• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

News from India

Id Ul Zuha 2023
Id ul zuha 2023: ପାରସ୍ପରିକ ଶତ୍ରୁତାକୁ ଦୂରେଇ ତ୍ୟାଗର ମହତ୍ତ୍ୱକୁ ବୁଝାଏ ‘ଇଦ୍-ଉଲ୍-ଜୁହା’

ଇଦ୍ ଉଲ୍ ଜୁହା ‘ବକ୍‌ରୀଦ୍’ ନାମରେ ମଧ୍ୟ ଜଣାଶୁଣା। ବକର ଇଦ୍ ଆରବୀୟ ଶବ୍ଦ ‘ବକର’ରୁ ଉତ୍ପନ୍ନ। ‘ବକର’ର ଅର୍ଥ ବଡ଼ ବା ବିରାଟ। ଇସଲାମୀୟ ବିଶ୍ୱାସ ଅନୁଯାୟୀ, ‘ଇଦ୍ ଉଲ୍ ଜୁହା’କୁ ଏକ ଅତି ପବିତ୍ର ପର୍ବ ଭାବେ ବିବେଚନା କରାଯାଏ।

Today Panchang
Panchang Today 29th June 2023: ଜାଣନ୍ତୁ ଆଜିର ପଞ୍ଚାଙ୍ଗ, ଶୁଭ ମୁହୂର୍ତ୍ତ ଦେଖି ନୂତନ ଜମି କ୍ରୟ କରନ୍ତୁ

ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୯ ତାରିଖ ଗୁରୁବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...

Tripura
ରଥଟଣା ବେଳେ ଜଳିଗଲା ରଥ : ୬ ଶ୍ରଦ୍ଧାଳୁ ମୃତ, ୧୫ ଗୁରୁତର

ଉଚ୍ଚକ୍ଷମତା ସଂପନ୍ନ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ରଥ, ତ୍ରିପୁରାର ଉନ୍ନାକୋଟିରେ ଏହି ଅଘଟଣ ଘଟିଛି ।

accident
ନଦୀକୁ ଖସିପଡ଼ିଲା ଟ୍ରକ୍‌ : ଚାଲିଗଲା ୫ ଜୀବନ, ଅନେକ ଆହତ

କାଳ ହେଲା ଡ୍ରାଇଭର୍‌ର ମନମାନୀ । ମନା କରିବା ସତ୍ତ୍ୱେ ନିର୍ମାଣାଧୀନ ବ୍ରିଜ ଉପରେ ଗାଡ଼ି ଚଳାଇବା ପରେ...

World University Rankings
ବିଶ୍ୱର ୧୫୦ ଶ୍ରେଷ୍ଠ ବିଶ୍ୱବିଦ୍ୟାଳୟ ମଧ୍ୟରେ IIT ବମ୍ବେ, କେତେ ତମ ସ୍ଥାନରେ IIT ଭୁବନେଶ୍ୱର ?

ଶୀର୍ଷରେ ଆମେରିକାର ମାସାଚୁସେଟସ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକନୋଲୋଜି, ୧୨ ବର୍ଷ ଧରି ଶୀର୍ଷରେ ରହି ଆସିଛି ଏହି ବିଶ୍ୱବିଦ୍ୟାଳୟ।

Adipurush Row: Ramanand Sagar Ramayan To Return To TV
‘ଆଦିପୁରୁଷ’ ବିବାଦ ଭିତରେ ପୁଣି ଟିଭି ପରଦାକୁ ଫେରିବ ରାମାନନ୍ଦ ସାଗରଙ୍କ ‘ରାମାୟଣ’ !

ଫିଲ୍ମ ‘ଆଦିପୁରୁଷ’କୁ ନେଇ ବିବାଦ ଓ ଚର୍ଚ୍ଚା ଭିତରେ ରାମାନନ୍ଦ ସାଗରଙ୍କ ପପୁଲାର ଶୋ’ ‘ରାମାୟଣ’ ଖୁବ୍‌ଶୀଘ୍ର ପୁଣିଥରେ ଟିଭି ପରଦାକୁ ଫେରିବ।

Rahul Gandhi
ରାହୁଲ ଗାନ୍ଧୀଙ୍କ ମେକାନିକ୍‌ ଅବତାର, ହାତରେ ରେଞ୍ଚି ଧରି ଠିକ୍‌ କଲେ ବାଇକ୍‌

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଦିଲ୍ଲୀର କରୋଲବାଗରେ ପହଞ୍ଚି ସେଠାରେ ମୋଟର ସାଇକେଲ ମେକାନିକଙ୍କ ସହ କଥାବାର୍ତ୍ତା କରିଛନ୍ତି ।

‘I am sorry Sanju’ bizarre billboard spotted in Noida
‘ମୋତେ କ୍ଷମା କରିଦିଅ ସଞ୍ଜୁ, ମୁଁ ତୁମକୁ...’ ରାସ୍ତାକଡ଼ରେ ଅଜବ ହୋର୍ଡିଂ ଲଗାଇଲେ ଯୁବତୀ

ନୋଏଡା ରାସ୍ତାକଡ଼ରେ ହୋର୍ଡିଂ ଲଗାଇ ଯୁବତୀ ଜଣକ ତାଙ୍କ ସାଙ୍ଗକୁ କ୍ଷମା ମାଗିଛନ୍ତି। ଯାହାକି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛି।

Rambai
‘ଉଡନପରୀ ଦାଦି’ଙ୍କ କମାଲ୍‌ ! ୧୦୬ ବର୍ଷିୟ ରାମବାଇ ଜିତିଲେ ୩ ସ୍ୱର୍ଣ୍ଣପଦକ

କୌଣସି ସୁସ୍ଥସବଳ ଯୁବକ ଠାରୁ କମ୍‌ ନୁହଁନ୍ତି ରାମବାଇ । ଯେଉଁ ବୟସରେ ଲୋକେ ରୋଗଶଯ୍ୟାରେ ପଡ଼ି ଘାଣ୍ଟି ହେଉଛନ୍ତି, ସେହି ବୟସରେ ସେ ରେକର୍ଡ ପରେ ରେକର୍ଡ କରୁଛନ୍ତି ।

video of Zomato delivery agent having food from a plastic packet
‘ମୁଁ ଯାହା ଖାଇଲେ ଚଳିବ,ହେଲେ ଲୋକଙ୍କ ପାଖରେ ଖାଦ୍ୟ ପହଞ୍ଚି ଯାଉ’..ଭାଇରାଲ୍‌ ହେଉଛି ଏହି ହୃଦୟ ବିଦାରକ ଦୃଶ୍ୟ

ଡେଲିଭରି ବୟଙ୍କ ଉପରେ କାମ ଚାପ ଏତେ ଅଧିକ ଥାଏ ଯେ, ଭୋଜନ କରିବା ପାଇଁ ସେମାନଙ୍କ ପାଖରେ ୧୦ ମିନିଟ୍‌ ସମୟ ନଥାଏ। ତା’ହେଲେ ଥରଟେ ଭାବନ୍ତୁ...ଏମାନେ ନିଜେ କେତେ କଷ୍ଟରେ ରହି ସୁସ୍ୱାଦୁ ଖାଦ୍ୟ ଗ୍ରାହକଙ୍କ ନିକଟରେ ପହଞ୍ଚାଇଥାନ୍ତି।

shoes
ଟେନ୍‌ସନ୍‌ ନାହିଁ: ଏଣିକି ପାଦ ସହ ତାଳ ଦେଇ ବଢ଼ିବ ଜୋତା

ଆଶ୍ଚର୍ଯ୍ୟ !! ଚମକି ଯିବେ ଆପଣ...ଏଣିକି ଜୋତାର ରହିବନି ଟେନସନ୍ । ପାଦ ଯେତିକି ଯେତିକି ବଢିବ, ଜୋତା ବି ସେହି ଅନୁସାରେ ବଢିବ ।

Bank Holidays List In July 2023
ଜୁଲାଇରେ ୧୫ ଦିନ ବ୍ୟାଙ୍କ ବନ୍ଦ !

ଜାରି ହୋଇଥିବା ଛୁଟି ତାଲିକା ଅନୁସାରେ, ଜୁଲାଇରେ ଅଧା ଦିନ ବ୍ୟାଙ୍କ ବନ୍ଦ ରହିବ। ଯଦି ଆସନ୍ତା ମାସରେ ବ୍ୟାଙ୍କ ସମ୍ବନ୍ଧିତ କିଛି କାମ ଅଛି ତା’ହେଲେ ବ୍ୟାଙ୍କକୁ ଯିବା ପୂର୍ବରୁ ଛୁଟି ତାଲିକା ଚେକ୍‌ କରି ନିଅନ୍ତୁ।

Woman Attacked by Man With A Machete In Pune
Video: ବିଚ୍‌ ରାସ୍ତାରେ ହାତରେ ଭୁଜାଲି ଧରି ଯୁବତୀଙ୍କୁ ଗୋଡ଼ାଇଲେ, ଶେଷରେ ଜୀବନ ବଞ୍ଚାଇବା ଲାଗି...

ବିଚ୍‌ ରାସ୍ତାରେ ହାତରେ ଭୁଜାଲି ଧରି ଯୁବତୀଙ୍କୁ ଗୋଡ଼ାଇଲେ। ସୌଭାଗ୍ୟବଶତଃ, ଯୁବକଙ୍କ ମରଣାନ୍ତକ ଆକ୍ରମଣରୁ ଯୁବତୀ ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ। 

All India Railway Engineers Federation
ବାହାନଗା ପରି ବଡ଼ ରେଳ ଦୁର୍ଘଟଣାକୁ କିପରି ଏଡ଼େଇ ହେବ ? ୧୧ଟି ପଏଣ୍ଟ....

ଭବିଷ୍ୟତରେ ବାହାନଗା ପରି ଯେପରି ରେଳ ଦୁର୍ଘଟଣା ନଘଟିବ, ଏନେଇ ଅଲ୍‌ ଇଣ୍ଡିଆ ରେଲୱେ ଇଞ୍ଜିନିୟର୍ସ ଫେଡେରେସନ୍‌ ପକ୍ଷରୁ କିଛି ପରାମର୍ଶ ଦିଆଯାଇଛି ।

Tomato price  hike sparks hilarious memes on social media
Viral Story: ଭାଇରାଲ୍ ମୀମ୍ସ; “ଏକ୍‌ ଟମୋଟୋ କି କିମତ ତୁମ୍ କ୍ୟା ଜାନୋ, ରମେଶ ବାବୁ!!”

ଗରିବର ପଖାଳ କଂସା ସାଙ୍ଗକୁ ଗୋଟେ ଟମାଟୋ ପୋଡା ଭରସା ସାଜିଥିବା ବେଳେ ଏବେ ଏହାର ଆକାଶଛୁଆଁ ଦର ଲୋକଙ୍କୁ ନିରାଶ କରିଛି। ମଧ୍ୟବୀତ୍ତଙ୍କ ତରକାରୀକୁ ସ୍ୱାଦହୀନ କରିଦେଇଛି। ଦେଖନ୍ତୁ ଏହି ମଜ୍ଜାଳିଆ ମୀମ୍ସ।

Bakri
ଛେଳିର ମୂଲ୍ୟ ଏତେ, କିଣି ହେବ ୫ଟି କାର୍‌

ଛେଳିର ଏତେ ମୂଲ୍ୟ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ହେଲେ ଏ କୌଣସି ସ୍ୱତନ୍ତ୍ର ପ୍ରଜାତିର ନୁହେଁ, ବରଂ ତାଙ୍କ ଶରୀରରେ ଥିବା ଚିହ୍ନ ପାଇଁ..

Narendra Modi
ଦେଶରେ ୟୁନିଫର୍ମ ସିଭିଲ କୋଡ୍ ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗୁରୁତ୍ୱ

ୟୁସିସିକୁ ନେଇ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି ଓ ମୁସଲିମ ସଂପ୍ରଦାୟର ଲୋକଙ୍କୁ ଉସକା ଯାଉଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି।

Mamata Banerjee
ହୋଇଥା’ନ୍ତା ବଡ଼ ଦୁର୍ଘଟଣା; ଅଳ୍ପକେ ବର୍ତ୍ତିଗଲେ ଦିଦି

ଇଲଟ୍ ପାଗକୁ ଦେଖି ସିଲିଗୁଡ଼ିର ଏୟାର ବେସରେ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରିଥିଲେ । ଫଳରେ ବଡ଼ ଦୁର୍ଘଟଣାରୁ ମମତାଙ୍କ ହେଲିକପ୍ଟର ରକ୍ଷା ପାଇଯାଇଥିଲା ।

Highest Paid Singer In India
ଏହି ବଲିଉଡ ଗାୟକ ଗୀତ ପିଛା ନେଇଥାନ୍ତି ୩ରୁ୫ କୋଟି ! ସେ ଶ୍ରେୟା କି ସୁନିଧି ନୁହଁନ୍ତି..

ଏନେଇ କୌଣସି ସ୍ପଷ୍ଟ ପ୍ରମାଣ ନଥିଲେ ମଧ୍ୟ ଏହି ଗାୟକଙ୍କ ପାଉଣାକୁ ନେଇ ସବୁବେଳେ ଖୁବ୍‌ ଚର୍ଚ୍ଚା ହୋଇଥାଏ ।

Dharmendra recites poem dedicated to his mother
ଧର୍ମେନ୍ଦ୍ରଙ୍କ କବିତା ଶୁଣିଲେ ଆପଣ ବି ହୋଇଯିବେ ଭାବବିହ୍ୱଳ; ମନେପଡିଯିବ ମା’ ଓ ଗାଁ

ଅନୁପମ ଖେର ଧର୍ମେନ୍ଦ୍ରଙ୍କ ଏକ ଭାବପୂର୍ଣ୍ଣ ଭିଡିଓ କରିଛନ୍ତି। ଏହି ଭିଡିଓରେ ଧର୍ମେନ୍ଦ୍ର ତାଙ୍କ ଦ୍ୱାରା ଲିଖିତ ଏକ କବିତା ପାଠ କରୁଥିବା ଦେଖିବାକୁ ମିଳେ। ଏହି କବିତା ଶୁଣିଲେ ଆପଣଙ୍କ ପିଲାଦିନ, ଆପଣଙ୍କ ଘର ଏବଂ ଆପଣଙ୍କ ମାଆ ବହୁତ ମନେପଡିବେ।

New York Declares Diwali As School Holiday
ଭାରତୀୟଙ୍କ ପାଇଁ ଖୁସି ଖବର, ଦୀପାବଳି ଦିନ ନ୍ୟୁୟର୍କରେ ସ୍କୁଲ୍‌ ଛୁଟି

ଘୋଷଣା ପରେ ଖୁସି ମନାଇଲେ ପ୍ରବାସୀ ଭାରତୀୟ ସମୁଦାୟ । ସ୍କୁଲ ଛୁଟି ଘୋଷଣା ପାଇଁ ଦୁଇ ଦଶନ୍ଧି ହେଲା ହେଉଥିଲା ଦାବି ।

Government Odisha
କାମ ନାହିଁ ତ ଦରମା ନାହିଁ ! ଏହି ରାଜ୍ୟର ସରକାରୀ କର୍ମଚାରୀଙ୍କ ପାଇଁ କଠୋର ନିୟମ

ସରକାରଙ୍କ କଡ଼ା ଆଭିମୁଖ୍ୟ ...ଯେଉଁ କର୍ମଚାରୀମାନେ ଅଫିସ୍‌ ଆସୁନାହାନ୍ତି, ସେମାନେ ଦରମା କଥା ଭୁଲି ଯାଆନ୍ତୁ..

Shark Attack
ସମୁଦ୍ରରେ ମାଛ ଧରୁଥିଲେ, ପାଣିରେ ହାତ ଧୋଇଲା ବେଳକୁ ଟାଣିନେଲା ସାର୍କ ! ଦେଖନ୍ତୁ ଭିଡିଓ

ଜଣେ ବ୍ୟକ୍ତି ସେହିଭଳି ସ୍ଥାନକୁ ଯିବା କ’ଣ ଦରକାର, ଯେଉଁଠି ଆମେ ଜାଣୁଛନ୍ତି ଯେ ସେଠାରେ ବିପଦ ନିଶ୍ଚୟ । ଏବେ ଆପଣ ସେହି ଭିଡିଓ ବିଷୟରେ ଭାବୁଥିବେ ? କ’ଣ ରହିଛି ସେହି ଭିଡିଓରେ ?

When actor biswajeet chatterjee forcefully kissed rekha left in tears
ଏହି ଅଭିନେତା ରେଖାଙ୍କୁ କରିଥିଲେ ଜବରଦସ୍ତ କିସ୍; କାନ୍ଦି ପକେଇଥିଲେ ଅଭିନେତ୍ରୀ

ଏକ ଫିଲ୍ମରେ ରେଖାଙ୍କ ସହ ଘଟିଥିଲା ବହୁତ ନିନ୍ଦନୀୟ କାମ। ଫିଲ୍ମରେ ତାଙ୍କ ସହ ଏମିତି ହୋଇଥିଲା ଯେ ସେ କାନ୍ଦି ପକେଇଥିଲେ। ଜଣେ ଅଭିନେତା ତାଙ୍କ ସହ ଏହି କାମ କରିଥିଲେ। ଜାଣନ୍ତୁ ସେ କିଏ…