• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Assistant Professor

Bihar Minister
Bihar Minister: ନୀତିଶ କୁମାରଙ୍କ ମାନସ ପୁତ୍ର, ରାଜନୀତି ସହ କଲେଜରେ ପଢ଼ାଇବେ ପାଠ

BSUSC ପକ୍ଷରୁ ରାଜନୀତି ବିଭାଗରେ ୨୮୦ଟି ପଦବୀ ପାଇଁ ବିଜ୍ଞାପନ ଦିଆଯାଇଥିଲା । ଏଥିପାଇଁ ୨୭୪ ଜଣ ପ୍ରାର୍ଥୀଙ୍କୁ ମନୋନୀତ କରାଯାଇଛି । ସେମାନଙ୍କ ମଧ୍ୟରେ ଅଶୋକ କୁମାର ଚୌଧୁରୀ ଅଛନ୍ତି ।

UGC assistant professor will be able to become even without PhD
UGCର ନୂଆ ନିୟମ; ଏଥର ବିନା PhDରେ ହୋଇପାରିବେ ଆସିଷ୍ଟାଣ୍ଟ୍ ପ୍ରଫେସର

ଆସିଷ୍ଟାଣ୍ଟ୍ ପ୍ରଫେସର ପାଇଁ ପ୍ରସ୍ତୁତ ପ୍ରାର୍ଥୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା। ଏଥିପାଇଁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC) ଏକ ବିଜ୍ଞପ୍ତି ଜାରି କରିଛି। ଏହି ବିଜ୍ଞପ୍ତି ଅନୁଯାୟୀ କୁହାଯାଇଛି ଯେ ଆସିଷ୍ଟାଣ୍ଟ୍ ପ୍ରଫେସର ଚାକିରି ପାଇଁ ବର୍ତ୍ତମାନ PhD ଆବଶ୍ୟକ ନାହିଁ।

Delhi university to recruit assistant professors
ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଏହି କଲେଜ୍‌ରେ ରହିଛି ୧୦୧ଟି ପଦବୀ ଖାଲି

ଦିଲ୍ଲୀ ବିଶ୍ୱବିଦ୍ୟାଳୟର ଶିବାଜୀ କଲେଜ ଆସିଷ୍ଟାଣ୍ଟ ପ୍ରଫେସର ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି। ଯୋଗ୍ୟ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ଜାରି ରହିଥିବା ବେଳେ ୭ ନଭେମ୍ବର ରହିଛି ଶେଷ ତାରିଖ।

Peon Becomes Assistant Professor at the same department
ଚମକିଲା ଭାଗ୍ୟ; ୨୦ ବର୍ଷ ଧରି ଯେଉଁଠି ପିଅନ ଥିଲେ ସେଇଠି ହେଲେ ପ୍ରଫେସର

କୌଣସି କାମ ଏ ଦୁନିଆରେ ଅସମ୍ଭବ ନୁହେଁ। କୌଣସି ଲକ୍ଷ୍ୟ ମଣିଷ ପାଇଁ ଅପହଞ୍ଚ ନୁହେଁ। ଆଜିର ପିଅନଟି କାଲି ଅଫିସର ବି ହୋଇପାରେ। ଏଥିପାଇଁ କେବଳ ଲୋଡା କଠୋର ନିଷ୍ଠା ଆଉ ଦୃଢ ମନବଳ। ଏହି କଥାକୁ ସତ୍ୟ ପ୍ରମାଣିତ କରି ଦେଖାଇଛନ୍ତି କମଲ କିଶୋର ମଣ୍ଡଳ।