ମିଳିଥିବା ସୂଚନା ଅନୁଯାୟୀ କରୋନା ଟିକା କୋର୍ବେଭାକ୍ସକୁ ଡିସିଜିଆଇ ପକ୍ଷରୁ ଅନୁମତି ମିଳିସାରିଛି । ବାୟୋଲୋଜିକାଲ-ଇ’ର ଟିକା କୋର୍ବେଭାକ୍ସକୁ ଜରୁରୀକାଳୀନ ବ୍ୟବହାର ପାଇଁ ଡିସିଜିଆଇ ଅନୁମତି ଦେଇସାରିଛି ।