ଦିଲ୍ଲୀରେ ବଢ଼ୁଥିବା କରୋନା କେସ୍ ଏବେ ସାରା ଦେଶ ପାଇଁ ଚିନ୍ତା ବଢ଼ାଇଛି । ଗତ ୨୪ ଘଣ୍ଟାରେ ବଢ଼ିଛି ଦିଲ୍ଲୀରେ କରୋନା ସଂକ୍ରମଣ ସଂଖ୍ୟା ।