Advertisment

RBI Recruitment 2023: ୬୬ କନସଲଟାଣ୍ଟ ଓ ବିଭିନ୍ନ ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି

ଆଶାୟୀମାନେ ଆର୍‌ବିଆଇର ଅଫିସିଆଲ୍‌ ୱେବସାଇଟ୍‌  opportunities.rbi.org.in ରେ ଯାଇ ଅନଲାଇନ୍‌ ଆବେଦନ କରିପାରିବେ । ୨୦୨୩ ଜୁଲାଇ ୧୧ ଆବେଦନର ଶେଷ ତାରିଖ।

author-image
Chandan Shishu
ଅଦ୍ୟତନ ହୋଇଛି
RBI Recruitment 2023

Reserve Bank of India is inviting applications for Consultants and other posts

ରିଜର୍ଭ ବ୍ୟାଙ୍କ(RBI)ପକ୍ଷରୁ ଚାକିରି ଆଶାୟୀଙ୍କ ପାଇଁ ବଡ଼ ସୁଯୋଗ । RBI ବିଭିନ୍ନ ପଦବୀ ପାଇଁ ଯଥା କନସଲଟାଣ୍ଟ/ ସବଜେକ୍ଟ ସ୍ପେଶାଲିଷ୍ଟ/ଆନାଲିଷ୍ଟ ପଦ ବିଜ୍ଞପ୍ତି ପ୍ରକାଶ ପାଇଛି । ଆଶାୟୀମାନେ ଆର୍‌ବିଆଇର ଅଫିସିଆଲ୍‌ ୱେବସାଇଟ୍‌  opportunities.rbi.org.in ରେ ଯାଇ ଅନଲାଇନ୍‌ ଆବେଦନ କରିପାରିବେ । ୨୦୨୩ ଜୁଲାଇ ୧୧ ପର୍ଯ୍ୟନ୍ତ ଆଶାୟୀମାନେ ଆବେଦନ କରିପାରିବେ।

Advertisment

RBI ପକ୍ଷରୁ ବିଜ୍ଞପ୍ତିରେ କେଉଁ ପଦ ପାଇଁ କେତେ ପୋଷ୍ଟ:

  • ଡାଟା ସାଇଣ୍ଟିଷ୍ଟ:  ୩ଟି 

  • ଡାଟା ଇଂଜିନିୟର: ୧

  • IT ସିକୁରିଟି ଏକ୍ସପର୍ଟ: ୧୦ଟି

  • IT ସିଷ୍ଟମ ଆଡମିନଷ୍ଟ୍ରେଟର: ୮ଟି

  • IT ପ୍ରୋଜେକ୍ଟ ଆଡମିନଷ୍ଟ୍ରେଟର: ୬ଟି

  • ନେଟୱର୍କ ଆଡମିନଷ୍ଟ୍ରେଟର: ୩ଟି 

  • ଇକୋନୋମିଷ୍ଟ(Macroeconomic modelling): ୧ 
  • ଡାଟା ଆନାଲିଷ୍ଟ(Applied Mathematics):୧
  • ଡାଟା ଆନାଲିଷ୍ଟ(Applied Econometrics): ୨
  • ଡାଟା ଆନାଲିଷ୍ଟ(TABM/HANK Models): ୨ 
  • ଆନାଲିଷ୍ଟ(Credit Risk): ୧
  • ଆନାଲିଷ୍ଟ(Market Risk): ୧ 
  • ଆନାଲିଷ୍ଟ(Liquidity Risk): ୧
  • ସିନିଅର ଆନାଲିଷ୍ଟ(Credit Risk): ୧
  • ସିନିଅର ଆନାଲିଷ୍ଟ(Market Risk): ୧
  • ସିନିଅର ଆନାଲିଷ୍ଟ(Liquidity Risk): ୧
  • ଆନାଲିଷ୍ଟ(Stress Testing): ୨
  • ଆନାଲିଷ୍ଟ(Forex & Trade): ୩
  • ଆଇଟି Cyber Security Analyst: ୮
  • କନସଲଟାଣ୍ଟ–Accounting:୩
  • ଆଇଟି ପ୍ରୋଜେକ୍ଟ ଆଡମିନଷ୍ଟ୍ରେଟର(Department of Government and Bank Accounts): ୩

ଅଧିକ ପଢ଼ନ୍ତୁ: ଭାରତ ସରକାରରେ ଚାକିରି ଖୋଜୁଛନ୍ତି କି; ଭାରତ-ତିବ୍ବତ ସୀମା ପୋଲିସ୍ ଫୋର୍ସରେ ଭର୍ତ୍ତିହେବେ ୪୫୮ ଜଣ

Advertisment

Posts in DICGC

  • କନସଲଟାଣ୍ଟ Accounting/Tax: ୧

  • ବିଜିନେସ୍ ଆନାଲିଷ୍ଟ : ୧

  • ଲିଗାଲ କନସଲଟାଣ୍ଟ: ୧
  • ଆଇଟି ସିଷ୍ଟମ ଆଡମିନଷ୍ଟ୍ରେଟର: ୧

ଯୋଗ୍ୟତା:

  • ଡାଟା ସାଇଣ୍ଟିସ୍ଟଙ୍କ ପାଇଁ Statistics/ Econometrics / Mathematics / Mathematical Statistics / Data Sciences / Finance / Economicsରେ ସ୍ନାତକୋତ୍ତର କରିଥିବା ଆବଶ୍ୟକ।
  • କନସଲଟାଣ୍ଟ ଆକାଉଣ୍ଟିଂ ପାଇଁ  Chartered Accountants ଉତ୍ତୀର୍ଣ୍ଣ ହୋଇଥିବା ଆବଶ୍ୟକ।
  • ଆଇଟି ପ୍ରୋଜେକ୍ଟ ଆଡମିନଷ୍ଟ୍ରେଟର ପାଇଁ  କମ୍ପ୍ୟୁଟର ସାଇନ୍ସ  କିମ୍ବା ଆଇଟିରେ  BE / B Tech / M Tech କରିଥିବା ଆବଶ୍ୟକ।

ଚୟନ ପ୍ରକ୍ରିୟା: ପ୍ରିଲିମନାରୀ ଓ ପରେ ଇଣ୍ଟରଭ୍ୟୁ

RBI Reserve Bank Of India
Advertisment
Advertisment