ଆଜିକାଲି ଅଧିକାଂଶ ମହିଳା ଉଠିବା, ବସିବା ଏବଂ ନଇଁବା ସମୟରେ ପିଠି ଏବଂ ଅଣ୍ଟା ଯନ୍ତ୍ରଣା ଭୋଗୁଛନ୍ତି। ତେବେ ଏଠାରେ, କିଛି ଯୋଗାସନ ଏବଂ ସେସବୁର ଅଭ୍ୟାସର ପଦ୍ଧତିଗୁଡିକ ଜାଣିବା, ଯାହା ଦ୍ୱାରା ପିଠି ଯନ୍ତ୍ରଣାରୁ ମୁକ୍ତି ମିଳିବ।
ଯଦିଓ ମହାତ୍ମା ଗାନ୍ଧୀଙ୍କ ବିଚାରକୁ ନେଇ କିଛି ବିବାଦ ଏବଂ ବିତର୍କ ରହିଛି, ତଥାପି ତାଙ୍କଠାରୁ ଶିଖିବାକୁ ଅନେକ ଜ୍ଞାନ ରହିଛି। ଗାନ୍ଧୀଙ୍କ ପାଖରେ ଅନେକଗୁଡିଏ ମହାନ ଗୁଣ ଥିଲା ଯାହା ତାଙ୍କୁ ମହାତ୍ମା କରିଦେଲା। ଆମେ ଏହିସବୁ ଗୁଣକୁ ମହାତ୍ମା ଗାନ୍ଧୀଙ୍କ ମହାନ ଜୀବନରୁ ଶିଖିବା ଉଚିତ। ତେବେ ଆସନ୍ତୁ ତାଙ୍କ ଠାରୁ ୫ଟି ସବୁଠାରୁ ବଡ ଗୁଣ ଶିଖିନେବା।
ବିଗତ ଦିନରେ ୱାର୍କ ଲୋଡ୍କୁ ନେଇ ମୃତ୍ୟୁ ହେଉଥିବା କଥା ଆପଣମାନଙ୍କ ନଜରରେ ଆସିଥିବ । ବର୍ତ୍ତମାନ ପୁଣି ଏପରି ଏକ ଖବର ପୂରା କର୍ପୋରେଟ୍ ଜଗତକୁ ଚହଲାଇ ଦେଇଛି ।
୪୪ ଯାତ୍ରୀଙ୍କୁ ଧରି ଯାଉଥିଲା ବସ୍ । ତେବେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।
ଗୋବିନ୍ଦାଙ୍କ ଗୋଡରେ ହଠାତ୍ ଗୁଳି ବାଜିଛି। କୁହାଯାଉଛି ଯେ ଗୋବିନ୍ଦା ସେହି ସମୟରେ ଘରେ ଏକୁଟିଆ ଥିଲେ ଏବଂ ଲାଇସେନ୍ସପ୍ରାପ୍ତ ରିଭଲ୍ଭର୍ ସଫା କରୁଥିବା ବେଲେ ଗୁଳି ଫୁଟିଥିଲା। ତେବେ ଖାଲି ଗୋବିନ୍ଦା ଏହିପରି ଘଟଣାର ଶିକାର ହୋଇ ନାହାନ୍ତି। ଏହା ପୂର୍ବରୁ ଆହୁରି ଅନେକ ସେଲିବ୍ରେଟି ମଧ୍ୟ ଏମିତି ଘଟଣାର ଶିକାର ହୋଇଛନ୍ତି।
ଶାହରୁଖ ଖାନ କରଣ ଜୋହରଙ୍କ ପ୍ରଶ୍ନର ମଜାଳିଆ ଉତ୍ତର ଦେଉଥିବାର ନଜର ଆସିଛନ୍ତି। ପ୍ରଶ୍ନର ଉତ୍ତରରେ କିଙ୍ଗ୍ ଖାନ କହିଛନ୍ତି ଯେ ତାଙ୍କୁ ନାଚିବାକୁ ଆବଶ୍ୟକ ପଡେ ନାହିଁ, କାରଣ ପୂରା ଫିଲ୍ମ ଇଣ୍ଡଷ୍ଟ୍ରି ତାଙ୍କ ଆଙ୍ଗୁଠିରେ ନାଚିଥାଏ।
ମ୍ୟାଚ୍ ସହ ସିରିଜ ଜିତିଲା ଭାରତ । କାନପୁର ଟେଷ୍ଟରେ ବାଂଲାଦେଶକୁ ୭ ୱିକେଟରେ ହରାଇଲା ଭାରତ ।
ଆଇଫୋନ୍ ପାଇଁ ହତ୍ୟା । ଅନ୍ଲାଇନ୍ରେ ଆଇଫୋନ୍ ମଗାଇଲେ । ଡେଲିଭରି ମଧ୍ୟ ହେଲା । କିନ୍ତୁ ଡେଲିଭରି ବୟ ଫୋନ୍ ଦେଇ ଟଙ୍କା ମାଗିବାରୁ ତଣ୍ଟି ଚିପି ମାରିଦେଲେ ।
ହସ୍ପିଟାଲରେ ଭର୍ତ୍ତି ହେଲେ ସାଉଥ ସୁପରଷ୍ଟାର ରଜନୀକାନ୍ତ । ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ବିଳମ୍ବିତ ରାତିରେ ତାଙ୍କୁ ଚେନ୍ନାଇର ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଥିବା ଡାକ୍ତରଖାନା ପକ୍ଷରୁ ସୂଚନା ଦିଆଯାଇଛି ।
ବିମାନ ଦୁର୍ଘଟଣାର ୫୬ ବର୍ଷ ପରେ ମିଳିଲା ମୃତଦେହ। ୧୯୬୮ ମସିହାରେ ରୋହତଙ୍ଗ ପାସ୍ ନିକଟରେ ଘଟିଥିବା ବିମାନ ଦୁର୍ଘଟଣାରେ ଭାରତୀୟ ସେନା ଆଉ ଚାରୋଟି ମୃତଦେହ ଉଦ୍ଧାର କରିଛି।
ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ହୁଏତ କେବଳ ତରୁଣୀଙ୍କୁ ମିସ୍ ୟୁନିଭର୍ସ ଭାବରେ ଦେଖିଥିବେ। କିନ୍ତୁ ଦକ୍ଷିଣ କୋରିଆର ଜଣେ ବୃଦ୍ଧା ମିସ୍ ୟୁନିଭର୍ସ କୋରିଆ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଇତିହାସ ସୃଷ୍ଟି କରିଛନ୍ତି ।
ଶାକାହାରୀ ଜୀବନଶୈଳୀ ଏକ ସୁସ୍ଥ ଜୀବନ ଦେବା ସହ ପରିବେଶ ଏବଂ ନୈତିକ ଲାଭ ଦେଇଥାଏ। ତେବେ ପରିବେଶ ସନ୍ତୁଳନ ବଜାୟ ରଖିବାରେ ଶାକାହାରୀ ଭୋଜନ କିପରି ସାହାଯ୍ୟ କରେ ତାହା ଆସନ୍ତୁ ଜାଣିବା।
ବୃଦ୍ଧ ବ୍ୟକ୍ତି ହେଉଛନ୍ତି ଦେଶର ମୂଳଦୁଆ। ତେଣୁ ସେମାନଙ୍କ ଯତ୍ନ ନେବା ଜରୁରୀ। ଯଦି ଆପଣଙ୍କ ଘରେ ବୃଦ୍ଧ ବାପାମାଆ ଅଛନ୍ତି ତେବେ ସେମାନଙ୍କ ଯତ୍ନ ନେବା ଜରୁରୀ। ଆପଣ ଯଦି ଚାକିରି କରିଛନ୍ତି ଆଉ ସେମାନଙ୍କ ଯତ୍ନ ପାଇଁ ଯଥେଷ୍ଟ ସମୟ ନାହିଁ ତେବେ ଏହାକୁ କିପରି କରିବେ, ଜାଣନ୍ତୁ କିଛି ଉପଯୋଗୀ ଟିପ୍ସ।
ଗୁଳି ଫୁଟି ଅଭିନେତା ଗୋବିନ୍ଦା ଆହତ । ନିଜ ବନ୍ଧୁକରୁ ଗୁଳି ଫୁଟି ଆହତ ହୋଇଥିବା ସୂଚନା । ଅସାବଧାନତା ବଶତଃ ଗୁଳି ଫୁଟିଥିବା ସୂଚନା ।
ମାସ ଆରମ୍ଭରୁ ଗ୍ରାହକଙ୍କୁ ଝଟକା। ବଢିଲା ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ । ତୈଳ କମ୍ପାନୀଗୁଡିକ ଏଲପିଜି ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରିଛନ୍ତି।
ଗାନ୍ଧୀ ଜୟନ୍ତୀରେ ଓଡ଼ିଶାକୁ ଆଉ ଏକ ବଡ଼ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପିଏମ୍ ଜନମନ ଯୋଜନାରେ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିଲୋମିଟର ରାସ୍ତାର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ।
ଚାଷୀଙ୍କ ପାଇଁ ଖୁସି ଖବର। ଆସନ୍ତା ଅକ୍ଟୋବର ୫ରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା। ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ମୋଦି ଚାଷୀଙ୍କ ଆକାଉଣ୍ଟକୁ ପଠାଇବେ ଯୋଜନାର ୧୮ ତମ କିସ୍ତି।
ଆଜି ଜାମ୍ମୁ ଓ କାଶ୍ମୀରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟ। ସକାଳ ୭ଟାରୁ ଆରମ୍ଭ ହୋଇଛି ମତଦାନ । ଶେଷ ପର୍ଯ୍ୟାୟରେ ୪୦ଟି ଆସନ ପାଇଁ ଭୋଟ ଗ୍ରହଣ ଚାଲିଛି ।
ଆଜିକାଲି ଭେଜାଲ ଘିଅକୁ ନେଇ ଚର୍ଚ୍ଚା ଜୋର ଧରିଛି। ସେହିପରି ସୋରିଷ ତେଲ ମଧ୍ୟ ଏଥିରୁ ବଞ୍ଚିତ ନୁହେଁ। ବର୍ତ୍ତମାନ ଯେଉଁମାନେ ସୋରିଷ ତେଲ ଅଧିକ ବ୍ୟବହାର କରନ୍ତି, ସେମାନେ ନିଶ୍ଚୟ ଜାଣିବା ଉଚିତ୍ ଯେ ସେମାନେ ଖାଉଥିବା ତେଲ ଅସଲି ନା ନକଲି
ମହୀଶୂରରେ ବେଆଇନ ଭାବେ ଜମି ହାତେଇଥିବା ଅଭିଯୋଗ ହୋଇଛି ସିଦ୍ଧରମୈୟାଙ୍କ ପତ୍ନୀ ବି.ଏମ୍.ପାର୍ବତୀଙ୍କ ନାଁରେ । Mysuru Urban Development Authority-MUDA ଜରିଆରେ ୧୪ଟି ପ୍ରିମିୟମ୍ ଜମିକୁ ଅତି ଶସ୍ତାରେ କିଣିଛନ୍ତି ।
ମାଡି ଆସୁଛି ମହାବାତ୍ୟା ! ଘଣ୍ଟାପ୍ରତି ବହିପାରେ ୨୧୫ କି.ମି ବେଗରେ ପବନ ।
ସ୍ପେସ ଷ୍ଟେସନରେ ପହଞ୍ଚି ସାରିଛି ‘କ୍ରିଉ-୯’। ଯାହାର ଭିଡିଓ ସେୟାର କରିଛି NASA। ତେବେ ସ୍ପେସ୍ ଏକ୍ସର ଡ୍ରାଗନ୍ କ୍ରୁ କ୍ୟାପସୁଲ ISSରେ ସଫଳତାର ସହ ପହଞ୍ଚି ସାରିଥିଲେ ସୁଦ୍ଧା ନାସାର ମହାକାଶଚାରୀ ସୁନୀତା ୱିଲିୟମ୍ସ ତୁରନ୍ତ ପୃଥିବୀ ପୃଷ୍ଠକୁ ଫେରିବେ ନାହିଁ।
ଆସାମ ରାଇଫଲ୍ସରେ ପୂରଣ ହେବ ରାଇଫଲ୍ମେନ୍/ଓମେନ୍ ପଦବୀ। ଏନେଇ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତ ଭାବେ ଜାଣିବା ପାଇଁ ପଢନ୍ତୁ।
ରାଜସ୍ଥାନର ଉଦୟପୁରରେ ଆତଙ୍କ ରଚୁଛି କଳା କଲରାପତରିଆ ବାଘ । ୧୧ ଦିନରେ ନେଲାଣି ୭ଜଣଙ୍କ ଜୀବନ।
ଥମୁନି ତିରୁପତି ଲଡୁ ବିବାଦ। ଆଜି ଏହି ବିବାଦ ସହ ଜଡ଼ିତ ପିଟିସନ୍ର ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । କୋର୍ଟ କହିଛନ୍ତି, ଭଗବାନଙ୍କୁ ରାଜନୀତିରୁ ଦୂରେଇ ରଖନ୍ତୁ।