ମାତ୍ର ୧୫ ଘଣ୍ଟା ୨୨ ମିନିଟ୍ ୪୯ ସେକେଣ୍ତରେ ଦିଲ୍ଲୀର ସବୁ ମେଟ୍ରୋ ଷ୍ଟେସନ୍ ବୁଲି ଗିନିଜ୍ ୱାର୍ଲ୍ଡ ରେକର୍ଡ କଲେ ଜଣେ ଯୁବକ ।
ମିଛରେ କଷ୍ଟମ ଅଧିକାରୀ କହି ଲୁଟି ନେଲେ ୪ ଲକ୍ଷରୁ ଅଧିକ ଟଙ୍କା। ତା’ବି ପୁଣି ଜଣେ ଶ୍ରମିକଙ୍କ ଠାରୁ।
ଅକ୍ଟୋବର ୫ରୁ ବିଶ୍ବକପ୍ କ୍ରିକେଟ ଆରମ୍ଭ ହେବ ।
ସୈାର ମିଥୁନ ମାସ ଆଷାଢ ଶୁକ୍ଲପକ୍ଷ । ଇଂରାଜୀରେ ୨୭ ତାରିଖ ମଙ୍ଗଳବାର । ଆଜି ଆପଣ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଯୋଜନା କରିଛନ୍ତି, ତା’ହେଲେ ଜାଣି ରଖନ୍ତୁ ଶୁଭ ଓ ଅଶୁଭ ସମୟ...
ଲୁଲୁ ଗ୍ରୁପ୍ ଭାରତରେ ୧୦ ହଜାର କୋଟି ଟଙ୍କା ନିବେଶ କରିବା ପାଇଁ ଯୋଜନା କରିଛି। ଆସନ୍ତା ୩ ବର୍ଷ ମଧ୍ୟରେ ନିବେଶ ସହ ଦେଶରେ ଅନେକ ଡେଷ୍ଟିନେସନ୍ ସପିଂ ମଲ୍ ଖୋଲିବ ବୋଲି ସୂଚନା ମିଳିଛି। ଫଳରେ ୫୦ ହଜାର ନିଯୁକ୍ତି ସୃଷ୍ଟି ହେବ।
ଆଶାୟୀମାନେ ଆର୍ବିଆଇର ଅଫିସିଆଲ୍ ୱେବସାଇଟ୍ opportunities.rbi.org.in ରେ ଯାଇ ଅନଲାଇନ୍ ଆବେଦନ କରିପାରିବେ । ୨୦୨୩ ଜୁଲାଇ ୧୧ ଆବେଦନର ଶେଷ ତାରିଖ।
ହିମାଚଳ ପ୍ରଦେଶରେ ଅତି ପ୍ରବଳ ସମ୍ଭାବନା ଥିବାରୁ ଅରେଞ୍ଜ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ।
୩୦୦ ‘ସ୍ୱାଧିନିତା ସଂଗ୍ରାମୀ’ ଏବଂ ଜରୁରୀକାଳୀନ ପରିସ୍ଥିତିକୁ ବିରୋଧ କରିଥିବା ଓ ସେମାନଙ୍କ ସମ୍ପର୍କୀୟଙ୍କୁ ସମ୍ମାନିତ କରାଯିବା ପାଇଁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେହି କାର୍ଯ୍ୟକ୍ରମରେ ଏଭଳି ବୟାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ।
ଏମିତି ଏକ ପରିସ୍ଥିତି ଦେଖିବାକୁ ମିଳିଛି ହିମାଚଳ ପ୍ରଦେଶରେ । ହଜାର ହଜାର ସ୍ଥାନୀୟ ଲୋକ ପର୍ଯ୍ୟଟକ ତଥା ବ୍ୟବସାୟୀ,ସମସ୍ତେ ଏହି ଟ୍ରାପିକ୍ ଜାମ୍ରେ ଫସିଛନ୍ତି ।
ଭିଡିଓରେ ଖୁବ୍ ଲାଇକ୍ କମେଣ୍ଟ ବି ଆସୁଛି । ସମସ୍ତେ ଧୋନିଙ୍କୁ ପ୍ରଶଂସା କରୁଛନ୍ତି । ଧୋନିଙ୍କ ଷ୍ଟାଇଲ ଆଉ ଅନ୍ଦାଜରେ ସମସ୍ତେ ଫିଦା ।
ଯାତ୍ରୀମାନେ କହିଛନ୍ତି ଯେ ଯେତେବେଳେ ଇଲେକ୍ଟ୍ରୋନିକ୍ ଡିସ୍ପ୍ଲେ ବୋର୍ଡରେ ସକାଳ ୬.୩୨ ରେ ଟ୍ରେନ ପହଞ୍ଚିବାର ସମୟ ଦେଖାଯାଇଥିଲା, ସେତେବେଳେ ବି ପ୍ଲାଟଫର୍ମ ନେଇ କୌଣସି ସୂଚନା ଦିଆଯାଇନଥିଲା ।
ଏହି ଲୁଟେରା ଦୁଇ ଜଣଙ୍କ ମଧ୍ୟରୁ ଜଣେ ହେଲେ, ଦେବ ବର୍ମା । ଯିଏ କି ଜଣେ ଜିଏସ୍ଟି ଆକାଉଣ୍ଟାଣ୍ଟ । ଅନ୍ୟ ଜଣେ ହେଲେ ହର୍ସ ରାଜପୁତ୍ । ଯିଏ କି ଏକ ପ୍ରାଇଭେଟ କମ୍ପାନୀରେ କାମ କରନ୍ତି ।
ନିଜ ପରିବାର ସହ ଛୁଟି କଟାଇବା ପାଇଁ ଜଣେ ୩୫ ବର୍ଷୀୟ ଶିକ୍ଷୟିତ୍ରୀ ରବିବାର ଦିନ କୌଣସି ସ୍ଥାନକୁ ଯାତ୍ରା କରିବାକୁ ନୂଆଦିଲ୍ଲୀ ରେଳ ଷ୍ଟେସନକୁ ଆସିଥିଲେ । ସେଠାରେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ତାଙ୍କର ମୃତ୍ୟୁ ହୋଇଛି ।
ଗଂଜାମ ଜିଲ୍ଲା ସଡ଼କ ପରିବହନ ଅଧିକାରୀ ମାନସ ସାହୁଙ୍କ ସୂଚନା, ରାତିରେ ଚଳାଚଳ ପାଇଁ ପରମିଟ୍ ନଥିଲା କି ବୀମା ନଥିଲା’
ଡେଲିଭରି ଏଜେଣ୍ଟଙ୍କ ଠାରୁ ଛଡାଇ ନେଲେ ୨ ଲକ୍ଷ ଟଙ୍କା...ସିସିଟିଭିରେ କଏଦ ଲୁଟ୍ ବେଳର ଦୃଶ୍ୟ...
ଯଦି ଆପଣ ଏଥିପାଇଁ ଆଗ୍ରହୀ ରହିଛନ୍ତି, ତେବେ ଆପଣଙ୍କୁ ଏକ ଭଲ ମ୍ୟୁଚୁଆଲ୍ ଫଣ୍ଡ ସ୍କିମ୍ ବାଛିବାକୁ ପଡ଼ିବ । ଯେଉଁଥିରେ ପ୍ରତି ମାସରେ ଆପଣଙ୍କୁ ୨୦୦୦ ଟଙ୍କା ବିନିଯୋଗ କରିବାକୁ ହେବ ।
କି ଭୟଙ୍କର ମଣିଷ । ଅନୈତିକ ସମ୍ପର୍କ ସନ୍ଦେହରେ ଜଣେ ଯୁବକର ତଣ୍ଟି କାଟିବା ସହ ତା’ର ରକ୍ତ ପିଇଯାଇଛି ଅଭିଯୁକ୍ତ ।
ପାଲମ ବିମାନ ବନ୍ଦରରେ ପହଞ୍ଚବା ପରେ ପ୍ରଧାନମନ୍ତ୍ରୀଙ୍କୁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ର ମନ୍ତ୍ରୀ ମିନାକ୍ଷୀ ଲେଖି ଓ ଦଳର ବହୁ ନେତା ଓ ସାଂସଦ ସ୍ୱାଗତ କରିଥିଲେ ।
ଇନ୍ଦୋର ରାସ୍ତା ପ୍ରବଳ ବର୍ଷାରେ ବୁଡିଯାଇଛି। ଏହାକୁ ଖାତିର ନକରି ଏକ ପ୍ରେମୀ ଯୋଡି ଭିଜି ଭିଜି ଡ୍ୟାନ୍ସ କରୁଛନ୍ତି। ଏହି ଭିଡିଓ ଭାଇରାଲ୍ ହେବାରେ ଲାଗିଛି।
ପ୍ରତିବର୍ଷ ଜୁନ୍ ୨୬ରେ ବିଶ୍ୱ ସ୍ତରରେ “ଅନ୍ତର୍ଜାତୀୟ ଡ୍ରଗ୍ ଅପବ୍ୟବହାର ଏବଂ ଅବୈଧ କାରବାର ବିରୁଦ୍ଧ ଦିବସ” ଭାବରେ ପାଳନ କରାଯାଏ। ଏହି ଦିନ ହେଉଛି ବିଶ୍ୱକୁ ଡ୍ରଗ୍ ମୁକ୍ତ କରିବାକୁ ନିଆଯାଉଥିବା ପଦକ୍ଷେପ ଓ ସହଯୋଗର ପ୍ରତୀକ।
ନିଶା ସେବନ ଛାଡି ଏକ ସୁସ୍ଥ ଜୀବନଯାପନ କରିବାକୁ ସାରା ବିଶ୍ୱର ଲୋକଙ୍କୁ ଉତ୍ସାହିତ କରିବା ପାଇଁ ପ୍ରତିବର୍ଷ ଜୁନ୍ ୨୬ରେ ଆନ୍ତର୍ଜାତୀୟ ଡ୍ରଗ୍ ଅପବ୍ୟବହାର ଏବଂ ବେଆଇନ କାରବାର ବିରୋଧ ଦିବସ ପାଳନ କରାଯାଏ। ଏହି ଅବସରରେ ଆସନ୍ତୁ ଜାଣିନେବା UNODC ୨୦୨୧ର ଏକ ରିପୋର୍ଟରେ କ’ଣ କୁହାଯାଇଛି।
ବକ୍ସା, ବାରପେଟା, ଦରଙ୍ଗ, ଧୂବ୍ରୀ, ଗୋଲପରା, କାମରୂପ, ଲକ୍ଷ୍ମୀପୁର, ନାଲବରି, ଉଦଲଗୁରୀ ଜିଲ୍ଲା ଅଧିକ ପ୍ରଭାବିତ ହୋଇଛି । ବନ୍ୟା ପରିସ୍ଥିତି ନେଇ ଆସାମ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ।
ହେଲିଓପୋଲିସରେ ପ୍ରଥମ ବିଶ୍ୱଯୁଦ୍ଧରେ ପ୍ରାଣବଳୀ ଦେଇଥିବା ୩ହଜାର ୭୯୯ ଭାରତୀୟ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ ପ୍ରଧାନମନ୍ତ୍ରୀ ମୋଦି।
ହିଂସାକାଣ୍ଡ ଘଟାଇଥିବା ୧୨ ଜଣ ଉଗ୍ରବାଦୀଙ୍କୁ ସେନା ଗିରଫ କରିଥିବାବେଳେ ସେମାନଙ୍କୁ ମୁକୁଳାଇବା ପାଇଁ ପ୍ରାୟ ୧୨ ଶହ ମହିଳା ଯବାନମାନଙ୍କୁ ଘେରା ବନ୍ଦୀ କରି ରଖିଥିଲେ ।
ଭାରତ ସରକାରରେ ଚାକିରି ଖୋଜୁଥିବା ବ୍ୟକ୍ତିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ଭାରତ-ତିବ୍ବତ ସୀମା ପୋଲିସ୍ ଫୋର୍ସରେ ମିଳିବ ନିଯୁକ୍ତି। ୪୫୮ ଜଣ କନଷ୍ଟେବଳ ପାଇଁ ନିଯୁକ୍ତି ବାହାର କରାଯାଇଛି।