ଅଲିମ୍ପିକ୍ସର ପୋଲ୍ ଭଲ୍ଟ ଇଭେଣ୍ଟରେ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା । ନିଜ ପ୍ରାଇଭେଟ୍ ପାର୍ଟ କାରଣରୁ ପଦକ ହରାଇଲେ ଆଥଲେଟ୍ ।
ଆପଣ ଯଦି ଭାରତୀୟ ରେଳବାଇରେ ଚାକିରି କରିବା ନେଇ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣ ପାଇଁ। ଏନେଇ ରେଳ ନିଯୁକ୍ତି ସେଲ୍ (RRC) ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ବିଷୟରେ ବିସ୍ତୃତ ଭାବେ ଜାଣିବା ପାଇଁ ପୂରା ଖବରକୁ ପଢନ୍ତୁ।
ଜଣେ ଯାତ୍ରୀଙ୍କ ମୁଣ୍ଡରେ ଉକୁଣୀ ଚାଲିବାରୁ ଲସ୍ ଆଞ୍ଜେଲସ୍ ରୁ ନ୍ୟୁୟର୍କ ଅଭିମୁଖେ ଯାତ୍ରା କରୁଥିବା ଏକ ବିମାନ ଜରୁରୀ ଅବତରଣ କରିଛି। ଆମେରିକା ଏୟାରଲାଇନ୍ସର ଏକ ବିମାନ ଫିନିକ୍ସରେ ଏକ ଜରୁରୀ ଅବତରଣ କରିଥିବା ଜଣାପଡିଛି।
ଅଲିମ୍ପିକ୍ସ ହକିରେ ଭାରତର ବାଜିମାତ । ଟୋକିଓ ପରେ ପ୍ୟାରିସ୍, ଲଗାତାର ଦ୍ୱିତୀୟ ଥର ପାଇଁ ଅଲିମ୍ପିକ୍ସ ସେମିଫାଇନାଲରେ ପହଞ୍ଚିଲା ଭାରତୀୟ ହକି ଟିମ ।
ଅଲିମ୍ପିକ୍ସ ହକି କ୍ୱାର୍ଟରଫାଇନାଲରେ ଅମ୍ପାୟାରଙ୍କ ନିଷ୍ପତ୍ତିକୁ ନେଇ ଉଠିଲା ପ୍ରଶ୍ନ । ଭାରତୀୟ ଡିଫେଣ୍ଡର ଅମିତ ରୋହିଦାସଙ୍କୁ ମିଳିଲା ରେଡକାର୍ଡ ।
ଘଟଣାସ୍ଥଳରେ ପହଞ୍ଚିଛନ୍ତି ଉଦ୍ଧାରକାରୀ ଟିମ୍ ଓ ଶାହପୁର ପୋଲିସ । ଧ୍ବଂସାବଶେଷକୁ ସଫା କରାଯାଇଛି। ଏହି ଘଟଣାକୁ ନେଇ ଶୋକ ବ୍ୟକ୍ତ କରିଛନ୍ତି ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ।
ହୁତୁହୁତୁ ହୋଇ ଜଳିଗଲା ଟ୍ରେନ୍। କୋରବା-ବିଶାଖାପଟ୍ଟନମ୍ ଏକ୍ସପ୍ରେସରେ ଲାଗିଲା ନିଆଁ। ବିଶାଖାପଟ୍ଟନମ୍ ରେଳ ଷ୍ଟେସନର ଏହି ଅଘଟଣ ଘଟିଛି। ଏକ୍ସପ୍ରେସର ତିନୋଟି ଏସି କୋଚରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି। ତେବେ ଏଥିରେ କୌଣସି ଯାତ୍ରୀଙ୍କର ମୃତାହତ ନେଇ ସୂଚନା ମିଳିନି।
ପୁରୁଷ ସିଙ୍ଗଲ୍ସ ବ୍ୟାଡମିଣ୍ଟନ ସେମି ଫାଇନାଲରେ ଆଜି ଭାରତର ଲକ୍ଷ୍ୟ ସେନଙ୍କ ମଧ୍ୟ ମ୍ୟାଚ୍ ରହିଛି । ସେମିରେ ଡେନମାର୍କର ଭିକ୍ଟୋରଙ୍କୁ ଭେଟିବେ ଲକ୍ଷ୍ୟ ।
ଅତ୍ୟାଧୁନିକ ଟେକ୍ନୋଲୋଜି ବ୍ୟବହାର କରି ଅପରେସନ୍ ବା ଅସ୍ତ୍ରୋପଚାର କରିବା କିଛି ନୂଆ କଥା ନୁହେଁ। ଡାକ୍ତର ଟେକ୍ନୋଲୋଜି ବ୍ୟବହାର କରି ଅନେକ ରୋଗର ଚିକିତ୍ସା କରିବାରେ ସକ୍ଷମ ହେଉଛନ୍ତି। ହେଲେ ଏହି ଚିକିତ୍ସା କ୍ଷେତ୍ରରେ ଆଉ ଦୁଇପାଦ ଆଗେଇଛି ଚୀନ।
ଦକ୍ଷିଣ ଲେବାନନରୁ ହିଜବୁଲ୍ଲାହ ପକ୍ଷରୁ ଇସ୍ରାଏଲର ଉତ୍ତରରେ ଥିବା ବେତ ହିଲେଲ୍ ଇଲାକାରେ ବିଳମ୍ବିତ ରାତିରେ ତୁହାକୁ ତୁହା ରକେଡ୍ ମାଡ଼ କରିଛି।
ସେନା ଓ NDRF ସମେତ ବିଭିନ୍ନ ସଂସ୍ଥା ଓ ସ୍ବେଚ୍ଛାସେବୀ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିବା ଆଶଙ୍କା କରାଯାଉଛି।
ଭାରତୀୟ ପୁରାଣରେ ବନ୍ଧୁତ୍ୱର ଅନେକ ଉଦାହରଣ ରହିଛି। ତେବେ ଆଜି ଅନ୍ତର୍ଜାତୀୟ ବନ୍ଧୁତା ଦିବସ ଅବସରରେ, ଆସନ୍ତୁ ଜାଣିବା ପୁରାଣର କେଉଁ ସବୁ ଚରିତ୍ର ବନ୍ଧୁତାର ଉଦାହରଣ ଦିଅନ୍ତି।
କୁହାଯାଏ 'କୁକୁର ହେଉଛି ମଣିଷର ସର୍ବୋତ୍ତମ ବନ୍ଧୁ'। କାରଣ କୁକୁର ପ୍ରେମୀଙ୍କ ପାଇଁ ଆଜିକାଲି କୁକୁର କେବଳ ଗୃହପାଳିତ ପଶୁ ନୁହେଁ ବରଂ ପରିବାରର ଜଣେ ସଦସ୍ୟ। ଆପଣ ଜାଣିଛନ୍ତି କି ଏହି କଥା ପ୍ରଥମେ କିଏ କହିଥିଲେ। ଆସନ୍ତୁ ଜାଣିବା…
କେରଳ ୱାୟନାଡ଼ରେ ଗ୍ରାଉଣ୍ଡ ଜିରୋରୁ ବିପର୍ଯ୍ୟୟର ଚିତ୍ର କଏଦ ହୋଇଛି ଓଟିଭି କ୍ୟାମେରା ଲେନ୍ସରେ । ଭୂସ୍ଖଳନରେ ଯେଉଁ ୩ଟି ଗାଁ ନିଶ୍ଚିହ୍ନ ହୋଇଯାଇଛି, ସେଥିରୁ ଗୋଟିଏ ଗାଁ ଚୁରଲମାଲାରେ ପହଞ୍ଚି ସ୍ଥିତି ପରଖିଛି ଓଟିଭି ।
ଅସହ୍ୟ ଗରମରୁ ରକ୍ଷା ପାଇବା ପାଇଁ ବଡ଼ ପଦକ୍ଷେପ ଗ୍ରହଣ କରିଛି ଭାରତୀୟ କ୍ରୀଡା ମନ୍ତ୍ରଣାଳୟ । ଗରମରୁ ରକ୍ଷା ପାଇବା ପାଇଁ ୪୦ଟି ପୋର୍ଟେବୁଲ ଏସି ପଠାଇଛି କ୍ରୀଡା ମନ୍ତ୍ରଣାଳୟ ।
କୋର୍ଟରେ ଜ୍ୱାଇଁକୁ ଗୁଳି କରି ହତ୍ୟା । ପଞ୍ଜାବ ଚଣ୍ଡିଗଡ଼ ଜିଲ୍ଲା କୋର୍ଟରେ ଗୁଳିକାଣ୍ଡ ଘଟିଛି । ଯାହା ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲିଟିଛି ।
ମହିଳା ୨୫ ମିଟର ପିସ୍ତଲ ସୁଟିଂ ଇଭେଣ୍ଟ ଫାଇନାଲରେ ମନୁ ଭାକର ୨୮ ପଏଣ୍ଟ ସ୍କୋର କରିଥିଲେ । ତେବେ ସୁଟ୍ ଅଫରେ ହେଙ୍ଗରୀର ବ୍ରୋଞ୍ଜ ପଦକ ବିଜେତା ଭେରୋନିକେ ମେଜରଙ୍କଠାରୁ ସେ ପରାଜିତ ହୋଇଥିଲେ ।
SSC ଜୁନିଅର୍ ହିନ୍ଦି ଅନୁବାଦକ (JHT) ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁସାରେ ଅନେକଗୁଡିଏ ପଦବୀ ପୂରଣ ହେବ। ଏହି ନିଯୁକ୍ତି ବିଷୟରେ ବିସ୍ତୃତ ଭାବେ ଜାଣିବା ପାଇଁ ପୂରା ଖବରକୁ ପଢନ୍ତୁ।
ବନ୍ୟାରେ ପୁରା ପରିବାର ଓ ଗାଁକୁ ହରାଇ ଭାଙ୍ଗିପଡ଼ିଛନ୍ତି ଅନୀତା ଦେବୀ । କାଳର ରାତିର ଦୁଃଖ ବଖାଣିଛନ୍ତି ସମେଜେ ଗାଁର ଅନୀତା ଦେବୀ । ଯାହାକୁ ଶୁଣିଲେ ଯାହାର ବି ଆଖିରୁ ଲୁହ ଆସିଯିବ...
ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ମା’ ହଂସର ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ସେ ନିଜ ପିଲାମାନଙ୍କ ସହିତ ନଜର ଆସିଛି। ଏହି ଭିଡିଓରେ ଦେଖନ୍ତୁ କିପରି ମା’ ହଂସର ପକ୍ଷର ଏହି ବିଳାସପୂର୍ଣ୍ଣ ଘର ଭିତରେ ତା’ ପିଲାମାନେ ଅତି ଆରାମଦାୟକ ଏବଂ ନିରାପଦରେ ବସିଛନ୍ତି।
ଜୀବନର ଏହି ସଂଘର୍ଷ ଭିତରେ ସେ ସବୁବେଳେ ଶିକ୍ଷା ପାଇବାର ସ୍ୱପ୍ନ ଦେଖୁଥିଲେ । କିନ୍ତୁ ଅଭାବ ଅନଟର ତାଙ୍କୁ ରେଷ୍ଟୁରାଣ୍ଟ କାମରେ ବାନ୍ଧି ରଖିଥିଲା ।
ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଛୋଟ ଛୋଟ ସମସ୍ୟାକୁ ଖୁବ୍ ଡରନ୍ତି । ସେଇ ସମସ୍ୟାକୁ ସମାଧାନ କରିବା ପରିବର୍ତ୍ତେ ସେମାନେ ଡରି ଡରି ସମସ୍ୟା ଅଧିକ ବଡ଼ କରିଥାନ୍ତି ।
ଅଗଷ୍ଟ ୧୫କୁ କ୍ୟାପ୍ଚର୍ କରିବା ରେସ୍ରେ ମନୋରଂଜନ ଦୁନିଆ। ଏହି ପ୍ରତିଯୋଗିତା ସାଉଥ୍ ଏବଂ ବଲିଉଡ ମଧ୍ୟରେ ହେବାକୁ ଯାଉଛି। ବଲିଉଡ୍ର ୩ ଦମଦାର ଫିଲ୍ମ ଏହି ଦିନ ରିଲିଜ୍ ହେବାକୁ ଥିବା ବେଳେ ସାଉଥ୍ ମଧ୍ୟ ୨ ଫିଲ୍ମ ସହିତ ସଂଘର୍ଷ କରିବାକୁ ପ୍ରସ୍ତୁତ। ତେବେ କିଏ ମାରିବ ବାଜି।
ପୃଥିବୀ ପୃଷ୍ଠରୁ ୪ଶହ କିଲୋମିଟର ଉଚ୍ଚତାରେ ପରିକ୍ରମା କରୁଥିବା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ସେମାନେ ବୈଜ୍ଞାନିକ ଗବେଷଣା ଏବଂ ଟେକ୍ନୋଲୋଜି ଡେମନଷ୍ଟ୍ରେସନ କରିବେ ।
ବିବାଦ ଘେରରେ ପୂଜା ଖେଡକର। ଆଗୁଆ ଜାମିନ୍ ଆବେଦନ ଖାରଜ ପରେ ସେ ଦୁବାଇ ଚାଲିଯାଇଥିବା ଚର୍ଚ୍ଚା ହେଉଛି। ତେବେ ତାଙ୍କୁ ଗିରଫ କରାଯିବ ବୋଲି ସୂଚନା ମିଳିଛି।