ଆର ପାରିରେ ଦୀପେଶ ଭାନ। 'ଭାବିଜୀ ଘର ପର୍ ହୈ'ରେ ମଲଖାନ୍ ଭୂମିକାରେ ଅଭିନୟ କରି ଲୋକଙ୍କୁ ବେଶ ହସେଇବାରେ ସେ ମାହିର ଥିଲେ। ଆଜି ସକାଳେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କେମିତି ଏମିତି ହେଲା ଆସନ୍ତୁ ଜାଣିବା।
'ଅଙ୍ଗୁରୀ ଭାବି' ବା ଶୁଭାଙ୍ଗୀ ଅତ୍ରେ ନିଜ ବାସ୍ତବ ଜୀବନକୁ ଖୁବ ଜବରଦସ୍ତ୍ ଜୀଉଁଛନ୍ତି। ଶୁଭାଙ୍ଗୀ ଆଜିକାଲି ମାଲଦ୍ୱୀପରେ ଛୁଟିଦିନ ପାଳନ କରୁଛନ୍ତି ଏବଂ ସୋସିଆଲ ମିଡିଆରେ ନିଜର ସିଜ୍ଲିଂ ଅବତାର ଦେଖାଇ ଇଣ୍ଟର୍ନେଟ୍ ତାପମାତ୍ରାକୁ ଉଚ୍ଚରେ ରଖିଛନ୍ତି।