ପିଲାମାନଙ୍କ ପାଠପଢ଼ା ପାଇଁ ଅନେକ ବ୍ୟାଙ୍କ ଲୋନ୍ ଦେଇଥାଏ । କିଛି ବ୍ୟାଙ୍କ ସ୍ୱଳ୍ପ ସୁଧ ନେଉଥିବା ବେଳେ କିଛି ବ୍ୟାଙ୍କ ଅଧିକ ସୁଧ ମଧ୍ୟ ନେଇଥା’ନ୍ତି ।
ପଡ଼ୋଶୀ ପାକିସ୍ତାନ ପ୍ରତି କଡ଼ା ଆଭିମୁଖ୍ୟ ଦେଖାଇଲା ଭାରତ। ପାକିସ୍ତାନରେ ପଢ଼ିଲେ ଭାରତରେ ଚାକିରି କିମ୍ବା ଉଚ୍ଚଶିକ୍ଷା ପାଇଁ ସୁଯୋଗ ମିଳିବନି ବୋଲି କୁହାଯାଇଛି।