ ପ୍ୟାରିସ ଅଲିମ୍ପିକ୍ସରେ ନୀରଜ ଚୋପ୍ରାଙ୍କ କମାଲ । ପ୍ୟାରିସ୍ ଅଲିମ୍ପିକ୍ସର ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟର ଫାଇନାଲରେ ନୀରଜ ଚୋପ୍ରା ।

Temples burnt
ବାଂଲାଦେଶରେ ହିନ୍ଦୁଙ୍କୁ ଆକ୍ରମଣ ! ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତିକୁ ବି ଛାଡ଼ିଲେନି...

ବାଂଲାଦେଶ ମେହେରପୁର ଅଞ୍ଚଳରେ ଥିବା ଇସ୍କନ୍ ମନ୍ଦିରରେ ଆତତାୟୀ ମାନେ ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଛି । ମନ୍ଦିରର ଦୁଇଟି ଫ୍ଲୋରରେ ନିଆଁ ଲଗାଇ ଦେଇଛନ୍ତି। 

Chunky panday become Bangladesh amitabh bachchan
ବଲିଉଡ୍‌ରେ ଅସଫଳତା ପରେ ଚାଲିଗଲେ ବାଂଲାଦେଶ, ହୋଇଗଲେ ସୁପର୍‌ଷ୍ଟାର୍; ହେଲେ ପରେ…

ଆଜିକାଲି ବାଂଲାଦେଶକୁ ନେଇ ଚର୍ଚ୍ଚା ଜୋର ଧରିଛି। ତେବେ ବଲିଉଡ୍‌ର ଏମିତି ଜଣେ ଅଭିନେତା, ଯିଏ କେବଳ ଗୋଟିଏ କି ଦୁଇଟି ନୁହେଁ ଅନେକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରିଥିଲେଏବଂ ନାମୀ ତାରକାମାନଙ୍କୁ ଅଭିନୟ କରିବାର ABC ଶିଖେଇଥିଲେ। ଖାଲି ସେତିକି ନୁହେଁ, ବଡ ବଡ ତାରକାମାନଙ୍କ ସହିତ କାମ ମଧ୍ୟ କରିଥିଲେ। କିନ୍ତୁ ପରେ ହୋଇଗଲେ ବାଂଲାଦେଶର ସୁପରଷ୍ଟାର୍।

 Prime Minister of Bangladesh
ବଢ଼ିଲା ଚର୍ଚ୍ଚା: କିଏ ହେବେ ବାଂଲାଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ?

ବାଂଲାଦେଶରେ ଶେଖ ହସିନା ପ୍ରଧାନମନ୍ତ୍ରୀ ପଦ ଓ ଦେଶ ଛାଡ଼ିବା ପରେ କିଏ ନେବେ ଦେଶର ମଧ୍ୟବର୍ତ୍ତିକାଳୀନ ସରକାରର ଦାୟିତ୍ବ ? କାହା ହାତରେ ନ୍ୟସ୍ତ ହେବ ଦେଶର ଶାସନ ଭାର ? 

Taslima Nasreen
ହସିନାଙ୍କୁ ନେଇ ବଡ଼ ବୟାନ ଦେଲେ ତସ୍‌ଲିମା; କହିଲେ ମୋତେ ବାହାର କରିଥିଲ, ଏବେ...

ଜଳୁଛି ବାଂଲାଦେଶ। ଏହାରି ଭିତରେ ଶେଖ ହସିନାଙ୍କୁ କଡ଼ା ସମାଲୋଚନା କରିଛନ୍ତି ତସ୍‌ଲିମା । ନିର୍ବାସିତ ବାଂଲାଦେଶୀ ଲେଖକ ତସ୍‌ଲିମା ନସ୍‌ରିନ୍‌ । ଶେଖ ହସିନାଙ୍କ ଦେଶରୁ ପଳାୟନକୁ ଏକ ବିଡ଼ମ୍ବନା ବୋଲି ସେ କହିଛନ୍ତି ।

Paris Olympics 2024
Paris Olympics 2024: ଫାଇନାଲ୍ ପାଇଁ ଫାଇଟ୍; ହକି ସେମିରେ ଆଜି ଭାରତ-ଜର୍ମାନୀ ଲଢ଼େଇ

ପ୍ୟାରିସ୍ ଅଲିମ୍ପିକ୍ସ ହକି ସେମି ଫାଇନାଲରେ ଆଜି ମୈଦାନକୁ ଓହ୍ଲାଇବ ଟିମ୍ ଇଣ୍ଡିଆ। ଜର୍ମାନୀ ସହ ଲଢ଼େଇ ରହିଛି। ଭାରତୀୟ ସମୟ ରାତି ସାଢ଼େ ୧୦ଟାରେ ଏହି ମ୍ୟାଚ୍ ଖେଳାଯିବ।

Paris Olympics 2024
Paris Olympics 2024: ଆଜି ଜାଭେଲିନ୍ ଥ୍ରୋରେ ମୈଦାନକୁ ଓହ୍ଲାଇବେ ଓଡ଼ିଆ ଅଲିମ୍ପିଆନ୍ କିଶୋର...

ଜାଭେଲିନ୍ ଥ୍ରୋରେ ନୀରଜଙ୍କ ସହ ମୈଦାନକୁ ଓହ୍ଲାଇବେ ଓଡ଼ିଆ ପୁଅ କିଶୋର ଜେନା। କ୍ବାଲିଫିକେସନ୍ ରାଉଣ୍ଡରେ କମାଲ କରିବା ଲକ୍ଷ୍ୟରେ ରହିଛନ୍ତି।

Parents Should be their kids friends or not
Parenting Tips: ପିଲାମାନଙ୍କ ସହ ବନ୍ଧୁ ଭଳି କଥାବାର୍ତ୍ତା କରିବା ଉଚିତ କି… ପିଲା ହେବେନି ତ ବାଟବଣା…

ଅନେକ ସମୟରେ ମନରେ ଏହି ଭୟ ଥାଏ ଯେ ପିଲାମାନଙ୍କ ସହିତ 'ବନ୍ଧୁତ୍ୱପୂର୍ଣ୍ଣ' କଥାବାର୍ତ୍ତା ହେବା ଦ୍ୱାରା ସେମାନଙ୍କର ଭୟ ଦୂର ହୋଇଯିବ ନି ତ? ସେମାନେ କ’ଣ ଠିକ୍ ରାସ୍ତାରେ ଯିବେ? ସମୟ ଆସିଲେ ସେମାନେ କ’ଣ ବାପାମାଆଙ୍କ କଥାକୁ ଗମ୍ଭୀରତାର ସହ ଗ୍ରହଣ କରିବେ? ଏହିପରି ଅନେକ ଭୟ ବାପାମାଆଙ୍କ ମନକୁ ଆସେ। ଆସନ୍ତୁ ଏହାର ଉତ୍ତର ଜାଣିବା।