ଅପହୃତ ହୋଇଥିବା ବ୍ୟକ୍ତିଙ୍କ ନାମ 'ଲି' । ଲିଙ୍କୁ କିଡନାପ୍ କରିବା ପରେ ତାଙ୍କ ଦେହରୁ ରକ୍ତ ଟାଣି ଅନଲାଇନରେ କିଛି ବ୍ୟକ୍ତିଗତ ଗ୍ରାହକଙ୍କୁ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି ।