ଦଶନ୍ଧି ପରେ ବରୌନି ଫ୍ଲାଗ ଗାଁ କେବଳ ବିହାରରେ ନୁହେଁ ସମଗ୍ର ଦେଶରେ ଖେଳ ଗାଁ ଭାବରେ ଜଣାଶୁଣା । ଖେଳ ପ୍ରତି ଆଗ୍ରହ ତଥା ପରିଶ୍ରମ ବଳରେ ପରିବାର ଓ ସମାଜକୁ ନୂଆ ପରିଚୟ ଦେଇଥିବା ବେଳେ ଗାଁକୁ ଏକ ନୂତନ ବାଟ ଦେଖାଇଛନ୍ତି ଝିଅମାନେ । କ୍ରୀଡା କ୍ଷେତ୍ରରେ ଆଜି ସମାଜରେ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏ ଗାଁର ଝିଅ ରାଜ୍ୟ, ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରରେ ଅନେକ ମେଡାଲ ଜିତିଛନ୍ତି । କେବଳ ଏତିକି ନୁହେଁ ଖେଳ ଆଧାରରେ ଅନେକଙ୍କୁ ସରକାରୀ ଚାକିରି ମଧ୍ୟ ମିଳିଛି ।
ସୋସିଆଲ ମିଡିଆରେ ଅନେକ ପ୍ରତିଭା ଭାଇରାଲ୍ ହୋଇଥାଏ । ନିଜର ପ୍ରତିଭା ପାଇଁ ଅନେକ ଲୋକଙ୍କୁ ଲୋକଲୋଚନକୁ ଆଣିଥାଏ ସାମାଜିକ ଗଣମାଧ୍ୟମ । ନିଜର ପ୍ରତିଭା ଯୋଗୁଁ କେହି କେହି ଷ୍ଟାର୍ ମଧ୍ୟ ପାଲଟିଯାଆନ୍ତି । ଠିକ ସେହିପରି ବର୍ତ୍ତମାନ ଜଣେ ଯୁବତୀଙ୍କ ଭିଡିଓ ବେଶ ଭାଇରାଲ୍ ହେବାର ଲାଗିଛି ।
ତାଙ୍କ ବୟସ ମାତ୍ର ଅଢେଇ ବର୍ଷ ହୋଇଥିବା ବେଳେ ସେ ୭୨ଟି ଅଦ୍ଭୁତ ଚିତ୍ର ତିଆରି କରି ତାଙ୍କ ନାମରେ ଏକ ଚମତ୍କାର ରେକର୍ଡ ତିଆରି କରିଛନ୍ତି। ୱାର୍ଲ୍ଡ ରେକର୍ଡ ସହିତ ଇଣ୍ଡିଆ ରେକର୍ଡ ମଧ୍ୟ କରିସାରିଲେଣି।
ସୋସିଆଲ୍ ମିଡିଆ ଏମିତି ଏକ ପ୍ଳାଟ୍ଫର୍ମ ଯେଉଁଠି କିଛି ବି ପୋଷ୍ଟ୍ ହେବା କ୍ଷଣି ତାହା ସାଙ୍ଗେ ସାଙ୍ଗେ ଭାଇରାଲ୍ ହୋଇଥାଏ। ଅନେକ ବଣମଲ୍ଲୀଙ୍କୁ ପ୍ରସ୍ଫୁଟିତ କରିବା ନେଇ ସୋସିଆଲ୍ ମିଡିଆର ଅନେକ ଭୂମିକା ରହିଛି। ଦେଖାଯାଏ ଯେ ବେଳେବେଳେ ଗ୍ରାମାଞ୍ଚଳର ଅନେକ ପ୍ରତିଭା ଲୋକଲୋଚନକୁ ଆସିପାରେ ନାହିଁ। କିନ୍ତୁ ସୋସିଆଲ୍ ମିଡିଆ ଏପରି ଏକ ପ୍ଲାଟ୍ଫର୍ମ ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ପ୍ରତିଭାକୁ ବିଶ୍ୱ ଦରବାରକୁ ଆଣିବାରେ ପ୍ରମୁଖ ମାଧ୍ୟମ ସାଜିଛି।