ରାଣୀହାଟ କେନାଲ ରୋଡରେ ଥିବା ଇଭି ସୋରୁମ୍ରେ ଅଗ୍ନିକାଣ୍ଡ ଘଟିଛି ।
ଯଦି କୌଣସି ଇ-ସ୍କୁଟରରେ ତ୍ରୁଟି ପରିଲକ୍ଷିତ ହୁଏ, ତା’ହେଲେ ସମ୍ପୃକ୍ତ ଇ-ଯାନ କମ୍ପାନୀ ଠାରୁ ମୋଟା ଅଙ୍କର ଫାଇନ୍ ଆଦାୟ କରିବା ପାଇଁ ସରକାର ଯୋଜନା କରୁଥିବା ଜଣାପଡ଼ିଛି।