Advertisment

Today Panchang 22nd Feb 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୂହୁର୍ତ୍ତ ଦେଖି ଘରେ କରନ୍ତୁ ପୂଜା

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

author-image
Pallipuspa Samal
ଅଦ୍ୟତନ ହୋଇଛି
Today Panchang 22nd February 2023

Today Panchang

ସୈାର କୁମ୍ଭ ମାସ ଫାଲ୍‌ଗୁନ କୃଷ୍ଣପକ୍ଷ । ଇଂରାଜୀରେ ୨୨ ତାରିଖ ବୁଧବାର ।ଚନ୍ଦ୍ର – ମୀନ ଅହୋରାତ୍ର,ତିଥି – ୩ୟା ରାତ୍ରି ୦୩.୨୪ ଗତେ ୪ର୍ଥୀ,ଘାତ ଚନ୍ଦ୍ର – ଧନୁ ଅହୋରାତ୍ର,ଘାତ ବାର- କର୍କଟ,ପୁଷ୍କର ଦୋଷ – ୧ ପାଦ - କୁଟୁମ୍ଭ ହାନି- ତିଳକାଞନ ଦାନ ପ୍ରାତଃ ୦୬.୩୮ ପର୍ଯ୍ୟନ୍ତ ।

Advertisment

ଶୁଭ ସମୟ:

  • ପ୍ରାତଃ ୦୬.୧୫ ରୁ ୦୭.୪୭
  • ଦିବା ୧୦.୩୪ ରୁ ୧୧.୩୭
  • ଦିବା ୧୦.୫୫ ରୁ ୦୪.୫୯
  • ସନ୍ଧ୍ୟା ୦୬.୩୫ ରୁ ୧୦.୪୫
  • ରାତ୍ରି ୦୨.୦୪ ରୁ ୦୩.୦୭

ଅଧିକ ପଢ଼ନ୍ତୁ: ଭାଗ୍ୟ ବଦଳାଇଦେବ ରୋଷେଇ ଘରର ସାମଗ୍ରୀ,ଜାଣନ୍ତୁ କିପରି

ଅଶୁଭ ସମୟ:

  • ଋାହୁକାଳ – ଦିବା ୧୨.୦୦ ରୁ ୦୧.୨୬
  • କାଳବେଳା – ଦିବା ୦୯.୦୭ ରୁ ୧୦.୩୪
  • ବାରବେଳା – ଦିବା ୧୨.୦୦ ରୁ ୦୧.୨୬
  • କାଳରାତ୍ରି – ରାତ୍ରି ୦୩.୦୭ ରୁ ୦୪.୪୦
Advertisment
Panchang
Advertisment
Advertisment